Sign in
Sign in
Recover your password.
A password will be e-mailed to you.
ସବୁ ବନ୍ଦ……ମୁ କାହାକୁ ଆଜି ଛାଡିବିନି
"ରହିଯାଅ...ଜମା ଆଗକୁ ଯାଅନି...ତେଲ ଦର ଆଜି କମାଅ | ନହେଲେ ଏଇଠି ବସିଲି | ସ୍କୁଲ ଜମା ଯିବିନି |"
ଭାରତ ବନ୍ଦକୁ ସମର୍ଥନ କରି ଜଣେ ଦେଶର ଜଣେ ବରିଷ୍ଠ ନାଗରିକ |
ଯାମୁଟ ହାଇସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳିତ
ଟିଟିଲାଗଡ଼/SUNIL BEHERA:-ଗୁଡ଼ଭେଳା ବ୍ଳକ ଅର୍ନ୍ତଗତ ଯାମୁଟ ହାଇସ୍କୁଳରେ ଶୁକ୍ରବାର ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର୍ର ବେହେରାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଟିତ ହୋଇଥିବାବେଳେ ଯାମୁଟ ପଞ୍ଚାୟତ ସରପଂଚ ତାରାବତୀ ହରପାଳ ମୁଖ୍ୟ ଅତିଥି ଓ…
ତୁଷୁରା ଷ୍ଟେଟ ବ୍ୟାଙ୍କରେ କରାଯାଇ ପାରୁନି ଆଧାର କାର୍ଡ ଲିଙ୍କ, ହିତାଧିକାରୀ ହନ୍ତସନ୍ତ
ଟିଟିଲାଗଡ଼(ସୁନୀଲ ବେହେରା)- କେନ୍ଦ୍ର ସରକାର ବିଭିନ୍ନ ସ୍ଥାନରେ ଆଧାାର କାର୍ଡ ସଂଯୋଗ କରିବା ପାଇଁ ଲୋକଙ୍କୁ ସଚେତନ କରୁଥିବା ବେଳେ ତୁଷୁରା ଭାରତୀୟ ଷ୍ଟେଟ ବ୍ୟାଙ୍କରେ କର୍ମଚାରୀ ଅଭାବ ଦର୍ଶାଇ ଆଧାର କାର୍ଡ ସଂଯୋଗ କରାଯାଉ ନଥିବା ଅଭିଯୋଗ ହେଉଛି । ଏପରିକି ଆଧାର କାର୍ଡ ସଂଯୋଗ ହୋଇ ପାରି…
ତୁଷୁରାରେ ମୁଁ ହିରୋ, ମୁଁ ଓଡିଶା
ଟିଟିଲାଗଡ଼(ସୁନୀଲ ବେହେରା) ତୁଷୁରା ସ୍ଥିତ ଗୋରୁ ବଜାର ପଡିଆରେ ଶନିବାର ବିଜୁ ଯୁବବାହିନୀ ପକ୍ଷରୁ ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନଏସି ଅଧ୍ୟକ୍ଷା ଭାଗ୍ୟଶ୍ରୀ ନାଗ,…
ଟିଟିଲାଗଡ଼ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା
ଟିଟିଲାଗଡ଼(ସୁନୀଲ ବେହେରା) ଟିଟିଲାଗଡ଼ ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ ଟିଟିଲାଗଡ଼ ବିଜୁ ଜନତା ଦଳ ପକ୍ଷରୁ ପେଟ୍ରୋଲ ଓ ଡ଼ିଜେଲ ଦରବୃଦ୍ଧି ପ୍ରତିବାଦରେ ଶନିବାର ଧାରଣା ଦିଆଯାଇଥିଲା । ପୈାରପରିଷଦ ଅଧ୍ୟକ୍ଷ ଗୋବର୍ଧନ ନାଗଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟିକା…
ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡି ତରଫରୁ ପେଟ୍ରୋଲ ପମ୍ପ ଆଗରେ ଧାରଣା
ଆନନ୍ଦପୁର/ହାଟଡିହି () : ଲଗାତାର ଭାବେ ପେଟ୍ରୋଲ ଡିଜେଲ ଦରବୃଦ୍ଧି ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରଣାଳୟର ତୃଟିପୁର୍ଣ ନିଷ୍ପତି ଏବଂ ଜନବିରୋଧୀ ମନଭାବ ଯୋଗୁ ତେଲଦର ଲଗାତାର ଭାବରେ ବଢିଚାଲିଥିବାବେଳେ ଗତ କିଛି ଦିନ ହେବ ଳଗାମଛଡା ଭାବେ…
ମୁଁ କଣ ପାପ କରିଥିଲି ମା…. ମୁଁ କଣ ତୋ ପାଇଁ ଏତେ ଅଲୋଡ଼ା
ବଡ଼ବିଲ(ଚିତ ରଞ୍ଜନ କର) : ମା......ମୁଁ କଣ ଦୋଷ କରିଥିଲି ମା !!! ମୋର କଣ ଅପରାଧ ଥିଲା । ମୋତେ ତୁ ଏମିତି ଅଲୋଡା ଭଳି ଫିଙ୍ଗି ଦେଇ ଛାଡି ଚାଲିଗଲୁ । ମୋ ମୁଣ୍ଡରେ ସବୁଦିନ ପାଇଁ କଳଙ୍କ ଟୀକା ଲଗାଇଦେଲୁ ଯେ ମୁଁ ପିତାମାତା ପରିଚୟ ହୀନ ଶିଶୁ ! ତୁ ବି ଦିନେ କାହା ଝିଅ ଥିଲୁ । ତୋ…
ତେଲ ତାତି, ବିଜେଡି ପକ୍ଷରୁ ସଚେତନତା ଓ ବିକ୍ଷୋଭ ଜାରି
ଭୁବନେଶ୍ୱର କେନ୍ଦ୍ର ତୈଳ ମନ୍ତ୍ରାଳୟ ପକ୍ଷରୁ ବାରମ୍ବାର ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ୩ଦିନିଆ ସଚେତନତା କାର୍ଯ୍ୟକ୍ରମ ୭ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି…
ସାଇନିଙ୍ଗ ଷ୍ଟାର ଶିକ୍ଷଣ ଶିବିର
ପଦ୍ମପୁର/ନୀଳ ଦୀପ - ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ୨ୟ ସାଇନିଙ୍ଗ ଷ୍ଟାର ଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀ ଚନ୍ଦ୍ରଭାନୁ ପଧାନ ମୁଖ୍ୟଅତିଥି, ରାଜବୋଡାସମ୍ବର…
ଭଦ୍ରକ ବ୍ଲକ୍ରେ ୯୬୬ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ଆଜି ଭଦ୍ରକ ବ୍ଲକ ପରିସରରେ ଭଦ୍ରକ ପଞ୍ଚାୟତ ସମିତି ପକ୍ଷରୁ ମଧୁବାବୁ ଓ ଇନ୍ଦିରା ଗାନ୍ଧୀ ଯୋଜନା ଅଧିନରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ୯୬୬ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ବ୍ଳକ ପରିସରରେ…