ବଣ୍ଡା ଘାଟିରେ ଆବାସ ଯୋଜନାରେ ମହା ଦୁର୍ନୀତି, ବିଡିଓଙ୍କୁ ବଦଳି କରି ପ୍ରଶାସନ ଚୁପ୍

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ  ୯।୨/୨୬: ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟି ରେ ଆବାସ ଯୋଜନାରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ ରେ ତଦନ୍ତ ନହୋଇ ବିଡିଓଙ୍କ ବଦଳି ହୋଇଛି । ତେବେ ଏପରି ସ୍ଥିତିରେ ହିଁତାଧୂକାରୀଙ୍କୁ ନ୍ୟାୟ କେବେ ମିଳିବ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ସୂଚନା…

ଶ୍ରୀଅରବିନ୍ଦ ପାଠଚକ୍ରର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ

ମାନବର ରୂପାନ୍ତରଣ ପାଇଁ ପୂର୍ଣ୍ଣାଙ୍ଗ ଯୋଗ ହିଁ ପ୍ରକୂଷ୍ଟ ମାଧ୍ୟମ ବରଗଡ଼ ଜିଲ୍ଲା ବିଜେପୁର ଶ୍ରୀଅରବିନ୍ଦ ପାଠଚକ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଦୁଇ ଦିନ ଧରି ପାଳିତ ହୋଇଯାଇଛି।ଏହା ସହିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ରୌପ୍ୟ ଜୟନ୍ତୀ ଉତ୍ସବ ମଧ୍ୟ ସମାହିତ…

ଫିନିକ୍ସ ଏକାଡେମୀ ଆବାସିକ ଉଚ୍ଚବିଦ୍ୟାଳୟର ସପ୍ତଦଶ ବାର୍ଷିକ ଉତ୍ସବ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ରେ ଫିନିକ୍ସ ଏକାଡେମୀ ଆବାସିକ ଉଚ୍ଚ ବିଦ୍ୟାଳୟ ବାସୁଦେବପୁର ରେ ସପ୍ତ ଦଶ ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଭାପତିତ୍ୱ…

ଉତ୍ତାଲଗଡ଼ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ

ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମରେ ଆୟୋଜିତ ରାଜ୍ୟସ୍ତରୀୟ ‘ଉତ୍ତାଲଗଡ଼ ନାଟ୍ୟ ମହୋତ୍ସବ–୨୦୨୬’ ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ନିଜ ମାଟିର ଭାଷାରେ ମଞ୍ଚସ୍ଥ ନାଟକ ଦର୍ଶକମାନଙ୍କ ମନରେ ଗଭୀର ଆବେଗ ସୃଷ୍ଟି କରୁଥିବା ସହ ସମ୍ବଲପୁରୀ କୋଶଲି ଭାଷା ଓ…

କେନ୍ଦୁଝରର ଆଦିଦେବ ସଚିନ ତେନ୍ଦୁଲକର ଫିଡ଼ର ସେଣ୍ଟର ନେଟ୍ସ ପାଇଁ ମନୋନୀତ

କେନ୍ଦୁଝର,ତା୯/୨-ଓଡ଼ିଶା କ୍ରିକେଟ ଆସୋସିଏନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ କ୍ରିକେଟରେ କେନ୍ଦୁଝର ଜିଲ୍ଲାର ଏକମାତ୍ର ଖେଳାଳୀ ଭାବେ ଆଦିଦେବ ସାହୁ ସଚିନ ତେନ୍ଦୁଲକର ଫିଡ଼ର ସେଣ୍ଟର ନେଟ୍ସ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ସେ ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ଆନ୍ତଃ…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଲାଞ୍ଜିଗଡ଼ କାର୍ଯ୍ୟକ୍ଷେତ୍ରରେ କର୍କଟ ସଚେତନତା ଅଭିଯାନ

ଲାଞ୍ଜିଗଡ଼, କଳାହାଣ୍ଡି, 09/02/2026: ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଲାଞ୍ଜିଗଡ଼ ଆଲୁମିନା ବିଶୋଧନ କେନ୍ଦ୍ର ନିକଟସ୍ଥ ଅଞ୍ଚଳରେ ଏକ ବିସ୍ତୃତ ଦୁଇ ଦିନିଆ କର୍କଟ ସଚେତନତା ଅଭିଯାନ ଆୟୋଜନ କରିଛି। ଏହି ପଦକ୍ଷେପ ଗ୍ରାମୀଣ ଓଡ଼ିଶା ଏବଂ…

ଟିପିଏସ୍ଓଡିଏଲ୍ ତରଫରୁ ରକ୍ତଦାନ ଶିବିର:ମୋଟ ୧୦୬ ୟୁନିଟ୍ ରକ୍ତ ସଂଗୃହୀତ

 ବ୍ରହ୍ମପୁର, ଫେବୃଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ଜୟପୁର ଏବଂ ମାଲକାନଗିରିଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏଭଳି ପଦକ୍ଷେପ ମାଧ୍ୟମରେ ସମୁଦାୟର ସ୍ୱାସ୍ଥ୍ୟ ଏବଂ ସାମାଜିକ ଦାୟିତ୍ୱବୋଧ ପ୍ରତି ଥିବା ପ୍ରତିବଦ୍ଧତାକୁ ସୁନିଶ୍ଚିତ…

ଶିବରାତ୍ରି ସଚେତନl ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଶିବରାତ୍ରି ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ରବିବାର ସନ୍ଧ୍ୟା ଚତୁର୍ଦଶୀରେ ଶିବରାତ୍ରି ଆରମ୍ଭ ହେବ,ପାଳନ ପାଇଁ ମହାଦୀପ ଉଠିବା…

ମାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜଭୂମି ଭଞ୍ଜନଗର ସହରର ବୀର ବିପ୍ଳବୀ ଚକରା ବିଷୋୟୀ ବାଇପାସ୍ ରୋଡ଼ ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାର୍ଷିକ ଉତ୍ସବ ୨୦୨୬ ମହା ସମାରୋହରେ ଉକ୍ତ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ…

ଜିଲ୍ଳା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଯାପିତ

ଜଗତସିଂହପୁର, ତା ୮/୦୨/୨୦୨୬ : ଗତ ୨ ତାରିଖରୁ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ଆୟୋଜିତ ହୋଇଥିବା ଜିଲ୍ଳା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଆଜି ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ ଜଗତସିଂହପୁର ଶ୍ରୀ ବିଭୁ…