ବାଇପାସ ନିର୍ମାଣକୁ ନେଇ ଅଧିକାରୀଙ୍କ ସହ ଆଲୋଚନା କଲେ ନରସିଂହ

ସହରରେ ଥିବା ଖାଲି ଜାଗାରେ ପାର୍କିଂଜୋନ ନିର୍ମାଣ ପାଇଁ ନିର୍ଦ୍ଦେଶ  ବଲାଙ୍ଗିର (ନିରୋଜ ମିଶ୍ର )ବଲାଙ୍ଗିରର ପ୍ରମୁଖ ସମସ୍ୟା ବାଇପାସ ନିର୍ମାଣକୁ ନେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧି ଦଳ ନେତା ନରସିଂହ ମିଶ୍ର ଜିଲ୍ଲାପାଳ ତଥା ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଙ୍କ ସହ…

ବିଭିନ୍ନ ଦାବୀ ନେଇ ଜେଏମଏମ ପକ୍ଷରୁ ବିକ୍ଷୋଭ 

 ବାରିପଦା (ଦିଲ୍ଲୀପ ମହାନ୍ତି) : ଆଜି ଝାଡଖଣ୍ଡ ମୁକ୍ତି ମୋର୍ଛା ପକ୍ଷରୁ ବିଭିନ୍ନ ଦାବୀ କୁ ନେଇ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଅଧିକ୍ଷକ ଙ୍କୁ ଜିଲାପାଳ ଙ୍କ ଦ୍ୱାରା କରାଯାଇଥିବା ଦୂର୍ବବ୍ୟବହାର ଏବଂ…

ଦୁଇ ବର୍ଷ ପରେ ଖୋଲିଲା ଅଙ୍ଗନଓ୍ୱାଡ଼ି କେନ୍ଦ୍ର

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ:  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବେତଗଡ଼ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ଆଜିକୁ ଦୁଇ ବର୍ଷ ହେଲା ବନ୍ଦ ଥିବା ବେଳେ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏହି କେନ୍ଦ୍ର ଖୋଲିଛି l ଅତିରିକ୍ତ ଡ଼େପୁଟି କଲେକ୍ଟର ଅମ୍ଲାନ ଅପରାଜିତା ଷଡ଼ଙ୍ଗୀ,ସିଡ଼ିପିଓ ନାମଲେନ…

ଚାଷୀ ଙ୍କ ସମସ୍ୟା :ଉପଜିଲ୍ଲାପାଳଙ୍କୁ  6 ଦଫା ଦାବିପତ୍ର ପ୍ରଦାନ 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ :  ରେଢ଼ାଖୋଲ ଦଧିବାମନ କୃଷକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ  6 ଦଫା ଦାବିପତ୍ର ଉପଜିଲ୍ଲାପାଳ ବିଶିକେସନ ଦେହୁରୀ ଙ୍କୁ ପ୍ରଦାନ କରିଛନ୍ତି l କଦଳୀଗଡ଼,କୁକୁଡ଼ାବାହାଳୀ ଓ ବଡ଼ବାହାଳ ପଞ୍ଚାୟତ ର ଚାଷୀ ମାନଙ୍କୁ ନେଇ ଗଠିତ ଏହି…

ସହୀଦ ସାମ୍ବାଦିକ ଅଚ୍ୟୁତାନନ୍ଦ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ବିରୋଧିଦଳନେତା ନରସିଂହଙ୍କ ସହ ଜିଲ୍ଲା ପ୍ରଶାସନ ଜଣାଇଲା ଶେଷ ସମ୍ମାନ ବଲାଙ୍ଗିର,(ନିରୋଜ ମିଶ୍ର)- ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ମଙ୍ଗଳବାର ଦିନ ଘଟିଯାଇଥିବା ମାଓବାଦୀଙ୍କ ଆକ୍ରମଣରେ ଦୂରଦର୍ଶନ ନ୍ୟୁଜର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁ ଘଟିଥିଲା । ସ୍ୱର୍ଗତ…

ଟାଉନ କଂଗ୍ରେସର କର୍ମୀ ସମ୍ମିଳନୀ : ଏକଜୁଟ ହୋଇ ଦୁର୍ନିତି ବିରୁଦ୍ଧରେ ଲଢିବାକୁ ନାରା ଦେଲେ ନରସିଂହ

ବଲାଙ୍ଗିର,(ନିରୋଜ ମିଶ୍ର) - ଗତକାଲି ସ୍ଥାନୀୟ ଏଲ୍ଏନ୍ଏଏସ୍ କ୍ଲବ ବଲାଙ୍ଗିର ଟାଉନ କଂଗ୍ରେସର ଏକ ବିରାଟ କର୍ମୀ ସମ୍ମିଳନୀ ମୁଖପାତ୍ର  ହୋଇଯାଇଅଛି । ଟାଉନ ସଭାପତି ସୁଦାମ ସାହୁଙ୍କ ଆବାହକତ୍ୱ ତଥା ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ସଭାପତିତ୍ୱରେ ହୋଇଥିବା ଏହି ସଭାରେ ପ୍ରଥମେ ଏଆଇସିସି…

ମୟୁରଭଞ୍ଜ  ବାର ଆସୋସିଏସନ ପକ୍ଷରୁ ହଲାଇଲା ନବୀନଙ୍କ କୁଶ ପୁତ୍ତଳିକା 

ବାରିପଦା(ଦିଲ୍ଲୀପ ମହାନ୍ତି )-  ପୋଲିସ ଓ ଓକିଲ ଙ୍କ ମଧ୍ୟରେ ବିବାଦ ଦିନକୁଦିନ ଅଧିକ ଘନିଭୂତ ହେବାକୁ ଲାଗିଅଛି । ପରିଣାମସ୍ୱରୂପ ଓକିଲମାନେ କରୁଥିବା ଆନେ୍ଦାଳନ ଅଧିକ ତିବ୍ରତର ହେବାକୁ ଲାଗିଅଛି । ଜଣେ ଆଇନଜିବୀଙ୍କୁ ପୋଲିସର ମାଡମାରା ଘଟଣାରେ ଅଭିଯୁକ୍ତମାନଙ୍କ ବୋରୋଦ୍ଧରେ ଦୃଢ…

ମାଙ୍ଗାନିଜ ଚୋରା ଚାଲାଣ ବେଳେ ୫ ଗିରଫ ୩ ଫେରାର

ରାୟଗଡ଼ା (ସରୋଜ ସାହୁ ) - ପଡେ଼ାଶି ଆନ୍ଧ୍ରକୁ ଚୋରାରେ ମାଙ୍ଗାନିଜ ଚାଲାଣ ବେଳେ ପୋଲିସ ହାବୁଡ଼ରେ ଧରା ପଡ଼ିଛି ଆନ୍ତ ରାଜ୍ୟ ମାଇନସ ଚୋରା ରାକେଟ  । ଗତ ରାତି ରାୟଗଡ଼ା ଥାନା କୁମ୍ଭିକୋଟା ଆଉଟପୋଷ୍ଟ ଅନ୍ତର୍ଗତ କୁଟୁଲି ସଂରକ୍ଷିତ ଜଙ୍ଗଲରୁ ଓଡ଼ି ୦୨ ୟୁ ୩୪୨୫ ନମ୍ବର ଏକ ହାଇୱାରେ ଚୋରାରେ…

 ଜିଲ୍ଲାସ୍ତରୀୟ ର୍ଦୁନୀତି ନିବାରଣ ସପ୍ତାହ ପାଳିତ

ରାୟଗଡା/ ସରୋଜ ସାହୁ : ରାୟଗଡା ଜିଲ୍ଲା ର୍ଦୁନୀତି ନିବାରଣ ବିଭାଗ ପକ୍ଷରୁ   ଆଜି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ର୍ଦୁନୀତି ନିବାରଣ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ର୍ଦୁନୀତି ନିବାରଣ ବିଭାଗର ଡିଏସପି ସୁଶାନ୍ତ କୁମାର ବିଶ୍ବାଳଙ୍କ…

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ଏକତା ଦିବସ ପାଳିତ ।

ପଦ୍ମପୁର/ନୀଳ ଦୀପ -ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି । ଉକ୍ତ ସମାରୋହରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ପ୍ରଧାନ…