କିଟ୍ ଓ କିସ୍ ପାଲଟିଛି କ୍ରୀଡା ପ୍ରତିଭା ତିଆରି କାରଖାନା, ସୃଷ୍ଟି କଲାଣି ୫ ହଜାର କ୍ରୀଡା ପ୍ରତିଭା 

  ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରକୁ କିଟ୍‍ ଓ କିସ୍‍ର ଅବଦାନ ଅତୁଳନୀୟ । ଏହି ଦୁଇଟି ଶିକ୍ଷାନୁଷ୍ଠାନ  ଗତ ୧୦ବର୍ଷ ମଧ୍ୟରେ ୫ହଜାରରୁ ଉର୍ଦ୍ଧ୍ବ  କ୍ରୀଡ଼ା ପ୍ରତିଭା ସୃଷ୍ଟି କରିପାରିଛନ୍ତି ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ରବିବାର କିଟ୍‍ ଓ କିସ୍‍…

ବିଧାୟକଙ୍କର ପ୍ରତଶୃତି ନା ପ୍ରତାରଣା । ଦୀର୍ଘ ୪ବର୍ଷର ହିସାବ ରଖିଲେ ବିଧାୟକ

    ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକଙ୍କ ସହ ବ୍ୟାସନଗରରୁ ବିଶ୍ୱଜିତ ମାଝିଙ୍କ ରିପୋର୍ଟ : ସ୍ଥାନୀୟ ଯାଜପୁର ରୋଡ଼ ସ୍ଥିତ ସୂର୍ଯ୍ୟାଂଶୁ ହୋଟେଲ ସମ୍ମିଳନୀ କକ୍ଷରେ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ସ୍ଥାନୀୟ ବିଧାୟକଙ୍କ ସହ…

କୋଟପାଡ଼ ନିର୍ବାଚନ ମଣ୍ଡଳୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗଦେଲେ

  ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କୋରାପୁଟ ଜିଲ୍ଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟପାଡ଼, କୁନ୍ଦୁରା, ବୋରିଗୁମ୍ମା ଓ ବୈପାରିଗୁଡ଼ା ବ୍ଲକର ଶତାଧିକ ନେତା, କର୍ମୀ, ବର୍ତ୍ତମାନ ଓ…

ସ୍ୱାଧିନତା ଦିବସ ପ୍ୟାରେଡ ଅଭ୍ୟାସ

ପଦ୍ମପୁର/ନୀଳ ଦୀପ - ପଦ୍ମପୁର ଉପଖଣ୍ଡରେ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ହେବାକୁ ଥିବା ପ୍ୟାରେଡର ଅଭ୍ୟାସ ସ୍ଥାନିୟ ରାଜବୋଡ଼ାସମ୍ବର ଖେଳ ପଡିଆ ଠାରେଅନୁଷ୍ଠିତ  ହୋଇଯାଇ ଅଛି । ଅନୁଷ୍ଠିତ ଏହି ପ୍ୟାରେଡ ଅଭ୍ୟାସରେ ପଦ୍ମପୁର ଅଂଚଳ ବିଭିନ୍ନ ସ୍କୁଲ କଲେଜର ୪୩ ଗୋଟି ଦଳ ଭାଗ ନେଇଥିଲେ ।…

ଧର୍ମେନ୍ଦ୍ରବାବୁଙ୍କ ବକ୍ତବ୍ୟ, ତାଙ୍କର ହତାଶା ଓ ନିରାଶାକୁ ସୂଚାଉଛି: ବିଜେଡି

ଭୁବନେଶ୍ୱର: ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଗଣମାଧ୍ୟମରେ ବିବୃତି, ତାଙ୍କର ହତାଶା ଓ ନିରାଶାକୁ ସୂଚାଉଛି । କାହିଁକି ସେ ହତାଶ କିମ୍ବା ନିରାଶ ଅଛନ୍ତି, ତାହା ସେହିଁ କହିପାରିବେ । ଜଣେ ଓଡ଼ିଆ ବ୍ୟକ୍ତିଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ…

ପ୍ରେସ ୟୁନିୟନ ରାୟଗଡ ତରଫରୁ ତାଡ଼ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ|/ Saroj Sahu :  ଉତ୍କଳ ସାମ୍ବାଦିକ ସଂଘ ଓ ବନବିଭାଗ ର ସହଭାଗିତାରେ ରାୟଗଡ ବ୍ଲକ ର ତାଡ଼ମା ପଞ୍ଚାୟତ ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ର ପରିସର ଓ ବିଦ୍ୟାଳୟ ସମ୍ମୁଖ ରାସ୍ତାର ଉଭୟ ପାର୍ଶରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରାଗଲା ଉକ୍ତ କାର୍ଯ୍ୟକ୍ରମରେ  ପ୍ରେସ ୟୁନିୟନ…

 ବିଭିନ୍ନ ସମସ୍ୟାକୁ ନେଇ ପଦ୍ମପୁର ଡିଏଫଓଙ୍କ ସହିତ କେନ୍ଦୁପତ୍ର କର୍ମଚାରୀ ସଂଘର ଆଲୋଚନ

ପଦ୍ମପୁର/ନୀଳ ଦୀପ ୮-ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ କମିଟିର ଏକ ପ୍ରତିନିଧି ମଣ୍ଡଳି କେନ୍ଦୁପତ୍ର ଡିଏ‘ଓ ପ୍ରକାଶ ଚନ୍ଦ ଗୁଗୁନେନୀ ଙ୍କ ସହିତ କେନ୍ଦୁପତ୍ର ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଡିଭିଜନ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ । ସିଜନଲ କର୍ମଚାରୀଙ୍କ…

ଛତୁ ଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପଦ୍ମପୁର/ନୀଳ ଦୀପ : ରାଜବୋଡାସମ୍ବର ବ୍ଲକ ଭାଲୁଡୁଙ୍ଗରି ଠାରେ ପଦ୍ମପୁର ଆତ୍ମା ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନିଶ୍ଚିତ  ହୋଇ ଯାଇ ଅଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ୱୟଂ ସାହୟିକା ଗୋଷ୍ଠୀ ର ମହିଳା ତଥା ଅନ୍ୟାନ୍ୟ ଯୁବ ଏବଂ ବୟସ୍କ ଚାଷୀ ପ୍ରାୟ ୫୦ଜଣ ଉପସ୍ଥିତ ଥିଲେ । ପୁଆଳ ଛତୁ କୁ…

ଭିନ୍ନ ଭିନ୍ନ ଦୂର୍ଘଟଣାରେ ଜଣେ ମୃତ୍ୟୁ ତିନି ଆହତ 

ବାରିପଦା :  ମୟୁରଭଞ ଜିଲା କୁଳିଅଣା ଥାନା ଅନ୍ତର୍ଗତ କାଠସିସି ଠାରେ ଏକ ଟ୍ରଲର(ଏନ ଏଲ ୦୧ ଜି ୭୯୬୯) ଏବଂ ବାଇକ(ଓଆର୧୧ଏ ୮୧୦୨) ମଧ୍ୟରେ ଧକକା ହେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତ୍ତର ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ବାଙ୍ଗିରିପୋଷି ଥାନା…

କଳିଙ୍ଗନଗର ଭାରତ ଜ୍ଞାନ ବିଜ୍ଞାନ ସମିତିର ନଡିଆଭଙ୍ଗା ଗ୍ରା:ପରେ ସ୍ମାର୍ଟ ଫୋନ୍ ବଂଟନ

ଡୁବୁରୀ : (ସନାତନ ମହାନ୍ତ)  - ଦାନଗଦୀ ବ୍ଲକ୍ ଅନ୍ତର୍ଗତ ନଡିଆଭଙ୍ଗା (ମାଡା) ଗ୍ରାମ ପଂଚାୟତରେ ଟାଟା ଷ୍ଟିଲ୍ , ଟାଟା ଟ୍ରଷ୍ଟ୍ ଓ ଭାରତ ଜ୍ଞାନ ବିଜ୍ଞାନ ସମିତିର ମିଳିତ ଆନୁକୁଲ୍ୟରେ ରାଜପଥ କାର୍ଯ୍ୟକ୍ରମ ତଥ୍ୟ ସଂଗ୍ରହଲାଗି ୧୧ ଜଣ ସ୍ୱେଛାସେବୀଙ୍କୁ ସ୍ମାର୍ଟ ଫୋନ୍ ବଂଟନ କରାଯାଇଛି ।…