ସ୍ବେଚ୍ଛାସେବୀ ସଂଘ ତରଫରୁ ଦିବ୍ୟାଙ୍ଗ ଆଶ୍ରମର ଅନ୍ତେବାସୀ ମାନଙ୍କୁ କମ୍ବଳ ବଣ୍ଟନ ।

0

ଗାଇସିଲାଟ/କେଦାର ନାଥ ସାହୁ:ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲାଟ ବ୍ଲକର ବୁରୋମୁଣ୍ଡା ଗ୍ରାମର ସ୍ବେଚ୍ଛାସେବୀ ସଂଘ  ତରଫରୁ ତାଲପାଲି ପଞ୍ଚାୟତ ସ୍ଥିତ ଜନକେଡା ଗ୍ରାମରେ ଥିବା ଗୋପବନ୍ଧୁ ସେବା ସଦନ ମୁକ ଓ ବଧିର ଅନାଥାଶ୍ରମରେ ୫୦ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ  କମଳ ବଣ୍ଟନ ସହିତ ଜଳପାନ ଦିଆଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ପ୍ରଶାନ୍ତ ପଧାନ, ମୋତିଲାଳ ପଧାନ, ଜ୍ଞାନରଂଜନ ପାଣ୍ଡେ,ଲୋକେଶ୍ବର ସାହୁ, କିରଣଚନ୍ଦ୍ର ସାହୁ,ରାଜେଶ୍ବର ସାହୁ, ଗୋବିନ୍ଦ ସାହୁ,ଅଶୋକ ସାହୁ,କୁଳମଣି ସାହୁ,ଜିତେନ୍ଦ୍ରିୟ ସାହୁ,ଗାଇସିଲାଟ ଭାରତୀୟ ଜନତା ଯୁବମୋର୍ଚା ସଭାପତି (୭-୧)ବିପିନ ବିହାରୀ ସାହୁ ଏବଂ (୭-୨) ଯଜ୍ଞଶ୍ବର ସାହୁ ପ୍ରମୁଖ ସାମିଲ ହୋଇ କମଳ ବଣ୍ଟନ କରିଥିଲେ ।

Leave A Reply

Your email address will not be published.