ବଡ଼ବିଲ ମହାବିଦ୍ୟାଳୟରେ ୨୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ  ଛାତ୍ରୀନିବାସ ଉଦଘାଟିତ

0

ବଡ଼ବିଲ (ଚିତ୍ତରଞ୍ଜନ କର) : ବଡ଼ବିଲ ମହାବିଦ୍ୟାଳୟ ପରିସରରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସର ଉଦଘାଟନ କରିଛନ୍ତି କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରୀ। ଆଜି ପୂର୍ବାହ୍ନରେ ଶତାଧିକ ଛାତ୍ର ଛାତ୍ରୀ, ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ଏହି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ, ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ସାଂସଦଙ୍କ ପ୍ରତିନିଧି ଦେବ ରଞ୍ଜନ ନାଏକ, ଆଲୋକ ମହାନ୍ତି, ସୁଶାନ୍ତ ବାରିକ, ପ୍ରଭୁଦତ୍ତ ପ୍ରଧାନ, ମନିନ୍ଦର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.