Sign in
Sign in
Recover your password.
A password will be e-mailed to you.
୨୨ ଜିଲ୍ଲାରେ ବଦଳିଲେ କଂଗ୍ରେସ ଜିଲ୍ଲା ସଭାପତି
ପିସିସି ଢାଞ୍ଚାରେ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି
ନୂଆଦିଲ୍ଲୀ: ପୂର୍ବ ଘୋଷଣା ଅନୁଯାୟୀ ପରିବର୍ତିତ ହୋଇଛନ୍ତି ଜିଲ୍ଲା କଂଗ୍ରେସ ମୁଖିଆ `| ୧୧ଟି ଜିଲ୍ଲାରେ ସଭାପତି ଅପରିବାରରିତ ରଖାଯାଇଥିବା ବେଳେ ୨୨ଟି ଜିଲ୍ଲାରେ ବଦଳି ଛନ୍ତି ସଭାପତି | ସଭାପତି ପଦ ସହିତ ପିସିସି ଢାଞ୍ଚାରେ…
ପକେଟ ଗରମ କରି ଚେଇଁ ଶୋଇଛନ୍ତି ଅଧିକାରୀ, ମାଫିଆ ମାଲାମାଲ୍
ଜବରଦଖଲରେ ସରକାରୀ ଜମି
ଯାଜପୁରରୁ ଜୟଶଙ୍କର ଦାଶ : ବ୍ୟାସନଗର ତହସିଲ ଅନ୍ତର୍ଗତ ଆଖପାଖ ଅଞ୍ଚଳରେ କିଛି ସରକାରୀ ଜମି ଜବରଦଖଲରେ ରହିଥିବା ଲକ୍ଷ୍ୟ କରାଯାଇଛି । ଏହି ସରକାରୀ ଜମି ବିଭିନ୍ନ କିସମର ହୋଇଥିବାବେଳେ ଏହାକୁ ମାଫିଆମାନେ ଭିନ୍ନ ଉପାୟ ଅବଲମ୍ବନ କରି ହାତେଇ ନେଉଛନ୍ତି । କିନ୍ତୁ…
ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାରେ ଓଡିଶା ତଥା ରାୟଗଡ ଜିଲ୍ଳାରେ ପ୍ରଥମ ହେଲେ ସାଇ ପ୍ରବୀଣ
ରାୟଗଡ଼ାରୁ ସରୋଜ ସାହୁ : ବହୁ ଦିନର ଅପେକ୍ଷା ପରେ ବାହାରିଛି ଯୁକ୍ତ ୨ ବାଣିଜ୍ୟ ଓ କଳା ବିଭାଗର ଫଳାଫଳ । ଏହି ପରୀକ୍ଷା ଫଳ ବାହାରିବା ପରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଖେଳି ଯାଇଛି ଉତ୍ସାହ । ଓଡିଶା ତଥା ରାୟଗଡା ଜିଲ୍ଳାରେ ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟ ଅଧୀନର ଯୁକ୍ତ ୨ ଜୁନିୟର…
ଯୁବ ବିଜେଡିର ରାୟଗଡ଼ା ଜିଲ୍ଲା କମିଟି ପୁନର୍ଗଠିତ
ବିନାୟକ କର ସଭାପତି, ୫ ଉପସଭାପତି, ୮ ସାଧାରଣ ସମ୍ପାଦକ
ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ରାୟଗଡ଼ା ଜିଲ୍ଲା ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ଜିଲ୍ଲା କମିଟିର ପୁନର୍ଗଠନକୁ ଅନୁମୋଦନ କରିଛନ୍ତି ବୋଲି ଦଳର…
ପୃଥିବୀର ଭବିଷ୍ୟତ ଶ୍ରେଣୀଗୃହରେ ନିର୍ମିତ ହୁଏ : ରାଜ୍ୟପାଳ
ପ୍ରକୃତି ସହ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବାକୁ ରାଜ୍ୟପାଳଙ୍କ ପରାମର୍ଶ
ଭୁବନେଶ୍ୱର :ପୃଥିବୀର ଭବିଷ୍ୟତ ଶ୍ରେଣୀଗୃହରେ ନିର୍ମିତ ହୁଏା ଏଭଳି ଏକ ଗୁରୁଦାୟିତ୍ୱକୁ ନିର୍ବାହ କରନ୍ତି କୁଳପତିମାନ | ସେମାନେ ଅଧିକ କ୍ରିୟାଶୀଳ ହୋଇ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ମାନ ବୃଦ୍ଧି କରିବାକୁ…
ପାଶର ହାର କଳାରେ ୭୧.୭୫, ବାଣିଜ୍ୟରେ ୭୪.୯୨ ଓ ଧନ୍ଦମୂଳକ ବିଭାଗରେ ୬୨.୬୭ ପ୍ରତିଶତ ।
ଉତ୍ତର ଓଡ଼ିଶା ଜୋନରେ+୨କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ।
ବାରିପଦା(Dillip Mohanty) - ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷା ବର୍ଷ -୨୦୧୮ର +୨ କଳା ଓ ବାଣିଜ୍ୟ ପରୀକ୍ଷା-୨୦୧୮ର ଫଳ ଜୁନ ୯ ପୂର୍ବାହ୍ନରେ ପ୍ରକାଶ ପାଇଛି ।…
ତୃତୀୟ ମହଲା ସ୍ୱପ୍ନ ରୋଗରେ ଆକ୍ରାନ୍ତ ଧର୍ମେନ୍ଦ୍ର ବାଉଳି ଚାଉଳି ହେଉଛନ୍ତି : ବିଜୟ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଶାସନ ଓ ବିଜେଡି ଦଳ ପରିଚାଳିତ ହେଉଛି । ନବୀନ ପଟ୍ଟନାୟକଙ୍କ ସମକକ୍ଷ ନେତା ଓଡ଼ିଶାରେ ନାହାନ୍ତି । ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ସାମ୍ନା କରିନପାରି କିଛି ନେତା କ୍ଷମତା ଲୋଭରେ ଅନ୍ୟମାନଙ୍କୁ ଟାର୍ଗେଟ୍ କରୁଛନ୍ତି, ଯାହା…
ସୀମିତ ସମୟ ମଧ୍ୟରେ ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ କାର୍ଯ୍ୟ ସାର: ଦିଲିପ ରାୟ
ଭୁବନେଶ୍ୱର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଠିକଣା ସମନ୍ୱୟ ରହୁନଥିବାରୁ ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ । ଏହି ରେଳପଥ ନିର୍ମିତ ହେଲେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଦୂରତା ପ୍ରାୟ ୧୨୦ କିମି କମିଯିବ । ଏହି ବହୁ ପ୍ରତୀକ୍ଷିତ ରେଳପଥ ନିର୍ମାଣ…
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବୌଦ୍ଧ ଏନ୍.ଏ.ସି.ବାସୀ
ନିର୍ମିତ ହେବ ବହୁପ୍ରତୀକ୍ଷିତ ବୌଦ୍ଧ ଜିଲ୍ଲାର ମର୍ଜାକୁଦ ସେତୁ
ଭୁବନେଶ୍ୱର : ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ମର୍ଜାକୁଦର ଦୁଇଟି ଓ୍ୱାର୍ଡକୁ ଗମନାଗମନ ସୁବିଧା ପାଇଁ ସେତୁ ନିର୍ମାଣର ପ୍ରକ୍ରିୟା ଆରମ୍ଭ ହୋଇଥିବା ବୌଦ୍ଧବାସୀଙ୍କ ପାଇଁ ଏକ ଖୁସିର ବିଷୟ । ଆଜି…
ପ୍ରଶାସନ ଆଖିରେ ଆଙ୍ଗୁଠି ଗେଂଜି ମେସିନ୍ କରୁଛି କାମ
କାମ ପାଇବାରୁ ଶ୍ରମିକ ବଂଚିତ, ପଂଚାୟତରେ ଉତ୍ତେଜନା
କୋରେଇ/ଯାଜପୁରରୋଡ୍: Jayashankar Dash : କୋରେଇ ବ୍ଲକ ଅନ୍ତର୍ଗତ ବଡ଼ବିରୁହାଁ ପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବ୍ୟାପକ ଅନିୟମିତା ହୋଇଥିବାର ଅଭିଯୋଗ ହୋଇଥିଲା । ୨୦୧୮-୧୯ ଆର୍ଥିକ…