ଆରଏସପିରେ ଠିକା ଶ୍ରମିକଙ୍କ ନିମନ୍ତେ ‘ପ୍ରୟାସ’ର ଅନ୍ୟ ଏକ ଅଧିବେଶନ 

ରାଉରକେଲା/ସୁଶାନ୍ତ ବେହେରା :  ‘ପ୍ରୟାସ’ର ୨୪ତମ ଅଧିବେଶନ ଜୁଲାଇ ୧୯ତାରିଖରେ ରାଉରକେଲା ଇସ୍ପାତ କାରଖାନାର ନୂତନ ହଟ ଷ୍ଟ୍ରିପ ମିଲ ପ୍ରକଳ୍ପ ଅଞ୍ଚଳରେ ଏଲ ଆଣ୍ଡ ଟି ସମ୍ମେଳନ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୪୩ ଜଣ ଠିକା ଶ୍ରମିକ ଭାଗ ନେଇଥିଲେ ।  ମତବିନିମୟ…

FC Pune City sign forward Robin Singh

   Pune, 23rd July 2018: - The Rajesh Wadhawan Group and Bollywood star Arjun Kapoor co-owned Indian Super League (ISL) club FC Pune City today signed experienced forward Robin Singh to strengthen their front line for the 2018-19 season.…

ଏମ୍ସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପରିଦର୍ଶନ କରିଥିଲେ । ବିଭିନ୍ନ ୱାଡର଼୍ ବୁଲିବା ସହ ଚିକିତ୍ସାଧୀନ  ରୋଗୀମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଏମ୍ସରେ ଉପଲବ୍ଧ ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ସଂପର୍କରେ…

 ଅଭିନନ୍ଦନ : ସାରାଦେଶରୁ  ୭୩୪ ପାଇବେ ଖେଲୋ ଇଣ୍ଡିଆ ବୃତ୍ତି  , ଓଡିଶାରୁ ୧୮ ଖେଳାଳି, କେବଳ ହକି ୧୪

  ରାଉରକେଲା/ସୁଶାନ୍ତ  ବେହେରା : ଖେଲୋ ଇଣ୍ଡିଆ ପ୍ରତିଭା ଚିହ୍ନଟ ଯୋଜନା ଅନୁଯାୟୀ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ)ପକ୍ଷରୁ ଖେଲୋ ଇଣ୍ଡିଆ ବୃତ୍ତି ପାଇବାରେ ସକ୍ଷମ ହୋଇଥିବା ୭୩୪ ଜଣ ଯୁବ ଖେଳାଳି ତାଲିକା ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ୩୮୫ ବାଳକ ଓ ୩୪୯ ଜଣ ବାଳିକା ସ୍ଥାନ…

ସ୍ଵଜଳ ଧାରା ପାଣି ବି ସଂକ୍ରମିତ, ଲୋକେ ପିଇବେ କଣ ?

 ଢାମୁଣୀ ଗାଁ ଗ୍ରାମରେ ସଂକ୍ରମିତ ହୋଇ ଟାଇଫଏଡ ଜ୍ୱର ବ୍ୟାପିଲା, ୧୭ଜଣ ଆକ୍ରାନ୍ତ, ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଢାମୁଣୀ ଗାଁ ଗ୍ରାମରେ ପାନୀୟଜଳ ଓ ଅନ୍ୟଜଳ ଉତ୍ସ ସଂକ୍ରମିତ ହୋଇ ଟାଇଫଏଡ ଜ୍ୱର ବ୍ୟାପିବା ସହ…

ପୂର୍ତ୍ତ ବିଭାଗରେ ଧୂର୍ତ୍ତଙ୍କ ରାଜୁତି : ଅସାଧୁ ଠିକାଦାର ଓ ଦୁର୍ନୀତି ଗ୍ରସ୍ତ ଯନ୍ତ୍ରୀଙ୍କ ସହଯୋଗରେ ନିମ୍ନ ମାନର…

ବଲାଙ୍ଗୀର ମେଡିକାଲ କଲେଜ ହସ୍‌ପିଟାଲ ଛାତରୁ ପାଣି ଗଳୁଛି  ବଲାଙ୍ଗୀର(ନିରୋଜ ମିଶ୍ର) -  କାମ ଏମିତି ମଜଭୁତିରେ ହୋଇଛି ଯେ, ବର୍ଷାପାଣି ଛାତରୁ ଆରାମରେ ପାଣି ଗଳୁଛି | ଠିକାଦାର ପୂର୍ତ୍ତ ବିଭାଗ ଯନ୍ତ୍ରୀ ମିଶି ବଲାଙ୍ଗିରରେ ନୂଆକରି ଜନ୍ମ ନେଇଥିବା ମେଡିକାଲ କଲେଜକୁ ଏମିତି କାମ…

ଦେଉଲିରେ ଖୋଲିଲା ଅସ୍ଥାୟୀ ରିଲିଫ କେନ୍ଦ୍ର ।

ପଦ୍ମପୁର/Nila Deep -ବିଗତ ଦୁଇ ଦିନ ଧରି ଲାଗିରହିଥିବା ବର୍ଷା ଯୋଗୁଁ ପଦ୍ମପୁର ଉପଖଣ୍ଡସ୍ଥ ଦେଉଲି ଗ୍ରାମର ୮ଜଣଙ୍କ ଘର ଭାଙ୍ଗି ଯାଇଛି।ଘର ଭାଙ୍ଗିଥିବା ବ୍ୟକ୍ତି ମାନେ ହେଲେ ରଘୁ ହଂସ,ଦଳଗଜନ କୁମ୍ଭାର,ଯଦୁମଣି ସୁନା,ଯୁଧିଷ୍ଠିର ସୁନା,କିଶୋର ସୁନା,ପରଦେଶୀ ସୁନା ଓ କାର୍ତ୍ତିକ ସୁନା ।…

ଫୁଲିଲା  ବୈତରଣୀ ବଢ଼ିଛି ଚିନ୍ତା 

   ବୈତରଣୀ ନଦୀରେ ବନ୍ୟା ମୁକାବିିଲା ନିମନ୍ତେ ପ୍ରସ୍ତୁତି ସହ ଅଂଟା ଭିଡିଲା  ଜିଲ୍ଲାପ୍ରସାଶନ  ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ)  - ଲଘୁଚାପ ଜନିତ ଲଗାଣ ବର୍ଷାହେବା ଫଳରେ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧିପାଇବାରେ ଲାଗିଛି ।   ବିପଦସଂଙ୍କେତ ଜଳସ୍ତର ୧୭.୮୩ମିଟର ଥିବା ବୈତରଣୀ ନଦୀରେ …

ବାରିପଦା ସହରରେ ପ୍ରଥମ ଘଟଣା : ପୁଲିସର ଅପାରଗତା ପାଇଁ ଗୋଟାଏ ରାତିରେ ଦୁର୍ବୁତ ୪ ଏଟିଏମରୁ ଲୁଟିଲେ ୧୫ ଲକ୍ଷରୁ ଅଧିକ 

  ବାରିପଦା(ଦିଲ୍ଲୀପ ମହାନ୍ତି )- ଅତୀତର ବାରିପଦାରେ ଗାନ୍ଧିଜୀଙ୍କର ରାମ ରାଜ୍ୟର ପରିକଳ୍ପନାର ବାସ୍ତବ ଚିତ୍ର ଦେଖିବାକୁ ମିଳୁଥିଲା । ଆସ୍ତେ ଆସ୍ତେ ବାରିପଦା ସହର ବାହାର ଜିଲ୍ଲା ଓ ରାଜ୍ୟରୁ ଜନସାଧାରଣଙ୍କ ପ୍ରବେଶ ଓ ଅନୁପ୍ରବେଶ ଆଦି ବିଭିନ୍ନ କାରଣରୁ ସହର ଦିନକୁ ଦିନ ଅଶାନ୍ତ ହୋଇଯାଇଛି…

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ବାହୁଡ଼ା ପହଣ୍ଡି

  ବାରିପଦା(ଦିଲ୍ଲୀପ ମହାନ୍ତି ) ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀହରିବଳଦେବ ଜୀଉ ମହାପ୍ରଭୂ ମାଉସୀ ମାଙ୍କ ଘରେ(ଜନ୍ମବେଦୀରେ) ନବ ଦିବସ ଲୀଳାଖେଳା ଶେଷ କରି ବଡ଼ଜଗନ୍ନାଥ ମନ୍ଦିରକୁ(ରତ୍ନସିଂହାସନକୁ)  ବାହୁଡ଼ିବା  ନିମନ୍ତେ ଗୋଟି ପହଣ୍ଡି ବିଜେରେ ଆସି ରଥାରୂଢ଼ ହୋଇଛନ୍ତି । ଏଥି…