ସମାନ ନାଁ ଥିବା ଯୋଗୁଁ ହନ୍ତସନ୍ତ 

ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ର ନୂଆଗାଁ ପଂଚାୟତର କାମକେଡା଼ ଗ୍ରାମରୁ ଆସିଛି ଇନ୍ଦିରା ଆବାସ ଯୋଜନାରେ  ହୋଇଥିବା ବ୍ୟାପକ ଦୁର୍ନୀତିର ଗନ୍ଧ । କାମକେଡା଼ ଗ୍ରାମର ରଞ୍ଜିତ ଶବର ପିତା-ସୀତାରାମ ଶବର, ବର୍ଷ୨୦୧୭-୧୮ ରେ ଇନ୍ଦିରା ଆବାସ ଯୋଜନାରେ ୩୧ ନମ୍ବରରେ…

ବିଶ୍ଵର ସର୍ବୋଚ୍ଚ ପ୍ରତିମୂର୍ତ୍ତି – ଏକତାର ପ୍ରତିମୂର୍ତ୍ତିର ନିର୍ମାଣ ନିମନ୍ତେ ସେଲ ଯୋଗାଇଛି  ୫୦% ରୁ ଉର୍ଦ୍ଧ୍ଵ…

ରାଉରକେଲା /ଶାସକ ପ୍ରଶାସକ : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ) ଭାରତର ପ୍ରମୁଖ ଭିତ୍ତିଭୂମି ନିର୍ମାଣରେ ନିଜର ସହଭାଗିତାକୁ ଜାରିରଖି ଅକ୍ଟୋବର ୩୧ ତାରିଖରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବା ବିଶ୍ଵର…

ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ।

ଯାଜପୁର:ପ୍ରତ୍ୟେକ ବର୍ଷ ଅକ୍ଟୋବର ୨୯ ରୁ ନଭେମ୍ୱର ୩ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଥାଏ ।  ଦୁର୍ନୀତିକୁ ପ୍ରତିହତ କରି ଏକ ସମୃଦ୍ଧ ସମାଜ ଗଠନ  ପାଇଁ ଜନ ସଚେତନତା ସୃଷ୍ଟି ଊଦେ୍ଧଶ୍ୟରେ ବୁଧବାର ପୂର୍ବାହ୍ନରେ ଏକ ଶୋଭାଯାତ୍ରା ଅନୁଷ୍ଠିତ  ହୋଇଥିଲା । …

 ”ଦୁର୍ନୀତି ଏକ ବିକଳ ମାନସିକତା, ଏଥିରେ ଅଳ୍ପେ ବହୁତେ ପ୍ରତ୍ୟେକ ଜଡିତ”

ଯାଜପୁରରେ ଦୁର୍ନୀତି ନିବାରଣ ସଚେତନତା ଦିବସ ପାଳିତ । ଯାଜପୁର/Jayashankar Dash : ଦୁର୍ନୀତି ଏକ ବିକଳ ମାନସିକତା । ଏଥିରେ ଅଳ୍ପେ ବହୁତେ ପ୍ରତ୍ୟେକ ଜଡିତ । ଅଥଚ ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଦୁର୍ନୀତିଗ୍ରସ୍ଥ ବୋଲି କହିଚାଲିଚ୍ଥନ୍ତି । ତେଣୁ ବ୍ୟକ୍ତିଗତ ଓ ସାମାଜିକ ଜୀବନରୁ ଦୁର୍ନୀତିକୁ…

 ଲାଲଗଡ଼ରେ ପୋଲିସ ସଚେତନତା କାର୍ଯ୍ୟକ୍ରମ

  ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଓ ଗଜପତି ଜିଲ୍ଲା ସୀମାନ୍ତ ବର୍ତ୍ତୀ ଅଂଚଳ ନକ୍ସଲ ମାନଙ୍କ ଲାଲଗଡ଼ ଭାବେ ପରିଚିତ ଥିବା ସମୟରେ ପୋଲିସ ଓ ପ୍ରଶାସନ ର ମିଳିତ ସହଯୋଗରେ ଲୋକଙ୍କ ସଚେତନ କରାଇବା ପାଇଁ ଆଜି ପଦ୍ମପୁର ବ୍ଲକର ନୂଆଗଡ ପଂଚାୟତର ନାରାୟଣପୁର ହାଟପଦା ଠାରେ ପୋଲିସ…

ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ

ଗୁଣୁପୁର/ସିଧାର୍ଥ ଦାଶ: ରାୟଗଡା ଜିଲ୍ଲା ଗୁଣପୁର ଠାରେ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଗତକାଲି ଅନୁଷ୍ଠିତ ହୋଇଯାଇଛି ।ଏହି ଅବସର ରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ…

ଯୁବତୀଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ  

ପାଇକମାଳ   :- ଗତ ରାତି ପ୍ରାୟ 10ଟା ସମୟରେ ପଇକମାଲ ରେ ଗତ କିଛି ମାସ ହେବ ଏକ ଭଡା ଘରେ ବାସ କରୁଥିବା ଜଣେ ଡ୍ରାଇଭର ଙ୍କର ସ୍ତ୍ରୀ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି ।   ପାଇକମାଲ ଥାନା ର ଅପମୃତ୍ୟୁ ମାମଲା 21/2018 ଅନୁସାରେ  ପାଇକମାଲ ରୁ ରାୟପୁରକୁ ଚାଲୁଥିବା ଲଷ୍ମୀ ବସର…

ନୂଅାଁଖାଇ ପିଠା ପଣା ଖାଇବାର ଉତ୍ସବ  ନୁହେଁ, ସଂସ୍କୃତି,ପରମ୍ପରା ଓ ଭାଇଚାରାକୁ ବଜାୟ ରଖିବାର ମହାନ ଗଣପର୍ବ: କେଭି 

 ବଙ୍ଗୋମୁଣ୍ଡାରେ ନୂଅାଁଖାଇ ଭେଟଘାଟ୍ନୂ ଟିଟିଲାଗଡ଼,(ସୁନୀଲ ବେହେରା):  ବଙ୍ଗୋମୁଣ୍ଡା ଖେଳପଡ଼ିଆରେ ନୂଅାଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆବାହକ ରାଷ୍ଟ୍ରପତି ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ  ଏହି ନୂଅାଁଖାଇ ଭେଟଘାଟ୍ରେ ସର୍ବେ ପ୍ରଥମେ…

ରାଉରକେଲା ଇସ୍ପାତ କାରଖାନାରେ ରାଷ୍ଟ୍ରୀୟ ଏକତା ଶପଥ ଗ୍ରହଣ

ରାଉରକେଲା (ଶାସକ ପ୍ରଶାସକ) : ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ସାମୁଦାୟିକ ଅବଶିଷ୍ଟ ଦେଶବାସୀଙ୍କ ସହିତ ଅକ୍ଟୋବର ୩୧ ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ, ଲୌହ ପୁରୁଷ ରୂପେ ବିଦିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜନ୍ମ ତିଥିକୁ…