ଭିବି-ଜୀ ରାମ-ଜୀ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ କର୍ମଶାଳା ଅନୁଷ୍ଠିତ

କେନ୍ଦୁଝର,ତା୧୦/୨- କେନ୍ଦୁଝର ଜିଲ୍ଲାରେ ବିକଶିତ ଭାରତ ଆଜୀବିକା ମିଶନ(ଗ୍ରାମୀଣ) ନିମନ୍ତେ ଗ୍ୟାରେଣ୍ଟି (ଭିବି-ଜୀ ରାମ-ଜୀ ଅଧିନିୟମ-୨୦୨୫)ର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ଏକ କର୍ମଶାଳା କେନ୍ଦୁଝର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଵିଶାଲ…

ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ସଚେତନତା ରଥର ଶୁଭାରମ୍ଭ

ନବରଙ୍ଗପୁର ତା ୧୦.୨.୨୦୨୬: ଅଶୋକ ସାହୁ, ନବରଙ୍ଗପୁର ଜିଲ୍ଲାର ସବୁ ବ୍ଲକ୍ ଓ ପଞ୍ଚାୟତରେ ଗଡିବ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ର ସଚେତନତା ରଥ।ଏହି ସଚେତନତା ରଥ କୁ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ପତାକା ଦେଖାଇ ଶୁଭାରମ୍ଭ କଲେ।ଜିଲ୍ଲା ପ୍ରଶାସନ ଓ ଶୋଭା ସଙ୍ଗଠନର ମିଳିତ ପ୍ରୟାସରେ…

ଗଣତନ୍ତ୍ରରେ ଚାଷୀର ସାମ୍ବିଧାନିକ ଅଧିକାର ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ

ଅସ୍ତରଂଗ ତା ୧୦/୨- ସାରା ରାଜ୍ୟରେ ଧାନ କ୍ରୟ ସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀ କ୍ରୋଧ ଓ ଅସନ୍ତୋସ ବଢ଼ିଚାଲିଛି । ସରକା ହେର ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସମସ୍ୟା ପ୍ରଶମିତ ହେଲା ବୋଲି ମିଛ କହିବା ଅତ୍ୟନ୍ତ ଲଜ୍ଜ୍ୟାଜନକ । ଧାନ କିଣା ବିକାରେ ସରକାର, ପ୍ରଶାସନ, ମିଲରମାନଙ୍କ…

ମହାତ୍ମା ଗାନ୍ଧୀଙ୍କ ନାମକୁ ନଯୋଡ଼ିଲେ ଆଗାମୀ ଦିନରେ ପ୍ରତିବାଦ ତୀବ୍ର ହେବ : ପ୍ରକାଶ

  ଭୁବନେଶ୍ୱର ତା. ୧୦.୧- ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଆଜି ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣଙ୍କୁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ…

ଚାଳକଙ୍କ ଶୋଷଣ ପାଇଁ ସରକାରଙ୍କ ବ୍ୟବସ୍ଥା

ପରିବହନ ମନ୍ତ୍ରୀଙ୍କ ବାସଭବନକୁ ସାଇକେଲ ଯାତ୍ରାରେ ପ୍ରତିବାଦ କଲା ରାଜ୍ୟ ଯୁବ କଂଗ୍ରେସ ଭୁବନେଶ୍ୱର ତା. ୧୦.୧- ଗାଡ଼ି ଚାଳକଙ୍କ ଉପରେ ମନଇଛା ଫାଇନ ଏବଂ ତ୍ରୁଟିପୂର୍ଣ୍ଣ ପ୍ରଦ୍ୟୁଷଣ ପ୍ରମାଣପତ୍ର ନିତି ପ୍ରତିବାଦରେ ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ରଞ୍ଜିତ…

କେନ୍ଦୁଝରରେ ଦ୍ୱିତୀୟ ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ ଅନୁଷ୍ଠିତ: ନିଯୁକ୍ତି ଓ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ​।

କେନ୍ଦୁଝର,ତା୧୦/୨- କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍‌ଠାରେ ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶ…

‘ଭିବି-ଜି ରାମଜି ଜନଜାଗରଣ ସମାବେଶ: ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଆହ୍ୱାନ

ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ‘ଭିବି-ଜି ରାମଜୀ’ ଯୋଜନା ସମ୍ପର୍କିତ ଏକ ଜନଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ…

ସୁରକ୍ଷିତ ଇଣ୍ଟରନେଟ୍ ଦିବସ’ ପାଳିତ

ସାଇବର ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ପ୍ରଶାସନିକ ଅଧିକାରୀ ଝାରସୁଗୁଡ଼ା, ୧୦/୦୨: ସ୍ଥାନୀୟ ଏଲ.ଏନ୍ କଲେଜ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଏନ.ଆଇ.ସି ର ମିଳିତ ସହଯୋଗରେ "ସୁରକ୍ଷିତ ଇଣ୍ଟରନେଟ୍ ଦିବସ" ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ ଯୁଗରେ ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର…

ବୃତ୍ତି ପରୀକ୍ଷାରେ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର,ତା୧୦/୨- ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କବିତ୍ରାର ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଯଥାକ୍ରମେ କୁମାରୀ ଅମ୍ରିତା ମହାନ୍ତ ଓ କୁମାରୀ ଟ୍ୱିଙ୍କିଲ ମହାନ୍ତଙ୍କୁ ବିଦ୍ୟାଳୟ…

ଚାଷୀ ସମସ୍ୟା ର ସମାଧାନ ପାଇଁ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ବିକ୍ଷୋଭ ପ୍ରଦର୍ଶନ

ଝାରସୁଗୁଡା, ୧୦/୨, ଝାରସୁଗୁଡା ଜିଲ୍ଲା କୃଷକ କ୍ରିୟାନୁଷ୍ଠାନ କମିଟି ଏବଂ ଝାରସୁଗୁଡା ର ପୂର୍ବତନ ବିଧାୟିକା ଦୀପାଳୀ ଦାସ ଙ୍କ ନେତୃତ୍ୱ ରେ ଆଜି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି |ଝାରସୁଗୁଡା…