ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ବରପାଲି ବନ୍ଦ ।

0

ବରଗଡ଼/ଶାସକପ୍ରଶାସକ

ବରଗଡ଼ ଜିଲ୍ଲା ବରପାଲି ସହରର ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ବିଗତ ନଅ ଦିନ ଧରି ଡାକ୍ତରଖାନା ସମ୍ମୁଖରେ ଧାରଣା ଦେବା ପରେ କିଛି ସୁଫଳ ନମିଳିବାରୁ ଆଜି ଦଶମ ଦିନରେ ବରପାଲି ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ତଥା ଯାନବାହାନ  ଚଳାଚଳ ବନ୍ଦ ରଖାଯାଇଛି । କେବଳ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ବନ୍ଦ କରାଯିବ ।

Leave A Reply

Your email address will not be published.