ସଡ଼କ ଦୁର୍ଘଟଣାରେ 2 ଆହତ On Dec 23, 2018 7 Share ଜମନକିରା(ଅଜୟ କୁମାର ବାଘ) ତିଳେବଣି -କୁଚିଣ୍ଡା 49ନମ୍ବର ଜାତୀୟ ରାଜପଥ ଲାଡ଼ ନିକଟରେ ବାଇକରୁ ପଡ଼ି ଦୁଇ ଯୁବକ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ l ତାଙ୍କୁ କୁଚିଣ୍ଡା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି 7 Share FacebookTwitterGoogle+ReddItWhatsAppPinterestEmail