Sign in
Sign in
Recover your password.
A password will be e-mailed to you.
Indian Olympic Association announces Chef de Mission for the 18th Asian Games
~ The contingent will be led by Mr. Brij Bhushan Sharan Singh ~
New Delhi, 20 July, 2018: The Indian Olympic Association (IOA) on Friday announced the Chef de Mission (CDM) for the upcoming 18th Asian Games Jakarta-Palembang 2018 to…
Indian Women’s Hockey Team to take on hosts England on today evening
~ The Indian team led by Rani vie for a winning start at the Vitality Hockey Women’s World Cup London 2018 ~
London, 20 July 2018: The mood among the Indian Women’s Hockey Team is upbeat as they are set to take on hosts England in…
ସ୍କୁଲ ପିଲାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ସମୂହ ଦୀପଦାନ ଓ ମହମବତୀ ଶୋଭାଯାତ୍ରା
ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) - କିଛି ବାଟ ଯାଇଥିଲେ ଖୁସିରେ ଖୁସିରେ ଘରେ ପହଞ୍ଚି ଯାଇଥନ୍ତେ ସମସ୍ତେ । ମାତ୍ର ସମୟର ବିଡମ୍ବନା । ମୁହୁର୍ତ୍ତକ ମଧ୍ୟରେ ମିଳାଇଗଲା ସମସ୍ତ ଖୁସି । ଭଦ୍ରକ ରାଣୀତାଲ ଜାତୀୟ ରାଜପଥ ଉପରେ ଟ୍ରକ୍ ଦ୍ୱାରା ଦଳି ହୋଇ ଆଖି ବୁଜି ଦେଲେ ୫ଜଣ ସହପାଠୀ । ମୃତ ୫ଜଣ…
ଆମ ବିକାଶକୁ ଲାଜ ନାହିଁ କି ଆମ ସରକାରଙ୍କୁ ସରମ ନାହିଁ
ହରିଶ୍ଚନ୍ଦ୍ର ମିଛ ଫୁଟାଣି, ଶବ ଘରେ ପହଞ୍ଚାଇବାର ତାକତ ବି ନାହିଁ
ଘୁ ଉଦୟଗିରି/ ଗଗନ କୁମାର ପ୍ରଧାନ : ଦାରିଙ୍ଗବାଡି ବ୍ଲକ କିରୀକୁଟି ପଞ୍ଚାୟତ ବୁରାଙ୍ଗିଆ ଗ୍ରାମର ଖଡଗ ନଦୀରେ ମାଆର ଶବ ଦେହ କୋକେଇ କରି ବୋହିନେଲେ ପୁଅ ଆଉ ସମ୍ପର୍କୀୟ ଗାଁ ଲୋକ । ଗତକାଲି ସକାଳେ କେ ନୂଆଗାଁ…
ନିଳମଣୀ ମିଶ୍ରଙ୍କ ‘ଆମେରିକାରେ କିଛି ଦିନ’ ପୁସ୍ତକ ଲୋକାର୍ପିତ
ବଲାଙ୍ଗିର (ନିରୋଜ ମିଶ୍ର)- ସ୍ଥାନୀୟ କୋଶଳ କଳାମଣ୍ଡଲ ସ୍ଥିତ ସଂସ୍କୃତି ଭବନ ପରିସରରେ ଅବସର ପ୍ରାପ୍ତ ପ୍ରଶାସକ ତଥା ବରିଷ୍ଠ ନାଗରିକ ନିଳମଣୀ ମିଶ୍ରଙ୍କ ପୁସ୍ତକ ‘ଆମେରିକାରେ କିଛିଦିନ’ ର ବିମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କବୟିତ୍ରୀ ପ୍ରିୟମ୍ବଦା ମିଶ୍ରଙ୍କ ପୌରହିତ୍ୟରେ…
ସାମୂହିକ ଭାବରେ ବିଦ୍ୟାଳୟ ପରିତ୍ୟାଗ କରିବାକୁ ଚେତାବନୀ
ବରଗଡରୁ ଗୌରାଙ୍ଗ ଚରଣ ଦାଶ:- ଗରିବ ଶ୍ରେଣୀର ଛୁଆ ମାନଙ୍କୁ ଶିକ୍ଷା ଦାନ କରିବା ପାଇଁ ସରକାରଙ୍କର ବହୁତ ଯୋଜନା ରହିଛି। କିନ୍ତୁ ଯୋଜନା ଗୁଡିକ ତୃଣମୂଳ ସ୍ତରରେ କେତେ କାର୍ଯକାରୀ ହେଉଛି ତା ଉପରେ ସବୁବେଳେ ପ୍ରଶ୍ନବାଚୀ ଲାଗିରହୁଛି। ସବୁପ୍ରକାର ଯୋଜନା ଥାଇ ମଧ୍ୟ ଇଛାଶକ୍ତିର ଅଭାବ ହେତୁ…
ଉଭୟ ଦଳର ଏପ୍ରକାର ଡ୍ରାମାରୁ ବିଜେଡି ଦୂରେଇ ରହିବା ସମୟୋଚିତ ନିଷ୍ପତ୍ତି : ବିଜୟ
ଭୁବନେଶ୍ୱର: କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଏବଂ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଗତ ୧୪ବର୍ଷ ହେଲା କ୍ରମାଗତ ଭାବେ ଓଡ଼ିଶାକୁ ଅବହେଳା କରିଆସିଛନ୍ତି । ମହାନଦୀ, ପୋଲାଭରମ୍, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଭଳି ପ୍ରସଂଗରେ ଉଭୟ ସରକାର ଓଡ଼ିଶା କ୍ଷେତ୍ରରେ ଛଳନା କରିଛନ୍ତି ।…
ସମବାୟ ସଚେତନତା କର୍ମଶାଳା : ‘ସମବାୟ ଆପଣଙ୍କ ଦ୍ୱାରରେ’
ଭଦ୍ରକ( ସତ୍ୟ ଭୂଷଣ ସ୍ୱାମୀ ) - ବାଳେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଭଦ୍ରକ ଶାଖା ଅଧିନସ୍ଥ କାଉପୁର ସେବା ସମବାୟ ସମିତି ପକ୍ଷରୁ ‘ସମବାୟ ଆପଣଙ୍କ ଦ୍ୱାରରେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସେବା ସମବାୟ ସମିତିର ସଭାପତି ଶ୍ୟାମସୁନ୍ଦର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
ଇଏ ଆମ ଅମୃତ ସହର ବାରିପଦା : ଅସରାଏ ବର୍ଷାରେ ଉବୁଟୁବୁ
କେଡେ ପାରିବାର ଆମ ବାରିପଦା ପୌରପରିଷଦ |||
ବାରିପଦା(ଦିଲ୍ଲିପ ମହାନ୍ତି)- ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ହୋଇଥିବା ବର୍ଷାରେ ବାରିପଦା ପୌରପରିଷଦର ବିଭିନ୍ନ ୱାଡର଼୍ ବର୍ଷାପାଣିରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରାଇ ଦେଇଥିଲା । ଜନସାଧାରଣଙ୍କ ଘରେ ବର୍ଷାପାଣି ଲହଡ଼ି…
କଳିଙ୍ଗନଗର : ବଜ୍ରାଘାତରେ ମହିଳା ମୃତ୍ୟୁ
ଡୁବୁରୀ : (ସନାତନ ମହାନ୍ତ) - ଦାନଗଦୀ ବ୍ଲକ୍ ଅର୍ନ୍ତଗତ ନଡିଆଭଙ୍ଗା ଗ୍ରା:ପ ରଙ୍ଗାହୁଡି ଗ୍ରାମର ରଥୁ ମହାନ୍ତଙ୍କ ବଡସ୍ତ୍ରୀ ବୁଦୁନି ମହାନ୍ତ (୩୫)ଙ୍କ ଆଜି ଦିନ ୨ଘଟିକା ସମୟରେ ବଜ୍ରାଘାତରେ ମୃତ୍ୟୁବରଣ ହୋଇଛି । ରଥୁ ମହାନ୍ତଙ୍କ ସ୍ତ୍ରୀ ବୁଦୁନି ମହାନ୍ତଙ୍କ ବାପଘର ଗୋଡିସାହିରେ ।…