Sign in
Sign in
Recover your password.
A password will be e-mailed to you.
ମିଥ୍ୟା ମାମଲାରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଛି : ବିଜେପି
ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଆଇନ ଅନୁଯାୟୀ ସଠିକ ଅନୁସନ୍ଧାନ ମାଧ୍ୟମରେ ପଦକ୍ଷେପ ନେବା ପାଇଁ ଦାବି ଜଣାଇଲା ବିଜେପି
ଶ୍ରୀ ଆଚାର୍ଯ୍ୟଙ୍କ କୈାଣସି ପିଏସଓ (ବ୍ୟକ୍ତିଗତ କିମ୍ବା ସରକାରୀ) ନଥିବା ବେଳେ କେଉଁ ପିଏସଓଙ୍କ ବୟାନ ଆଧାରରରେ ତାଙ୍କୁ ଗିରଫ କରାଯାଇଛି ?
ଶ୍ରୀ…
ବିଜେଡି ହେଉଛି ‘ଲଲିପପ୍’ର ସରକାର : ଅରୁଣ ସିଂ
ରାଜ୍ୟବାସୀଙ୍କୁ ମୌଳିକ ସୁବିଧା ବି ଯୋଗାଇ ଦେଇ ପାରୁନାହାଁନ୍ତି ରାଜ୍ୟସରକାର
ମୁଖ୍ୟମନ୍ତ୍ରୀ ଖୋଦ୍ ଆମ ଗାଁ ଆମ ବିକାଶ ମାଧ୍ୟମରେ ପିସିକୁ ପୋତ୍ସାହନ ଦେଉଛନ୍ତି
ଦୀର୍ଘ ୧୯ ବର୍ଷ ଶାସନ ସତ୍ୱେ ରାଜ୍ୟରେ ୩୪ ଲକ୍ଷ ଭୋକିଲା ଥିବା ମୁଖ୍ୟମନ୍ତ୍ରୀ ନିଜେ ପରୋକ୍ଷରେ ସ୍ୱୀକାର କରିବା ହିଁ…
ଜନ୍ମାଷ୍ଟମି ପାଳନ ପାଇଁ ଯାଦବ ସମାଜର ପ୍ରସ୍ତୁତି ବୈଠକ
ପଦ୍ମପୁରରୁ ନୀଳ ପଦ୍ମ
ଆସନ୍ତା ସେପ୍ଟେମ୍ବର ୨ ତାରିଖ ଦିନ ପଦ୍ମପୁର ଯାଦବ ସମାଜ ଆନୁକୁଲ୍ୟରେ ହେବାକୁ ଥିବା ଶ୍ରୀକୃଷ୍ନ ଜନ୍ମାଷ୍ଟମୀ ତଥା ନନ୍ଦୋତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ରିକ୍ରେସନ ସେଂଟର ପରିସରରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସଭାପତି ରାଜୁ…
ରେଲ ଲାଇନ ଦାବୀ ଉପସ୍ଥାପନ ପାଇଁ କ୍ରିୟାନୁଷ୍ଠାନ କମିଟି ଗଠିତ
ପଦ୍ମପୁର,(ନୀଳ ଦୀପ )
ବରଗଡରୁ ନୁଆପଡାକୁ ଭାୟା ପଦ୍ମପୁର ରେଲ ଲାଇନ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବୀ ହେଇ ଆସୁଥିଲେ ଏଥି ପ୍ରତି କୌଣସି କୌଣସି ସରକାର ଆନ୍ତରିକତା ଦେଖାଉ ନ ଥିବା ଅଭିଯୋଗ ହୋଇ ଆସୁଛି । ଏହି ରେଲ ଲାଇନ ନିର୍ମାଣ ହେଲେ ବରଗଡ ଓ ରାୟପୁର ମଧ୍ୟରେ ଶହେ କିଲୋମିଟରରୁ…
ଜିଲାସ୍ତରୀୟ ଶିକ୍ଷାବିଭାଗ ପେନସନ ଅଦାଲତ : ୨୬ ଗୋଟି କେସର ଫଏସଲା
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୁରଭଞ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଥମ ଥର ପାଇଁ ଜିଲାସ୍ତରୀୟ ଶିକ୍ଷାବିଭାଗ ପେନସନ ଅଦାଲତ ଜିଲାଶିକ୍ଷାଅଧିକାରୀ ରଞନ କୁମାର ଗିରି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି | ଏକ୍ତ ପେନସନ ଅଦାଲତକୁ ଜିଲା ସର୍ବଶିକ୍ଷା ଅଭିଯାନର…
ମନୋଜ ରାଉତଙ୍କୁ ‘ଦକ୍ଷ ସେବାଧିକାର ସମ୍ମାନ’
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) ; ଭଦ୍ରକ ଜିଲ୍ଲାରେ ଦିର୍ଘଦିନ ଧରି କାର୍ଯ୍ୟକରି ଆସୁଥିବା ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବରେ ମନୋଜ ରାଉତ ବେସ ଜଣାଶୁଣା । ସେ ବାଲେଶ୍ୱର,ବାରିପଦା ଓ ଭଦ୍ରକରେ ବିଭିନ୍ନ ଥାନା ମାନଙ୍କରେ ଦାୟିତ୍ୱ ନେଇ ସଫଳତାର ସହିତ କାର୍ଯ୍ୟ କରିବା ଏବଂ ଭଦ୍ରକରେ…
ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଳା ବୈଠକ ଓ ବଜରଙ୍ଗ ଦଳ ସମିତି ଗଠିତ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ)- ଭଦ୍ରକ ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଆଜି ପୂର୍ବାହ୍ନ ୧୦ ଘଟିକାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଅନୁଷ୍ଠିତ ସଭାରେ ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସଂପାଦକ…
“ଜେଆରଡିଙ୍କ ମୂଲ୍ୟବୋଧ ଶହେ ବର୍ଷରୁ ଅଧିକ ସମୟ ଧରି ପରୀକ୍ଷିତ”
ଟାଟା ଷ୍ଟିଲ ପକ୍ଷରୁ ଭାରତ ରତ୍ନ ଜେ.ଆର.ଡି ଟାଟାଙ୍କ ୧୧୪ତମ ଜୟନ୍ତୀ
କଳିଙ୍ଗନଗର, (ଜୟଶଙ୍କର ଦାଶ): ଭାରତ ରତ୍ନ ଜେ.ଆର.ଡି ଟାଟାଙ୍କ ୧୧୪ତମ ଜନ୍ମ ଦିବସ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଉତ୍ସାହ ଓ ଉଦ୍ଧୀପନାର ସହ ପାଳିତ ହୋଇଯାଇଛି । ଏହି ଅବସରରେ କମ୍ପାନୀର ଅଧିକାରୀ ଓ…
ଜଗା କଣ ନବୀନ ବାବୁଙ୍କ ପ୍ରଜା ନୁହେଁ, ତାର କଣ ବଂଚିବା ଅଧିକାର ନାହିଁ ?
ଟଙ୍କା ପାଇଁ ଅଟକୁଛି ‘ଜଗା’ର ଚିକିତ୍ସା :ବଢୁଛି ଯନ୍ତ୍ରଣା
ଯାଜପୁର(ଜୟଶଙ୍କର ଦାଶ ) ବାପା, ମା ଅତି ଶ୍ରଦ୍ଧାରେ ନାଁ ଦେଇଥିଲେ ‘ଜଗା’ । ଦୁନିଆକୁ ଚଳାଉଥିବା ‘ଜଗା’ ନାମରେ ନାମିତ ହୋଇଥିବା ଏହି ବାଳକଟି ଅସାଧ୍ୟ ରୋଗ ସାଙ୍ଗକୁ ଅସହ୍ୟ ଯନ୍ତ୍ରଣାର ଶୀକାର ହେଲା । ରାଜ୍ୟର ଜନପ୍ରୀୟ…
ସିଲଭର ସ୍କ୍ରିନରେ ପାଟନାଗଡ଼ର ପାର୍ସଲ ବୋମା
ପୁଞ୍ଜିଲାଲ୍ ମେହେରର ଭୂମିକାରେ ଓଲିଉଡ଼ କଳାକାର ମନୋଜ ମିଶ୍ର
କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ବଲିଉଡ କଳାକାର ଅତୁଲ କୁଲକର୍ଣ୍ଣୀ
ବଲାଙ୍ଗୀର (ନିରୋଜ ମିଶ୍ର) : କେବେ କଣ ଶୁଣି ନଥିଲା..ଏମିତି ପ୍ରତିହିଂସାମୂଳକ ଘଟଣାର | ପିଲାଙ୍କ ଭବିଷ୍ୟତ ଗଢିବାର ଦାୟିତ୍ୱ…