ଏନ୍.ସି କଲେଜର ହେବ ନବ କଳେବର : ବିନିଯୋଗ ହେବ ୩୪କୋଟି ।

ଯାଜପୁର,(ଜୟଶଙ୍କର ଦାଶ):ଯାଜପୁର ଏନ୍.ସି. ମହାବିଦ୍ୟାଳୟ ଏକ ପୁରାତନ ମହାବିଦ୍ୟାଳୟ ଭାବେ ଯେତିକି ପରିଚିତ ସେଠାରୁ ପଢିଥିବା ଛାତ୍ରଛାତ୍ରୀଙ୍କର ଉଲ୍ଲେଖନୀୟ କୃତିତ୍ୱ ପାଇଁ ମଧ୍ୟ ତତୋଧିକ ଗୌରବାନ୍ୱିତ । ତେଣୁ ଏହାକୁ ଏକ ସୁନ୍ଦର, ଆକର୍ଷଣୀୟ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବାକୁ…

 ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶହୀଦ୍ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କୁ ଗଭୀର ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ବଲାଙ୍ଗିର ,(ନିରୋଜ ମିଶ୍ର ) ଛତିଶଗଡର ଦାନ୍ତେୱାଡାରେ କାର୍ଯ୍ୟରତ ଦୂରଦର୍ଶନର ଦିଲ୍ଲୀ ଫଟୋ ପ୍ରତିନିଧି ତଥା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଅନ୍ତର୍ଗତ ଘୁଷୁରାମୁଣ୍ଡା ଗ୍ରାମର ବାସିନ୍ଦା ସାମ୍ବାଦିକ ଅଚ୍ୟୁତାନନ୍ଦ  ସାହୁ ନକ୍ସଲଙ୍କ ଗୁଳିରେ ଶହୀଦ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ…

ଓକିଲଙ୍କ ଆନ୍ଦୋଳନ ରେ ଏବେ କଏଦୀ ସାମିଲ

ବ୍ୟାସନଗରରୁ ବିଶ୍ୱଜିତ ମାଝୀ :  କଟକରେ ପୋଲିସ ଦ୍ୱାରା ଓକିଲଙ୍କୁ ମାଡ଼ ଓ ଦୁର୍ବ୍ୟବହାର ଘଟଣା ଧିରେ ଧିରେ ଉଗ୍ରରୂପ ଧାରଣ କରିବାରେ ଲାଗିଛି।  ଯାଜପୁର ରୋଡ ଠାରେ ସ୍ଥାନୀୟ ଓକିଲ ମାନେ କୋର୍ଟ ସମ୍ମୁଖରେ ଏକତ୍ର ହୋଇ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହା କରିବା ସହ ଘଟଣାର ତୀବ୍ର…

ବାତ୍ୟାପରେ ଅସାଧାରଣ  କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ବିପର୍ଯ୍ୟୟ ପରିଚାଳନା ଦିବସ ୨୦୧୮ ପାଳନ ପରିପେକ୍ଷିରେ ରବିନ୍ଦ୍ର ମଣ୍ଡପ, ଭୁବନେଶ୍ୱର ଠାରେ ଆୟୋଜିତ ଉତ୍ସବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତ ତିତଲି ବାତ୍ୟାରେ ଅସାଧାରଣ କାର୍ଯ୍ୟ  କରିଥିବା କିଛି କର୍ମଚାରୀ,…

ଗୃହ ପାଳିତ ପଶୁ ଓ ପକ୍ଷୀଙ୍କ ପାଇଁ ବ୍ୟାପକ ଚିକିତ୍ସାର ବନ୍ଦୋବସ୍ତ ସହ ହିତାଧିକାରୀଙ୍କୁ କ୍ଷତିପୁରଣ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗତ ତିତଲି ବାତ୍ୟାରେ ଗଜପତି ଜିଲ୍ଲାରେ ବଡ ଗୃହପାଳିତ ପଶୁ ୩୯୦ଟି ପ୍ରାଣ ହରାଇଥିବା ବେଳେ ଛୋଟ ଗୃହପାଳିତ ପଶୁ ୨୧୫୭ଗୋଟି ଏବଂ କୁକୁଡା ୩୫୦୨ଟି ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମୃତ ଦେହକୁ ପୋଡି ନଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ…

ପ୍ରସୁତି ମାନଙ୍କର ପାଇଁ ନିରାପଦରେ ମାତୃତ୍ୱ

ଗଜପତି/ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ନିର୍ଦ୍ଦେଶରେ ବାତ୍ୟା ହେବା ପୂର୍ବରୁ ଜିଲ୍ଲାର ବିଭିନ୍ନ ଜାଗାରୁ ୬୯ ଜଣଙ୍କୁ ପ୍ରସୁତି ହେବାକୁ ଥିବା ମାଙ୍କୁ ବିଭିନ୍ନ ଅପହଞ୍ଚରୁ ଆଣି ବିଭିନ୍ନ ମାଁ ଗୃହରେ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା ।…

ମାନସିକ ସ୍ୱାସ୍ଥ୍ୟ ଉପରେ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

ଗଜପତି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା କାଶୀନଗର ବ୍ଲକ ରାଣିପେଣ୍ଟା ଗ୍ରାମରେ ଥିବା ମାନସିକ ଅନଗ୍ରସରଙ୍କ ପାଇଁ କାର୍ଯ୍ୟରତ ବିଦ୍ୟାଳୟ ନିୟତୀ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ନିୟତୀ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ମାନସିକ ସ୍ୱାସ୍ଥ୍ୟ…

ଗଜପତି ଜିଲ୍ଲା ସ୍ତରୀୟ କଳା ଉତ୍ସବ 

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ)  ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନାଟକ ମଞ୍ଚ ପରିସରରେ ୪ର୍ଥ ତମ ଗଜପତି ଜିଲ୍ଲା ସ୍ତରୀୟ କଳା ଉତ୍ସବ -୨୦୧୮ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ମିଶନ ଆନୁକୁଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଉଦ୍‍ଘାଟନ କରିଥିଲେ ।…

ବ୍ଲାକରୋଜକୁ ନେଇ ଘାଣ୍ଚିଲା ସିବିଆଇ !!!!!

ଚେର ଖୋଜୁଛି ତଦନ୍ତକାରୀ ସଂସ୍ଥା ସିବିଆଇ, ଚର୍ଚ୍ଚାରେ ଯାଜପୁର ଜିଲାର ଦୁଇ ପ୍ରଭାବଶାଳୀ ରାଜନେତା ! କିଏ ସେହି ସୂର୍ଯ୍ୟପ୍ରକାଶ ଓ ବଳବନ୍ତରାୟ ? ଚଣ୍ଡିଖୋଲ ରୁ ପ୍ରଫୁଲ ସାହୁ: ସିବିଆଇ ଏବେ ଗୁରୁତର ପତିଚୟ  ଓ ବିଶ୍ୱାସନୀୟତାର ସଙ୍କଟ ଦେଇ ଗତି କରୁଥିବା ବେଳେ  ବ୍ଲାକରୋଜ ଜାହଜ ବୁଡି ଘଟଣାର…

କୁଚିଣ୍ଡା ବକ୍ସମା ଗ୍ରାମ ପଞ୍ଚାୟତରେ ଚୋରି l

କୁଚିଣ୍ଡା:କୁଚିଣ୍ଡା ବକ୍ସମା ଗ୍ରାମ ପଞ୍ଚାୟତ ରେ ଚୋରି କରି ଚୋର ମାନେ ଫେରାର l ପଞ୍ଚାୟତ ର ପିଅନ ସକାଳୁ ପଞ୍ଚାୟତ ଆସି  କବାଟ ଖୋଲିବା ପାଇଁ ଆସିଥିଲେ l କିନ୍ତୁ କବାଟ ଖୋଲାଥିବାର ଦେଖି ସେ ସଙ୍ଗେ ସଙ୍ଗେ  ସରପଞ୍ଚ ଙ୍କୁ ଫୋନ କରିଥିଲେ l ସରପଞ୍ଚ ପଞ୍ଚାୟତ କୁ ଆସି ଦେଖିଥିଲେ ସେଠାରେ …