Sign in
Sign in
Recover your password.
A password will be e-mailed to you.
ଆତ୍ମହତ୍ୟା ର ଉଦ୍ୟମ
ରାଜଗାଙ୍ଗପୁର._ତା:୦୬-୧୨-୨୫.ଗତ ରାତି ରେ ଲାଞ୍ଜିବେରନା ସ୍ଥିତ କଲେଜ ରେ ଅଧ୍ୟୟନ କରୁଥିବା ଛାତ୍ରି ଜଣେ ରାତି ଅଧରେ ନିଜଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଘର ଲୋକ ଜାଣିବା ପରେ ତାକୁ ଚିକିତ୍ସା ପାଇଁ ରାଉରକେଲା ସ୍ଥିତ ଆ ଜି ଏଚ ହସ୍ପିଟାଲରେ ଭର୍ତ୍ତି…
ଓଷ୍ଟା ତେଲକୋଇ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ -୨୦୨୫ ଅନୁଷ୍ଠିତ।
କେନ୍ଦୁଝର,ତା୬/୧୨- ଆଜି ଓଷ୍ଟା ତେଲକୋଇ ବ୍ଲକର ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ - ୨୦୨୫ ଦୋବଲାପାଳ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଓଷ୍ଟା ତେଲକୋଇ ବ୍ଲକ ସଭାପତି ଖଗେଶ୍ବର ମହାନ୍ତଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ ତେଲକୋଇ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ…
ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ହାଡ଼ ଭଙ୍ଗା ଜାଡ଼, ସର୍ବନିମ୍ନ 5.6 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ.
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କିଛି ଦିନର ବ୍ୟବଧାନ ପରେ ପୁଣି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିକୁ ଫେରିଛି ହାଡ଼ଭଙ୍ଗା ଶୀତ । ପ୍ରବଳ ଜାଡ଼ରେ ଥରୁଛି ସାରା ଅଞ୍ଚଳ ।ଜନଜୀବନ ଅସ୍ତବ୍ୟସ୍ତ । ଗତକାଲି ପାରଦ ୧୦.୪ଡିଗ୍ରି ଥିବା ବେଳେ ଆଜି ୫.୬ଡିଗ୍ରି ରେକର୍ଡ କରାଯାଇଛି । ପାରଦ ଖସିବା…
ବିଶିଷ୍ଟ ପାଲାକାର କବି ପ୍ରସନ୍ନ କୁମାର ଲେଙ୍କାଙ୍କ ବିୟୋଗ।
କେନ୍ଦୁଝର,ତା୬/୧୨- କେନ୍ଦୁଝର ଜିଲ୍ଲା ସଦର ବ୍ଲକର ଶିରିଷପାଳ ପଞ୍ଚାୟତ ଅନ୍ତର୍ଗତ ମୋଟିଟାଙ୍ଗିରି ଗ୍ରାମର ଶୀତି କଣ୍ଠେଶ୍ୱର ଭାଗବତ ଟୁଙ୍ଗି ସଭାପତି, ବିଶିଷ୍ଟ ପାଲା ଗାୟକ, ବଳଦେବ ଜୀଉ ପାଲାକାର ସଂଘ ସଂପାଦକ,ବିଶିଷ୍ଟ ସମାଜସେବୀ, ମୋଟିଟାଙ୍ଗିରୀ ଗ୍ରାମର ମୂରବୀ ତଥା ପ୍ରସନ୍ନ ଗ୍ରନ୍ଥାବଳୀର…
ଅଟୋ ସହ ଗଞ୍ଜେଇ ଜବତ, ଜଣେ ଗିରଫ ।
ମାଲକାନଗିରି,(ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ) ତା ୦୬/୧୨ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଅଟୋ ସହିତ ୨ଲକ୍ଷ ୨୫ ହଜାର ଟଙ୍କାର ଗଞ୍ଜେଇ ଜବତ କରାଯାଇ ଜଣେ ଚାଲାଣକାରୀକୁ ଗିରଫ କରାଯାଇଛି। ଗତକାଲି ଭୋର ସକାଳ ସମୟରେ ଜିଲ୍ଲା ଅବକାରୀ…
ବଜରଙ୍ଗ ଦଳ ପକ୍ଷରୁ ଶୌର୍ଯ୍ୟ ଦିବସ ପାଳିତ
କେନ୍ଦୁଝର,ତା୬/୧୨-ବିଶ୍ବହିନ୍ଦୁ ପରିଷଦର ବଜରଙ୍ଗ ଦଳ କେନ୍ଦୁଝର ଜିଲା ପକ୍ଷରୁ ଶନିବାର ଶୌର୍ଯ୍ୟ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଛି। ଏହି ଉପଲକ୍ଷେ କେନ୍ଦୁଝର ମାଇନିଂ ରୋଡ଼ ସ୍ଥିତ ରାମମନ୍ଦିର ପ୍ରାଙ୍ଗଣରୁ ପୂଜାର୍ଚନା ପରେ ଶତାଧିକ ବଜରଙ୍ଗ ଦଳ କର୍ମୀଙ୍କ ପକ୍ଷରୁ ଏକ ବାଇକ ରାଲି…
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆଲୋଚ଼ନା ଓ ପାଠତ଼କ୍ର
ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆଲୋଚ଼ନା ଓ ପାଠଚ଼କ୍ର କାର୍ଯ୍ୟକ୍ରମ ବିଭାଗୀୟ ମୁଖ୍ୟ ସପନ କୁମାର ପ୍ରଧାନ ଙ୍କ ପରି ଚାଳନାରେ ଅନୁଷ୍ଠିତ ହୋଇଯାଇଛି । ଏହି ପାଠ ଚ଼କ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ…
୧୮ତମ ବାର୍ଷିକ କ୍ରୀଡା ଓ ଜେଜେବାପା ଓ ଜେଜେମାଆ ସମ୍ମିଳନୀ ପାଳନ…
ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )- -:ରିଖ ଶନିବାର ସକାଳ ଘ.୦୭.୩୦ ମି. ସମୟରେ ଅ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ବେଲଗୁଣ୍ଠାର ୧୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଡଃ ରବୀନ୍ଦ୍ରନାଥ ପାଳ(ଅବସର ପ୍ରାପ୍ତ ଅଧ୍ୟାପକ)ଯୋଗଦାନ କରି କ୍ରୀଡ଼ା ଆମ…
ମଣ୍ଡେଇ ୨୦୨୫ କାନ୍ଥ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ
ନବରଙ୍ଗପୁର ତା ୬.୧୨.୨୦୨୫: ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ ମଣ୍ଡେଇ ମହୋତ୍ସବ ୨୦୨୫ର ପାଳନ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଆକର୍ଷଣୀୟ ଜିଲ୍ଲାସ୍ତରୀୟ କାନ୍ଥ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଶିକ୍ଷା ଅଧିକାରୀ…
ବାଘ ଆତଙ୍କ ରେ ଆତଙ୍କିତ ଭଞ୍ଜନଗର ନିକଟ ସିଧାପଦର ଗ୍ରାମବାସୀ
ଗତ କିଛି ଦିନ ତଳେ ବଡ଼ ଗାଇ ଖାଇଥିଲା ବଡବାଘ, ଏବେ ସାନ ବାଘ ଖାଇଲା କଅଁଳା ବାଛୁରୀ
ବାଘ ଆତଙ୍କ ରେ ଆତଙ୍କିତ ସିଧାପଦର ଗ୍ରାମବାସୀ
ଟ୍ରାପ କ୍ୟାମେରା ଲାଗିଛି,ବାଘ ନେଇଗଲା ମଲା ବାଛୁରୀ
ଗ୍ରାମରେ ବାଘ ଆତଙ୍କ କୁ ରାତିରେ ଦାଉ ସାଧୁଛି ବିଜୁଳି ଆଲୁଅ
ଭଞ୍ଜନଗର ରୁ (…