ବେଲଗୁଣ୍ଠାରେ ବଢୁଛି ମଶାଙ୍କ ପ୍ରାଦୂର୍ଭାବ ; ଲୋକେ କଲବଲ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦିନକୁ ଦିନ ବେଲଗୁଣ୍ଠା ସହରରେ ବଢୁଛି ମଶାଙ୍କ ଉପଦ୍ରବ I ସଞ୍ଜ ନଇଁ ଗଲେ ଏହି ଉପଦ୍ରବ ବହୁ ଗୁଣିତ ହୋଇ ଯାଉଛି I ମଶା କାମୁଡ଼ାରେ ସହରବାସୀ କଲବଲ ହେଉଛନ୍ତି I ଛୋଟ ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ଅବସ୍ଥା କହିଲେ ନସରେ I ସହରର ବିଭିନ୍ନ ନାଳ ନର୍ଦ୍ଦମାରେ…

ବଂଶପାଳ ବ୍ଲକ୍ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ଗଠିତ

କେନ୍ଦୁଝର,ତା୧୦/୧୨- ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟି ତରଫରୁ ବିର୍ସା ମୁଣ୍ଡା ହୋ ସମାଜ ମାର୍ଶାଲ ଅକାଳାର ଉପସଭାପତି ଶ୍ରୀ ଦୁଃଖବନ୍ଧୁ ବାଲମୁଚୁଙ୍କ ସଭାପତିତ୍ବରେ ବାଂଶପାଳ ବ୍ଲକ୍ କମିଟି ଗଠନ କରାଯାଇଛି । ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ,ହୋ ଭାଷାକୁ…

କେନ୍ଦୁଝରରେ ଜାତୀୟ ସ୍ତରୀୟ ‘ପଲ୍ଲିଶ୍ରୀ ମେଳା-୨୦୨୫’ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ସମ୍ପନ୍ନ

କେନ୍ଦୁଝର,ତା୧୦/୧୨- କେନ୍ଦୁଝରଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ 'ପଲ୍ଲିଶ୍ରୀ ମେଳା-୨୦୨୫' ପାଇଁ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଗତ ମଙ୍ଗଳବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ…

ପଦ୍ମପୁରରେ ବାଲି ଚୋରା ଚାଲାଣରେ ଜଡିତ ବାହନ ଚିହ୍ନଟ: ଉପ ଜିଲ୍ଲାପାଳଙ୍କ ଯୁକ୍ତ ଅଭିଯାନ

ପ୍ରଶାସନ ଜବତ କଲା ହାଇୱା ଟ୍ରକ ଓ ଏକ୍ସକାଭେଟର ପଦ୍ମପୁର:- ପ୍ରାକୃତିକ ସମ୍ପଦର ସୁରକ୍ଷା, ବେଆଇନ ବାଲି ଚାଲାଣ ନିୟନ୍ତ୍ରଣ ଏବଂ ଖଣିଜ ନିୟମାବଳୀର ପୂର୍ଣ୍ଣ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ପଦ୍ମପୁର ଉପଖଣ୍ଡ ପ୍ରଶାସନ ଏକ ବ୍ୟାପକ ଯୁକ୍ତ ଅଭିଯାନ ପରିଚାଳନା କରିଛି। ଉପ ଜିଲ୍ଲାପାଳ…

ଆଦିତ୍ୟ ଆଲୁମିନା ରିଫାଇନେରୀ ଦ୍ୱାରା ଶିଶୁ ଉତ୍ସବ ଆୟୋଜିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ - ଶିଶୁମାନଙ୍କ ମଧ୍ୟରେ ସୃଜନଶୀଳତା, ଅନୁଭବାଧାରିତ ଶିକ୍ଷା ତଥା କୌଶଳ ଭିତ୍ତିକ ପ୍ରଶିକ୍ଷଣ ପ୍ରୋତ୍ସାହିତ କରିବା ଉଦେଶ୍ୟ ନେଇ ଆଦିତ୍ୟ ଆଲୁମିନା ରିଫାଇନେରୀ (ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍– ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ ୟୁନିଟ୍‌) ପକ୍ଷରୁ ସ୍ଥାନୀୟ…

HAC ଫାଉଣ୍ଡେସନ୍–DCPU ନବରଙ୍ଗପୁର ଯୁଗ୍ମ ଆୟୋଜନରେ ଜିଲ୍ଲା ସ୍ତରୀୟ ‘ମୋର ଅଧିକାର, ମୋର ସ୍ୱପ୍ନ’ ଶିଶୁ ଉତ୍ସବ

“ବଡ଼ ସ୍ୱପ୍ନ ଦେଖ, ପରିଶ୍ରମ କର ଓ ସଫଳତା ଲଭ” — ଏଡିଏମ  ନବରଙ୍ଗପୁର, ଓଡ଼ିଶା | ୯ ଡିସେମ୍ବର ୨୦୨୫, ଅଶୋକ ସାହୁ, ଶାସକ ପ୍ରଶାସକ: HAC ଫାଉଣ୍ଡେସନ୍ ଓ ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ୍ ୟୁନିଟ୍ (DCPU), ନବରଙ୍ଗପୁରଙ୍କ ସଂଯୁକ୍ତ ଆୟୋଜନରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ‘ମୋର…

ସ୍ୱଚ୍ଛ ସୁନ୍ଦର ଆମ କେନ୍ଦୁଝର’ର ସଂକଳ୍ପ ସହ ବିଶ୍ୱ ଶୌଚାଳୟ ଦିବସ ଅଭିଯାନର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ

କେନ୍ଦୁଝର,ତା ୧୦/୧୨- କେନ୍ଦୁଝର ଜିଲ୍ଲାରେ ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ, ଓଡ଼ିଶା ସରକାର ଅଧୀନରେ ଥିବା ଜିଲ୍ଲା ଜଳ ଓ ପରିମଳ ମିଶନ (DWSM) ପକ୍ଷରୁ ଆୟୋଜିତ 'ବିଶ୍ୱ ଶୌଚାଳୟ ଦିବସ-୨୦୨୫' ଅଭିଯାନ ଆଜି ସଫଳତାର ସହ ଉଦ୍‌ଯାପିତ ହୋଇଛି। ନଭେମ୍ବର ୧୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୦…

ତ୍ରିବସୀୟ ଉପଖଣ୍ଡସ୍ତରୀୟ କୄଷି ଯନ୍ତ୍ରପାତି ମେଳା – ୨୦୨୫ ଉଦ୍‌ଘାଟିତ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): କୄଷି ଓ କୄଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ତ୍ରିବସୀୟ ଉପଖଣ୍ଡସ୍ତରୀୟ କୄଷି ଯନ୍ତ୍ରପାତି ମେଳା –୨୦୨୫ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆ, ଗୁଣପୁର ଠାରେ ଉପସ୍ଥିତ ମାନ୍ୟଗଣ୍ୟ ଅତିଥି ଓ ଅଧିକାରୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ବେଦ…

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ହିଞ୍ଜିଳି ଥାନା ଅନ୍ତର୍ଗତ ମକରଝୋଳ ନିକଟସ୍ଥ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସାମ୍ନାରେ ଏକ ଅଜଣା ଗାଡ଼ି ରାସ୍ତା ରେ ଚାଲି ଚାଲି ଯାଉଥିବା ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି। ଗୁରୁତର ଆହତ ଅବସ୍ଥାରେ ବୃଦ୍ଧ ଜଣକ ରାସ୍ତା କଡ଼ରେ…

ଓଡ଼ଗାଁ ଭଞ୍ଜନଗର ରାସ୍ତାର କୋମଣ୍ଡ କଇଁଆଖାଲ ଠାରୁ ପିକପ୍ ଭ୍ୟାନ ସହିତ ମୃତ ଗାଈର ଶବ ଜବତ୍,

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ରୁ ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର ଓଡ଼ଗାଁ ଠାରୁ ମାତ୍ର ୫ କିଲୋମିଟର ଦୂର କୋମଣ୍ଡ କଇଁଆଖାଲ ମୋଡ଼ ପୂର୍ବରୁ ସନ୍ଦେହ ଜନକ ଅବସ୍ଥାରେ ଥିବା ଖବର ପାଇ ଏକ ପିକ୍ଅପ୍ ଭ୍ୟାନ ଓଡି ୦୭ଏ ଏମ୍ ୪୯୨୮ ପିକ୍ଅପ୍ ଭ୍ୟାନକୁ ଜବତ୍ କଲା ବେଳେ ନିକଟରେ…