ରାଜ୍ୟପାଳ ଟ୍ରଫି ପାଇଁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

  ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟପାଳ ଟ୍ରଫି ପାଇଁ ଗଜପତି ଜିଲ୍ଲା ସଂସ୍କୃତି ପରିସର ତରଫରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟପାଳ ଟ୍ରଫି ପାଇଁ ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଓ…

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ

  ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଜିଲ୍ଲା ଓ ଦୌରା ଜଜ୍ ସଞ୍ଜୟ ରଞ୍ଜନ ବହିଦାର ଆଜି ସ୍ୱାମୀ ଦ୍ୱାରା ସ୍ତ୍ରୀର ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ କପ୍ତିପଦା ଥାନା ଅନ୍ତର୍ଗତ ପଥରସାହି ଗ୍ରାମର ଶମ୍ଭୁ ନାୟକ(୩୫)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ…

ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଆଜି

  ବାରିପଦା(Dillip mohanty )- ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଆଦିବାସୀ ଶିକ୍ଷା ପରିଷଦ ଗଠନ ଦାବିରେ ଆଦିବାସୀ ସଙ୍ଗଠନ ମାରିସା ପକ୍ଷରୁ ପକ୍ଷରୁ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡ଼ାକରା ଦିଆଯାଇଛି । ଉକ୍ତ ବନ୍ଦ ଉପରେ…

ମହିଳା ହକି ବିଶ୍ୱକପ ରେ କ୍ରସ ଓଭର ଖେଳ: ଇଟାଲୀ ସହ ଭାରତ ମୁକାବିଲା 

ବାସ୍ତବରେ ଭାରତ ଆଗକୁ ଯିବ କି ନାହିଁ ମଙ୍ଗଳବାର ଜଣାପଡିବ  ସୁଶାନ୍ତ ବେହେରା (ଶାସକ ପ୍ରଶାସକ) ୩୦ ଓ ୩୧ ଦୁଇ ଦିନଧରି ଚାଲିବ ମହିଳା ହକି ବିଶ୍ୱକପରେ ନୂତନ ନିୟମ କ୍ରସ ଓଭର ପ୍ରତିଯୋଗିତା । ଲଣ୍ଡନ ଠାରେ ମହିଳା ହକି ବିଶ୍ୱକପ ରେ ନୂତନ ନିୟମ କ୍ରସ ଓଭର ଲାଗୁ କରାଯାଇଛି। ଏହି ନିୟମ…

ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ସତ୍ୟବାଦୀବାସୀଙ୍କ  ସମ୍ବର୍ଦ୍ଧନା

  ଭୁବନେଶ୍ୱର:  ଐତିହ୍ୟ କ୍ୟାବିନେଟ୍‍ର ପ୍ରଥମ ବୈଠକରେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଉକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ହେବା ଫଳରେ ସାଢେ଼…

Keenan Almeida signs with FC Pune City 

Pune, 30th July 2018: - The Rajesh Wadhawan Group and Bollywood star Arjun Kapoor co-owned Indian Super League (ISL) club FC Pune City today announced signing of Keenan Almeida to solidify their squad’s defensive line-up for the 2018-19…

ବଡଭାଇର ଠେଙ୍ଗା ମାଡ଼ରେ ସାନଭାଇ ମୃତ; ଘରବାଡ଼ି ବିବାଦରୁ ହତ୍ୟାକାଣ୍ଡ 

ବଡ଼ବିଲ(ଚିତ୍ତରଞ୍ଜନ କର)  ଭାଇ ନେଲା ଭାଇର ଜୀବନ। ବଡଭାଇର ଆକ୍ରମଣରେ ସାନଭାଇ ମୃତ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ଷ୍ଟେସନ ରୋଡ଼ ଅଞ୍ଚଳରେ। ମୃତକ ହେଉଛନ୍ତି ଲାଇନ ହଟିଙ୍ଗର ରାହୁଲ ଥାପ୍ପା। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ…

ଶ୍ରାବଣ ମାସର ପ୍ରଥମ ସୋମବାରରେ ଶୈବପୀଠରେ କାଉଡିଆଙ୍କ ଭିଡ

  ରାୟଗଡା/ ସରୋଜ ସାହୁ   ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ । ଚାରିଆଡେ ଖାଲି ଦେଖାଦେଉଛି ଗେରୁଆ ରଙ୍ଗ । ଚେଇଁ ଉଠିଛନ୍ତି ଭୋଳାନାଥଙ୍କ ଭକ୍ତ । ଶ୍ରାବଣ ମାସର ପ୍ରଥମ ସୋମବାରରେ ରାୟଗଡା ଜିଲ୍ଳାର ସମସ୍ତ ଶୈବପୀଠରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । କଲ୍ୟାଣସିଂପୁର ବ୍ଳକରେ ଥିବା ପ୍ରସିଦ୍ଧ…

ମାଓବାଦୀଙ୍କ ଶହୀଦ ସପ୍ତାହର ତୃତୀୟ ଦିନ : ପାର୍ସାଲିରେ ମାଓ ବ୍ୟାନର ଓ ପୋଷ୍ଟର

ମାଓ ସଂଗଠନରେ ସାମିଲ ହେବାକୁ ଯୁବକଯୁବତୀଙ୍କୁ ଆହ୍ୱାନ ରାୟଗଡା/ ସରୋଜ ସାହୁ  ଶତ୍ରୁଠାରେ ଆତ୍ମ ସମର୍ପଣ କରିବା ଠାରୁ ଆତ୍ମହତ୍ୟା କରିବା ଭଲ |  ଶତ୍ରୁ ପାଇଁ ଜୀବନ ଦେବା ଏକ ପକ୍ଷୀର ପର ଠାରୁ ହାଲକା, ମାତ୍ର ଗରିବ ଲୋକ ପାଇଁ ଜୀବନ ଦେବା ହିମାଳୟ ପର୍ବତ ଠାରୁ ଓଜନିଆ | ସହିଦ ମାନେ…

ଆଖି ନାଇଁ କଣ ନାଇଁ,,,,ବାଧିଗଲେ ଦୋଷ ନାଇଁ 

ବଲାଙ୍ଗୀର ଜ଼ିଲ୍ଲା ପରିଷଦ କାର୍ୟାଳୟ ପାଚେରୀ ଟା କେମିତି ବିଉଟିଫୁଲ ଲାଗୁଛି !! NIROJ MISHRA/ BOLANGIR : ଭାରି ସୁନ୍ଦର ଲାଗୁଛି | ମୋଦିଜୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ତ | ମାନିବାକୁ ପଡିବ ଏଇ ରାଜନୈତିକ ଦଳର ନେତା ମାନଙ୍କୁ | ଭଲ ଜାଗା ଦେଖି ପୋଷ୍ଟର ମାରିଲେ ଲୋକଙ୍କ ଆକର୍ଷଣ ଆଉ…