ମୁଖ୍ୟମନ୍ତ୍ରୀ ଭୂମିହୀନଙ୍କୁ ଜମି ବାଣ୍ଟୁଛନ୍ତି, ସରପଂଚ ବେଘର କରୁଛନ୍ତି 

 ସୁକିନ୍ଦା ଖଣି ଅଂଚଳରେ ସରପଂଚଙ୍କ ମନାମାନୀ, ୭ଦିନ ମଧ୍ୟରେ ଘର ଭାଙ୍ଗିବାକୁ ନୋଟିସ୍ ମାରିଲେ ଡୁବୁରୀ :(ସନାତନ ମାହନ୍ତ)  - ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ରାଂସୋଳ ସରପଂଚ ବିଶ୍ୱଜିତ୍ ମହାନ୍ତି (ବାପୁନି) ମହ୍ଲାର ସାହି ବାସିନ୍ଦାଙ୍କୁ ଘରମ ଭାଙ୍ଗିବା ପାଇଁ ଘରେ ଘରେ ନୋଟିସ୍…

ପ୍ରଧାନ ଶିକ୍ଷୟତ୍ରୀ ଓ  ୱାର୍ଡନଙ୍କ ବିରୋଧ ରେ ଗୁରୁତର ଅଭିଯୋଗ : ସ୍କୁଲ ରେ ତାଲା ପଡିଲା। 

   ପାଇକମାଲ/Gouranga charan Dash  :-ବରଗଡ଼ ଜିଲ୍ଲାର ଝାରବନ୍ଧ ବ୍ଲକ ର କୋଟଣା ଗ୍ରାମରେ ରହିଛି ଏକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (ଆବାସିକ) । ଦୀର୍ଘ ଦିନ ଧରି ଏହି ବିଦ୍ୟାଳୟର ୱାର୍ଡନ  ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କର ବିରୋଧ ରେ ମନମୁଖୀ କାର୍ଯ୍ୟ କଳାପ ଓ ବିପୁଳ ଅର୍ଥ…

ମୁହଁ ଖୋଲିଲେ ନରସିଂହ : ସିବିଆଇ ରାଜନୀତିକ ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛି ନାଁ ଚୋର ଧରୁଛି ???

 "ଅପରାଧରେ ଜଡ଼ିତ ଲୋକଙ୍କୁ ଆଇଓସିଏଲ୍ କେମିତି ପେଟ୍ରୋଲପମ୍ପ ଦେଲା କେମିତି "   ବଲାଙ୍ଗୀର/ ବ୍ୟୁରୋଚିଫ ନିରୋଜ ମିଶ୍ର :  ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ସାମ୍ରାଜ୍ୟକୁ ନେଇ ରାଜ୍ୟ ରାଜନୀତିରେ ଊଥଳ ପୂଥଳ  ଚାଲିଥିବା  ବେଳେ ବିଜେପି ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି | ହେଲେ…

ପୋଲ ଭୁଶୁଡିଲା : କନ୍ଧମାଳ ଜିଲ୍ଲା ବସ୍ତିଙ୍ଗିଆ ନୂଆସାହି ଠାରେ ଏକ ପୋଲ ଭୁଶୁଡି ପଡିଥିବା ଜଣାପଡିଛି | ଏହାଫଳରେ…

G Udayagiri /ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ବସ୍ତିଙ୍ଗିଆ ନୂଆସାହି ଠାରେ ଏକ ଅସ୍ଥାୟୀ ପୋଲ ଭୁଶୁଡି  ପଡିଥିବା ଜଣାପଡିଛି | ଏହାଫଳରେ  ଟିକାବାଲି-ଚକାପାଦୁ ମଧ୍ୟରେ ଯୋଗାଯୋଗ ବିଛିନ୍ନ  ଟୀକାଵାଲିରୁ  ପୋସରା ପୂର୍ତ୍ତ ବିଭାଗର ୧୪ କିମି ରାସ୍ତା କାମ ଆରକେଡି ଠିକାଦାର କରୁଛି |…

ଗରିବ ଆଦିବାସୀ- ଦଳିତ ଚିକିତ୍ସା ଅଭାବରୁ ମଲେ ସରକାରଙ୍କ ଯାଏ କେତେ ନା ଆସେ କେତେ !

ଘୁ.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ମରୁଡି : ରୋଗୀ ସେବା ପ୍ରହସନ, ପ୍ରଶାସନ ଉଦାସୀନ ଘୁ.ଉଦୟଗିରି/ Gagan kumar Pradhan :  ଆଦିବାସୀ ଅଧ୍ୟୁଷିତ  କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଠାରେ ଥିବା  ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଓ କର୍ମଚାରୀ ଅଭାବ ଯୋଗୁଁ…

ଇସ୍କନ ସମ୍ମୁଖରେ ଜଳ ନିଷ୍କାସନ ଚିନ୍ତା :  ଜୟଦେବ ବିହାର ଠାରୁ ବାଣୀବିହାର ପର୍ଯ୍ୟନ୍ତ ନିର୍ମାଣ ହେବ ଅଣ୍ଡରଗ୍ରାଉଣ୍ଡ…

 ପାଣ୍ଠି ଯୋଗାଇବେ ରାଜ୍ୟ ସରକାର,  ଭୁବନେଶ୍ୱର ସହର ପାଇଁ ୨୦ଟି ଉଚ୍ଚକ୍ଷମତା ସଂପନ୍ନ ପମ୍ପ୍ ସେଟ୍ ମଞ୍ଜୁର  ଭୁବନେଶ୍ୱର: ଇସ୍କନ ମନ୍ଦିର ସାମ୍ନା ଜାତୀୟ ରାଜପଥରେ ଜମୁଥିବା ବର୍ଷାଜଳର ନିଷ୍କାସନ ନିମନ୍ତେ ସି.ଆର.ପି.ଠାରୁ ଜୟଦେବ ବିହାର ଏବଂ ସେଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ତଳେ…

 କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ ଫାଇନାନ୍ସ କମିଟିର ମଞ୍ଜୁରୀ : ପାରାଦୀପ ସମେତ ସବୁ ବୃହତ ବନ୍ଦରା ଳରେ ହେବ…

 ଭୁବନେଶ୍ୱର : ପାରାଦୀପ ସମେତ ଦେଶର ସମସ୍ତ ବୃହତ ବନ୍ଦରରେ ଏକ ନୂଆ ଢା ।ର ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା  କରାଯିବ । ଗୋଲ୍ଡେନ ସେର ମଡେ଼ଲ ଢା ।ରେ ପ୍ରସ୍ତୁତ ହେବାକୁଥିବା ଏହି ହସ୍ପିଟାଲ ପ୍ରକଳ୍ପ ସମୁହକୁ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ ଫାଇନାନ୍ସ କମିଟି ବିଧିବଦ୍ଧ…

ସାକ୍ଷରତା ଭାରତ କର୍ମଚାରୀ ସଂଘ ପକ୍ଷରୁ ୫ ଦଫା ଦାବି ପୂରଣ ନିମନ୍ତେ ବିକ୍ଷୋଭ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘ ପକ୍ଷରୁ ସାକ୍ଷର ଭାରତ କାର୍ଯ୍ୟକ୍ରମ ଯୋଜନାକୁ ଚାଲୁ କରିବା ସହିତ ସେଥିରେ କାର୍ଯ୍ୟରତ ସମସ୍ତ ସଂଯୋଜକ ଓ ପ୍ରେରକମାନଙ୍କୁ ନିୟମିତ କାର୍ଯ୍ୟ ପ୍ରଦାନ କରିବା, ବିଦ୍ୟାଳୟ ଓ ଦଣଶିକ୍ଷା ବିଭାଗରେ ସଂଯୋଜକ ଓ…

ପୁଲିସ ଏସଆଇଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତ ଯୁବକକୁ  ଜୋରିମାନା

  ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ସହକାରୀ ସେସନ ଜଜ୍ ଡ଼କ୍ଟର ଭି. ସୁଜାତା ଆଜି ପୁଲିସକୁ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ଯୁବକ ବାରିପଦା ପୌରପରିଷଦର ଲାଲନଜାର ଅଞ୍ଚଳର ବୈଦ୍ୟନାଥ ଖମାରୀଙ୍କ ପୁଅ ବାବୁ ଖମାରୀ(୨୩)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ୫ ଶହ ଟଙ୍କା…

ଯୌତୁକ ଜନିତ ବଧୂ ହତ୍ୟା ମାମଲାରେ ଅଭିଯୁକ୍ତ ସ୍ୱାମୀଙ୍କୁ ଜେଲ ଓ ଜୋରିମାନା

  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ ଡ଼କ୍ଟର ଭି. ସୁଜାତା ଆଜି ଏକ ଯୌତୁକ ଜନିତ ବଧୂହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଭୋଳାଗଡ଼ିଆ ଅଞ୍ଚଳର ରାମଚନ୍ଦ୍ର ମହାନ୍ତଙ୍କ ପୁଅ ରତ୍ନାକର ମହାନ୍ତ(୨୬)ଙ୍କୁ ଦୋଷୀ ସାବ୍ୟସ୍ତ…