ଶହିଦ ଯବାନମାନଙ୍କୁ ଆବେଗପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। 

0

ମାଣ୍ଡୋସିଲ/ରାଜେନ୍ଦ୍ର କୁମାର ପ୍ରଧାନ :-ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମସ୍ତ ଶହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି  ଜଣାଇଛନ୍ତି। ଅଞ୍ଚଳ ର ଶହ ଶହ ଯୁବକ ଯୁବତୀ ପାଇକମାଲ ବ୍ଲକ ବରତୁଣ୍ଡା ଓ ଜାମସେଠ ରେ କ୍ୟାଣ୍ଡେଲ ଜାଲି ଶହିଦ ମାନଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ନିରବ ପାର୍ଥନା ପରେ  କ୍ୟାଣ୍ଡେଲ ରାଲିରେ ବିଭିନ୍ନ ଶ୍ଲୋଗାନ ବୀର ଶହିଦ ଯବାନ ଅମର ରହେ କମ୍ପିତ ହୋଇଥିଲା।ପାକିସ୍ତାନ ମୁର୍ଦ୍ଧାବାଦ  ହିନ୍ଦୁସ୍ତାନ ଜିନ୍ଦାବାଦ। ସକାଳୁ ସନ୍ଧ୍ୟା ଯାଏ ଚାରିଆଡେ ଖାଲି ଗୋଟିଏ ଚର୍ଚା ଆମର ଅମର ଶହିଦ ଯବାନ ଙ୍କ ଦୁଖଦ କାହାଣୀ।

Leave A Reply

Your email address will not be published.