Sign in
Sign in
Recover your password.
A password will be e-mailed to you.
ଏପାଖ ସେପାଖ ଯତରା
ସ୍ପେସିଆଲ ପାସ୍ ବ୍ୟବସ୍ଥା କାହା ପାଇଁସୁନ୍ଦରଗଡ଼ ସହର ପ୍ରତିଷ୍ଠିତ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ବିଧାୟକ, ନେତା, ବିଭିନ୍ନ ବର୍ଗର ଓ ସମ୍ପ୍ରଦାୟର ପ୍ରତିଷ୍ଠିତ ବ୍ୟକ୍ତି ସୁବିଧାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ…
ଗୁଣୁପୁର ବାଇପାସ୍ ରାସ୍ତା ନିର୍ମାଣ କାମର ତଦାରଖ କଲେ ରାୟଗଡା ଜିଲ୍ଲାପାଳ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):: ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଗୁଣୁପୁର ବାଇପାସ୍ ରାସ୍ତା ନିର୍ମାଣ କାମ ତଦାରଖ କରି ଫେରିଛନ୍ତି। ପୁର୍ତବିଭାଗ ଏହି ରାସ୍ତା ନିର୍ମାଣ କରୁଥିବା ବେଳେ ସମୟ ଅବଧି ସରିଥିବା ହେତୁ ତୁରନ୍ତ କାମ ସାରିବା ପାଇଁ ପୁର୍ବରୁ ଜିଲ୍ଲାପାଳ ତାଗିତ…
ଦଲାଲ୍ ଓ ଜମି ମାଫିଆ ଙ୍କ ନଜର ରେ ମରାଠିଗୁଡା – କପିଳପୁର ଗୁର୍ଜୀଆ ରାସ୍ତା।
ରାସ୍ତା ଚିହ୍ନଟ କରିବା ସହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସି।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର ପୈାରପରିଷଦ ର ମରାଠିଗୁଡାା ଠାରୁ କପିଳପୁର ଗୁର୍ଜୀଆ ରାସ୍ତା ଏବେ ଜମି ମାଫିଆ, ଦଲାଲ୍ ମାନେ ନଜରକୁ ନେଇ ରାସ୍ତା କୁ ଜବରଦଖଲ କରିବା ପାଇଁ…
ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ମହାସଂଘ ତରଫରୁ ବ୍ଳକ୍ ସ୍ତରୀୟ ସମ୍ମୀଳନୀ ଅନୁଷ୍ଠିତ।
ମାସିକ 26 ହଜାର ଟଙ୍କା ନାହିଁ ରୋଷେଇ ନାହିଁ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ୯/୨)୨୦୨୬ ତାରିଖ ଦିନ ଦକ୍ଷିଣ ଓଡିଶା ପାଚିକା ଓ ସହାୟକ ମହାସଂଘ (AICCTU) ତରଫରୁ ଗୁଣପୁର ଡାକ ବଙ୍ଗଳା ଠାରେ ଦିଲେଶ୍ଵରୀ ଶବର ସଭାପତିତ୍ବରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ…
ନବୀନଙ୍କ ପ୍ରସ୍ତାବ ଗ୍ରହଣ କରି ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କର: ବିଜେଡି
ଧାନ ସଂଗ୍ରହ ପ୍ରସଙ୍ଗରେ ବିଜେପିର ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ
ମାତ୍ର ୪୯% ପଞ୍ଜିକୃତ ଚାଷୀଙ୍କ ଠାରୁ ଧାର୍ଯ୍ୟ ଲକ୍ଷ୍ୟର ୫୭% ଧାନ ସଂଗ୍ରହ ହୋଇପାରିଛି
ରାଜ୍ୟରେ ଧାନ ଚାଷକୁ ନିରୁତ୍ସାହିତ କରିବା ପାଇଁ ସରକାର ଚକ୍ରାନ୍ତ କରୁଛନ୍ତି
ଭୁବନେଶ୍ୱର, ୦୯/୦୨/୨୦୨୬:…
ଥାୟରମା ମହିଳା ମହାବିଦ୍ୟାଳୟ ରେ “ଏକ ରାଷ୍ଟ୍ର ଏକ ନିର୍ବାଚନ”ଦସ୍ତଖତ ଅଭିଯାନ ଅନୁଷ୍ଠିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ୯/୨/୨୦୨୬ ଗୁଣୁପୁର ଥ।ୟରମା ମହିଳା ମହାବିଦ୍ୟାଳୟରେ "ଏକ ରାଷ୍ଟ୍ର ଏକ ନିର୍ବାଚନ" ଦସ୍ତଖତ ଅଭିଯାନ ଭାଜପା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ୱାଇ.ଗଣପତି ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା । ଭାରତ ପୃଥିବୀର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର।…
ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କ ପି.ଏଚ୍.ଡି ଲାଭ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଜି ୯/୨/୨୦୨୬ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଗାନ୍ଧୀ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟି (GIETU), ଗୁଣୁପୁର, ଓଡ଼ିଶା ତରଫରୁ କମ୍ପ୍ୟୁଟର ସାଇନ୍ସ ଏଣ୍ଡ ଇଞ୍ଜିନିୟରିଂ ବିଷୟରେ ଡକ୍ଟର ଅଫ୍ ଫିଲୋସଫି…
କୁରାଳ ହାଇସ୍କୁଲ ୨୦୦୪ ମାଟ୍ରିକ ବ୍ୟାଚର ବନ୍ଧୁମିଳନ
ଓଡ଼ଗାଁ, ୯।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବହୁ ପୁରାତନ କୁରାଳ ହାଇସ୍କୁଲ ୨୦୦୪ ମାଟ୍ରିକ ବ୍ୟାଚମେଣ୍ଟର ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ପଞ୍ଚୁପାଣ୍ଡବ ପାହାଡ଼ ତଳେ ଅବସ୍ଥିତ ମା' ବାଗଦେବୀ ଙ୍କ ପୀଠସ୍ଥଳୀରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନେ…
କୁରାଳ ହାଇସ୍କୁଲ ୨୦୦୪ ମାଟ୍ରିକ ବ୍ୟାଚର ବନ୍ଧୁମିଳନ
ଓଡ଼ଗାଁ, ୯।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବହୁ ପୁରାତନ କୁରାଳ ହାଇସ୍କୁଲ ୨୦୦୪ ମାଟ୍ରିକ ବ୍ୟାଚମେଣ୍ଟର ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ପଞ୍ଚୁପାଣ୍ଡବ ପାହାଡ଼ ତଳେ ଅବସ୍ଥିତ ମା' ବାଗଦେବୀ ଙ୍କ ପୀଠସ୍ଥଳୀରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନେ…
ଜମି ବାଡ଼ି ବିବାଦରୁ ମରଣାନ୍ତକ ଆକ୍ରମଣ ଘଟଣା:ଅନ୍ୟତମ ଫେରାର୍ ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ
ଓଡ଼ଗାଁ,୯।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ପୈତୃକ ଜମି, ବାଡ଼ି ବିବାଦରୁ ଗତ ୩୦/୦୭/୨୦୨୨ ରିଖ ଅପରାହ୍ନରେ ଗୋଡିପଡା, ନୂଆ ଟାଙ୍ଗିସାହି ମରଣାନ୍ତକ ଆକ୍ରମଣ ଘଟଣାରେ ଆଜି ଅତିରିକ୍ତ ସହକାରୀ ଦୌରାଜଜ୍ ଜଷ୍ଟିସ୍ ଜନ୍ମେଜୟ ଦାଶ ଅନ୍ୟତମ ଫେରାର୍ ଅଭିଯୁକ୍ତ…