Sign in
Sign in
Recover your password.
A password will be e-mailed to you.
ପୌରାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଏତଲା
ଭଦ୍ରକ,(ସତ୍ୟ ସ୍ୱାମୀ ) - ଭଦ୍ରକ ପୌରପାଳିକାରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଜିଲ୍ଳା କଂଗ୍ରେସ ପକ୍ଷରୁ ଆଜି ଭଦ୍ରକ ଟାଉନ ଥାନାରେ ପୌରାଧ୍ୟକ୍ଷ ଏବଂ ପୌର ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ବହୁ…
ଡଙ୍କାରୀରେ ତୈଳ ପ୍ରକଳ୍ପ ବନ୍ଦ କରାଯିବା ଷଡଯନ୍ତ୍ର: ବି.ଜେ.ଡି ପାଉଛି କେତେ ହରାଉଛି କେତେ?
ଯାଜପୁର (ବୁ୍ୟରୋ ଚିଫ୍, ଜୟଶଙ୍କର ଦାଶ): ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଡଙ୍କାରୀରେ ପ୍ରତିଷ୍ଠା ହେବାକୁ ଥିବା ଭାରତର ବୃହତମ ତୈଳ ପ୍ରକଳ୍ପ ହେବାକୁ ଯାଉଛି । ପ୍ରକଳ୍ପ ଅଞ୍ଚଳରେ ଥିବା ପଥର ଖାଦାନରୁ କୋଟିକୋଟି ଟଙ୍କା କଳାପଥର ଲୁଟ୍ ପାଇଁ ଏହି ପ୍ରକଳ୍ପକୁ ବିରୋଧ…
ସ୍ୱାଧୀନତା ଦିବସ ପ୍ରସ୍ତୁତିକୁ ଦିଆଯାଊଚ୍ଥି ଚୁଡାନ୍ତ ରୂପ ।
ଯାଜପୁର, (ଜୟଶଙ୍କର ଦାଶ ) ଯାଜପୁର ଜିଲ୍ଲା ସ୍ତରୀୟ ୭୨ ତମ ସ୍ୱାଧୀନତା ଦିବସର ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଯୋଗଦେବେ । ସ୍ୱାଧୀନତା ଦିବସ ଦିନ ପୂର୍ବାହ୍ନ ଘ. ୯.୧୫ ମିନିଟ ସମୟରେ ଶ୍ରୀ ପାତ୍ର ଯାଜପୁର…
ରେଲ ସଂଯୋଗୀକରଣ ଦାବୀରେ ମିଳିତ କ୍ରିୟାନୁଷ୍ଠାନ କମିଟୀର ବୈଠକ
ବରଗଡରୁ ନୁଆପଡା ପର୍ଯ୍ୟନ୍ତ ଭାୟା ବିଜେପୁର, ପଦ୍ମପୁର ଓ ପାଇକମାଲ ଦେଇ ପ୍ରସ୍ତାବିତ ରେଲ ଲାଇନ ପ୍ରକଳ୍ପ ଦାବୀକୁ ଜୋର କରିବା ପାଇଁ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ଆଗାମୀ ଦିନରେ ସମଗ୍ର ଅଂଚଳରେ ଜନଆନ୍ଦୋଳନକୁ ବ୍ୟାପକ କରିବ
ପଦ୍ମପୁର(ନୀଳ ଦୀପ) - ସ୍ଥାନୀୟ ଓକିଲ ସଙ୍ଘ…
shelter home inmates sexual abuse case Deoria-Muzaffarpur : Apprehending….. DGP issued…
ୟୁପି ଏବଂ ବିହାରରେ ଥିବା ବିଭିନ୍ନ ସେଲଟର ହୋମରେ ହେଉଥିବା ନିର୍ଯ୍ୟାତନା ଘଟଣା ଧରାପଡିବା ପରେ ଓଡ଼ିଶାରେ ଥିବା ସେଲଟର ହୋମ୍ ଗୁଡ଼ିକୁ ପରଖିବା ପାଇଁ ପୋଲିସ ମହାନିଦେ୍ର୍ଧଶକ ଡ. ଆର. ପି. ଶର୍ମା ପ୍ରତି ଜିଲ୍ଲା ଏସ.ପି ଏବଂ ପୋଲିସ କମିଶନର ଡିସିପି ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି…
ଶ୍ରାବଣ ସୋମବାର, ଜଳଲାଗି ପାଇଁ ଶୈବପୀଠରେ ପ୍ରବଳ ଗହଳି
ବୌଦ୍ଧ (ସିମୁନ୍ ନାଏକ) ; ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ଶୈବପୀଠରେ କାଉଡିଆଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଶ୍ରାବଣ ସୋମବାରରେ ଶିବଲିଙ୍ଗରେ ଜଳଲାଗି କଲେ ଜୀବନରେ ଖୁସି ଓ ସୌନ୍ଦର୍ଯ୍ୟ ବଢାଇବା ସହ ନିଜର ମନସ୍କାମନା ପୂରଣ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି …
ଲଘୁଚାପ ଘନିଭୂତ : ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଉତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଘନିଭୂତ ହେବା ଫଳରେ ଅଗଷ୍ଟ ୧୩ ରୁ ୧୬ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଅଗଷ୍ଟ ୧୪ ରୁ ୧୫ ତାରିଖରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଥିବା ସୋଆ (ଡିମ୍ଡ ଟୁ ବି…
ଶିଶୁଙ୍କ ବିକାଶରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ
ସରସ୍ୱତୀ ଶିଶୁ ମନ୍ଦିରରେ ଅଭିଭାବକ ସମ୍ମିଳନୀ
ପଦ୍ମପୁର,(ନୀଳ ଦୀପ )- ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଥମ ଶ୍ରେଣୀ ଅଭିଭାବକ ଅଭିଭାବିକାମାନଙ୍କ ଏକ ସମ୍ମିଳନୀ ରବିବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କମିଟୀ ସମ୍ପାଦକ ଦ୍ୱାଦଶ…
ଶ୍ରୀମଦ ଭାଗବତ କଥାଅମୃତରେ ତଲ୍ଲୀନ ହେଲେ ଶ୍ରଦ୍ଧାଳୁ ଭକ୍ତ
ପଦ୍ମପୁର/ନୀଳ ଦୀପ - ସ୍ଥାନୀୟ ମାରୱାଡି ଧର୍ମଶାଳା ପରିସରରେ ପଦ୍ମପୁର ଅଗ୍ରୱାଲ ସମାଜ ଆନୁକୁଲ୍ୟରେ ସପ୍ତାହବ୍ୟାପି ଚାଲିଥିବା ଶ୍ରୀମଦ ଭାଗବତ କଥା ପ୍ରବଚନ ରବିବାର ଦିନ ଉଦଯାପିତ ହୋଇଯାଇଛି । ଶ୍ରଦ୍ଧାଳୁ ଭକ୍ତମାନେ ଭାଗବତ କଥାଅମୃତରେ ତଲ୍ଲୀନ ହୋଇଯାଇଥିଲେ | ଏହି ଅବସରରେ କଥାକାର…
ବିଜେଡିର ନିର୍ବାଚନୀ ପ୍ରସ୍ତୁତି, ଭୋଟହାର ବୃଦ୍ଧି ଉପରେ ଗୁରୁତ୍ୱ
ବାଲେଶ୍ୱର(ଉଜ୍ଜ୍ୱଳ କର ): ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା ବିଜେଡ଼ି ପକ୍ଷରୁ ଏକ ପ୍ରାକ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଂସଦଙ୍କ କାର୍ଯାଳୟରେ ଆୟୋଜିତ ଏହି ବୈଠକରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ନୀଳଗିରି…