Sign in
Sign in
Recover your password.
A password will be e-mailed to you.
ପୁଣି ଆରମ୍ଭ ହେବ ଅଣ୍ଡା ମାଡ଼ର ସିଲସିଲା
କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ , ପୋଲିସ୍ -ଛାତ୍ରଛାତ୍ରୀ ଧସ୍ତାଧସ୍ତି
୭ ଦିନରେ ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ଅଣ୍ଡାମାଡ କରିବାକୁ ଚେତାବନୀ
ଭୁବନେଶ୍ୱର, - ଡିଏମଏଲଟି ଓ ଡିଏମଆରଟି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦାବିରେ ସୋମବାର ଛାତ୍ର କଂଗ୍ରେସ ଭବନ ପକ୍ଷରୁ…
ମାନସିକ ରହିଗଲା ଅଧା : ପାଣି ଢ଼ାଳିବା ଆଗରୁ …….
ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ର ପାନପୋଷ ବ୍ରାହ୍ମଣୀ ପୋଲ ଉପରେ ଟ୍ରେନ୍ ଧକ୍କାରେ ୪ଜଣ କାଉଡିଆଙ୍କର ମୃତ୍ୟୁ ଘଟିଛି । ବୋଲବମ୍ ଯାତ୍ରା ସେମାନଙ୍କ ପାଇଁ ଶେଷ ଯାତ୍ରା ହୋଇଛି । ମୃତକମାନେ ଛତିଶଗଡ ଭିଲାଇ ଅଂଚଳର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ…
ମାଗିଥିଲା ସିନ୍ଦୁର, ହେଲେ ମିଳିଲା ଧୋକା
ଭଦ୍ରକ : ସେ ଯାହା ହେଉ, ନୀତି ହେଉ କି ଅନୀତି, ରାସ୍ତା ଭୁଲ କି ଠିକ, ପ୍ରେମ କରିଛି ଯେତେବେଳେ ତା ଅନ୍ଧ ଆଖିକୁ ତାର ସବୁ ଭୁଲ ଗୁଡିକ ଠିକ ଲାଗିବ | ଆଉ ଲାଗିଥିଲା ବି | ତେଣୁ ନିଜ ପ୍ରେମିକକୁ ସବୁଦିନ ପାଇଁ ନିଜର କରିବା ପାଇଁ ତାର ଜିଦ ଯେ ଦୁନିଆ ଠାରୁ ତାକୁ ପରା କରିଦେବା, ସିନ୍ଦୁର ତା…
ବିଜେଡ଼ି ଓ ବିଜେପି ଉପରକୁ ଯେତେ ପରସ୍ପର ବିରୋଧରେ କହିଲେ ମଧ୍ୟ ଦୁହେଁ ଦୁହିଁଙ୍କୁ ସହଯୋଗ କରୁଛନ୍ତି : ଆନନ୍ଦ ଶର୍ମା
ମ୍ୟାଚ ଫିକସିଂରେ ବ୍ୟସ୍ତ ବିଜେପି ବିଜେଡି
ମୋଦିଙ୍କ ବିରୋଧରେ ଜନମତ ରହିଛି, ତାହାକୁ ଦୃଷ୍ଟିରେ ରଖି ବିଜେପି ପୂର୍ବ ଭାରତ ଉପରେ ଗୁରୁତ୍ୱ ଦେଉଛି ଏବଂ ଏହିସବୁ ରାଜ୍ୟରେ ଥିବା ଆଂଚଳିକ ଦଳଗୁଡ଼ିକୁ ନିଜ ଆଡ଼କୁ ଆକୃଷ୍ଟ କରୁଛି | ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଶର ସମସ୍ତ ବିରୋଧୀ ଦଳ…
ତେଲ୍ ଟ୍ୟାଙ୍କର-ସ୍କୁଟି ମୁହାଁମୁହିଁ , ଜଣେ ମୃତ ,ଜଣେ ଗୁରୁତର
କନ୍ଧମାଳ,(ଗଗନ କୁମାର ପ୍ରଧାନ) ରବିବାର ସଂନ୍ଧ୍ୟା ପ୍ରାୟ ୮ଟା ସମୟରେ କନ୍ଧମାଳ ଜିଲ୍ଲା ରାଇକିଆ ନିକଟରେ ଥିବା ମକାବାଲି ଛକ ନିକଟରେ ଏକ ପେଟୋ୍ରଲ ଟ୍ୟାଙ୍କର ସହ ଗୋଟିଏ ସ୍କୁଟିର ଧକ୍କା ହେବା ଫଳରେ ଜଣକର ମୃତୁୃ୍ୟ ଘଟଣା ସ୍ଥଳରେ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ…
ବର୍ଷା ଦିନରେ ମଧ୍ୟ ପଦ୍ମପୁରରେ ପାନୀୟ ଜଳସଙ୍କଟ
ପଦ୍ମପୁର,(ନୀଳ ଦୀପ) - ବର୍ଷାଦିନରେ ପାନୀୟ ଜଳ ସଙ୍କଟ !!! ହଁ ବିଶ୍ୱାସ ନହେଲେ ବି ସତ | ବରଗଡ ଜିଲ୍ଲା ପଦ୍ମପୁର ସହରରେ ଖରା ସମୟରେ ପାନୀୟ ଜଳ ସମସ୍ୟା ଏକ ନିତିଦିନିଆ କଥା, କିନ୍ତୁ ଚଳିତ ବର୍ଷ ବର୍ଷା ଦିନରେ ମଧ୍ୟ ସହର ମଧ୍ୟରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି ।
ସ୍ଥାନୀୟ…
ଧାନମଣ୍ଡି ଖୋଳାଯିବା ପାଇଁ ଦାବୀ
ପଦ୍ମପୁର(ନୀଳ ଦୀପ ) - ପଦ୍ମପୁର ବ୍ଲକ ଅନ୍ତର୍ଗତ କଂସର ଓ ବୁଡାମାଲ ପଂଚାୟତର ଚାଷିମାନଙ୍କୁ ଧାନ ବିକ୍ରୀ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଉଭୟ ପଂଚାୟତର ଚାଷିମାନେ ନିଜ କଷ୍ଟୋପାର୍ଜିତ ଧାନକୁ ବିକ୍ରି କରିବା ପାଇଁ ସୁଦୁର ଦହିଗାଁ ସେବା ସମବାୟ ସମିତି କିମ୍ବା…
ନିଷ୍ଠା ଥିଲେ କୈାଣସି ସଫଳତା ହାସଲ କରିବା ଅସମ୍ଭବ ନୁହେଁ : ଶ୍ରୀ ପୁରୋହିତ
ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ପଦ୍ମପୁର(ନୀଳ ଦୀପ) - ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିଷରରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ଉଦେ୍ଧଶ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ…
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଅନଶନ- ପ୍ରତିଶୃତି ପରେ ପ୍ରତ୍ୟାହାର
ପଦ୍ମପୁର(ନୀଳ ଦୀପ)- ପଦ୍ମପୁର ବ୍ଲକ ଜ୍ଞାନ ପଂଚାୟତ ଅନ୍ତର୍ଗତ ଖଲିଆମୁଣ୍ଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ଗତ ତା.୨୮.୨.୨୦୦୯ର ମସିହାରେ ସେହି ଗ୍ରାମର ଶାରିରୀକ ଅକ୍ଷମ ନିରୁପମା ସାହୁଙ୍କୁ ଅଙ୍ଗନବାଡି କର୍ମୀ ଭାବରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ଏହାର ଦୀର୍ଘ ସାଢେ ପାଂଚ ବର୍ଷ…
ତିନି ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧୁ୍ୟଷିତ ଜିଲ୍ଲା ୫ମ ସିଡ଼ୁ୍ୟଲଡ ଏରିଆର ହୋଇଥିବାରୁ ଜିଲ୍ଲାରେ ୧୯୯୬ ଡ଼ିସେମ୍ବର ୨୪ରୁ କାର୍ଯ୍ୟକାରୀ କରାଯାଉଥିବା ପେସା ଆଇନ ମାଧ୍ୟମରେ ଶାସନ ବ୍ୟବସ୍ଥାର ପ୍ରଚଳନ ହୋଇପାରି ନାହିଁ । ଫଳରେ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ପେସା ଆଇନରେ ରହିଥିବା…