ସରକାରଙ୍କ ନୂଆ ଯୋଜନା  : ଅଙ୍ଗନବାଡି ପିଲାଙ୍କୁ ବି ୟୁନିଫର୍ମ

   ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ବଣ୍ଟାଗଲା ପୋଷାକ  ଆଦ୍ୟ ଶୈଶବ  ଯତ୍ନ ଓ ଶିକ୍ଷା ଶିଶୁମାନଙ୍କର ସ୍ୱାସ୍ଥ୍ୟ, ପୁଷ୍ଟିଏବଂ ଆଦ୍ୟଶିକ୍ଷା ପାଇଁ ସୁରକ୍ଷିତ ଓ ସହାୟକ ପରିବେଶ ସୃଷ୍ଟି କରିଥାଏ ।ଶିଶୁମାନଙ୍କର ସାର୍ବଜନୀନ ବିକାଶ ପାଇଁ ଅଙ୍ଗନୱାଡ଼ି ସେବା ଗୁଡିକ ମାଧ୍ୟମରେ…

ବର୍ଦ୍ଦି କଣ ଗୁଣ୍ଡାଗିରି ପାଇଁ ପୋଲିସଙ୍କୁ ସରକାରୀ ଲାଇସେନ୍ସ, ବିଧି ବ୍ୟବସ୍ଥା ବୋଲି କିଛି ଅଛି ଟି !!!

 ପୁଲିସର ଦବଙ୍ଗ ଗିରି, ନ୍ୟାୟ ପାଇଁ ଆଦାଲତର ଦ୍ୱାରସ୍ଥ ହେଲେ ପିଡ଼ିତାର ପରିବାର  ବାରିପଦା(ଦିଲ୍ଲୀପ ମହାନ୍ତି ) ବିବାଦ ମୟୂରଭଞ୍ଜ ପୁଲିସର ପିଛା ଛାଡ଼ୁ ନାହିଁ । ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରୁ ଜାମିନରେ ଆସିଥିବା ଏକ ବିବାହିତା ମହିଳାଙ୍କୁ ବଳ ପୂର୍ବକ ଉଠାଇ ଆଣି ଥାନାରେ ଶାରିରୀକ ଓ…

ଲହୁଣୀପଡ଼ା ପଂଚାୟତରେ ଦୁର୍ମୁଲ୍ୟ ବଜ୍ରକାପ୍ତା

Rourkela / Susant Behera: ବଣେଇ ଉପଖଣ୍ଡ ଲହୁଣିପଡ଼। ବ୍ଲକ କଲେଇପୋଷ ପଂଚାୟତ ର ନୂଆପଡ଼। ଗାଁ ରେ ଏକ ବଜ୍ରକାପ୍ତା ର ସନ୍ଧାନ ମିଳିଛି। ତେନ୍ତୁଳି ସାହିର ବଳରାମ କିଷାନ କାନ୍ଥ ଭାଙ୍ଗି ଥିବାରୁ ଏକ ଜାଲ ଲଗାଇ ଥିଲେ।ସେଥିରେ ରାତି 2 ଟାରେ ଏହି ବଜ୍ରକାପ୍ତା ଟି ଫସି ଯାଇଥିଲା।ସକାଳୁ…

ମେଡିକାଲ କଲେଜ  ୩ ଘଣ୍ଟା ଅନ୍ଧାର, ସହର କଥା କାଇଁ ପଚାର !!!

ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ୩ ଘଣ୍ଟା ଅନ୍ଧାର, ରୋଗୀସେବା ବାଧା ପ୍ରାପ୍ତ- ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧ୍ୟୁଷିତ  ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟକୁ ଅପରାହ୍ନ ଦେଢ଼ଟାରୁ ହଠାତ୍…

ଭଦ୍ରକରେ ୧୪ତମ ଜିଲ୍ଲାସ୍ତରୀୟ  ସଡକସୁରକ୍ଷା ବୈଠକ 

  ଭଦ୍ରକ/Satyabhusan Swami  ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ୧୪ତମ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା ସଂର୍ପକୀୟ ବୈଠକ ଅନୁଷ୍ଠିତ  ହୋଇଯାଇଅଛି । ଭଦ୍ରକର ଜିଲ୍ଲାପାଳ ଜ୍ଞାଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି ବୈଠକରେ ଭଦ୍ରକର ଆରକ୍ଷୀ ଅଧିକ୍ଷକ ବି…

ପ୍ରଶାସନ କାଲା ନା ଅନ୍ଧ : ଦେଖାଯାଉନିକି ୫ ଖଣ୍ଡ ଗାଁ ଲୋକଙ୍କ ଦୁର୍ଦ୍ଦଶା

କିଛି ଘଟିବାକୁ ବୋଧେ ଚାହିଁ ରହିଛନ୍ତି ସରକାର !! ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଭୌଗଳିକ ସ୍ଥିତି ଅତି ଆଶ୍ଚର୍ଯଜନକ । ବ୍ଲକ ମୁଖ୍ୟାଳୟରୁ ବ୍ଲକ ର କିଛି ଅଂଚଳକୁ ଯିବାଆସିବା ଭି ବହୁତ କଷ୍ଟ କର ଯେମିତି ପାଇକମାଲ ରୁ ଚରଦାପାଲି ବା ଲଖମରା ପଞ୍ଚାୟତର କିଛି…

ଗଭର୍ଣ୍ଣର ଟ୍ରଫି ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ।

  ପଦ୍ମପୁର/ ନୀଳ ଦୀପ -ବିଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲର ସମ୍ମିଳନୀ କକ୍ଷରେ ଗଭର୍ଣ୍ଣର ଟ୍ରଫି ପାଇଁ ପ୍ରତିଭା ଅନ୍ବେଷଣ ୨୦୧୮ ଅନୁଷ୍ଠିତ ହୋଇଯାଇଛି । ନୄତ୍ୟ ଗୁରୁ ରମେଶ ଗୁର୍ଲାଙ୍କ ତତ୍ତ୍ବାବଧାନ ଏବଂ ଅଞ୍ଜନ ପ୍ରଧାନଙ୍କ ସଂଯୋଜନାରେ…