“ଆଇନ ସାକ୍ଷରତା ଅନ୍ଧ ବିଶ୍ୱାସ  ଦୂରୀକରଣରେ ଉପଯୋଗୀ”

ଗଜପତିରେ ଜାତୀୟ ଆଇନ ସେବା ଦିବସ ପାଳିତ ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ: ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ବିନୋଦିନି ବିଜ୍ଞାନ ମହାବିଦ୍ୟାଳୟ, ପଦ୍ମପୁର, ଗୁମ୍ମାବ୍ଲକ, ଗଜପତି ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ…

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିମୁଦ୍ରୀକରଣର ଦୁଇବର୍ଷ ପୁର୍ତ୍ତି ଅବସରରେ କଳା ଦିବସ ପାଳିତ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ କେନ୍ଦ୍ରର ଭାଜପା ସରକାରଙ୍କ ବିମୁଦ୍ରୀକରଣର ୨ବର୍ଷ ପୁର୍ତ୍ତି ଅବସରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହାକୁ ବିରୋଧ କରାଯାଇ କଳା ଦିବସ ରୁପେ ପାଳନ କରାଯାଇଛି ।…

ଯାଜପୁରରୋଡ଼ରେ ଜାତୀୟ ଆଇନ ସେବା ଦିବସ ପାଳନ

ବ୍ୟାସନଗର (ସୁବାସ ନାୟକ)ଶୁକ୍ରବାର ସ୍ଥାନୀୟ କ୍ରୋମ୍ ନଗର ବିଦ୍ୟାପୀଠଠାରେ ଯାଜପୁରରୋଡ଼ ତାଲୁକ୍ ଆଇନ ସେବା କମିଟିର ଅଧ୍ୟକ୍ଷା ତଥା ଉପ-ବିଚାରପତି ଶ୍ରୀମତୀ ନିଳୀମା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ଏହି ଦିବସର ତାପôର୍ଯ୍ୟ ଓ ଭାରତବର୍ଷର ସମ୍ବିଧାନର…

୩୦୦ରୁ ଅଧିକ  ଠିକା ଶ୍ରମିକ ବିଜୁ ପଟ୍ଟନାୟକ ଠିକା ଶ୍ରମିକ ସଂଘ ଛାଡ଼ିଲେ ଓ ଫେରୋକ୍ରୋମ୍ ୱାର୍କରସ୍ ୟୁନିୟନରେ ଯୋଗ…

ବ୍ୟାସନଗର (ସୁବାସ ନାୟକ)  ଶୁକ୍ରବାର ଯାଜପୁରରୋଡ଼ସ୍ଥିତ ଫେରୋକ୍ରୋମ ଆଲୱେଜ (ଇଫିକଲ୍) କାରଖାନାରେ ଠିକା ଶ୍ରମିକମାନଙ୍କର ବୋନସ୍ , ପୂଜା ଉପହାର, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଓ ରାଜ୍ୟ କର୍ମଚାରୀ ସ୍ୱାସ୍ଥ୍ୟ ବୀମା କମ୍ପାନୀ କର୍ତ୍ତୁପକ୍ଷଙ୍କ ଖାତାରେ ଦୀର୍ଘ ୪୦ବର୍ଷ ଧରି ଦାଖଲ ହୋଇ…

କର୍କଟ ରୋଗରେ ପୀଡ଼ିତା ପ୍ରିୟଙ୍କା ସାହୁକୁ ସହଯୋଗର ହାତ ବଢାଇଲା ଗାଇସିଲେଟ ୟୁଥ କ୍ଲବ ।

ଗାଇସିଲେଟ/କେଦାର ନାଥ ସାହୁ: ଆଜିବି ସମାଜର ଲୋକଙ୍କ ମଧ୍ୟରେ ରହିଛି ମାନବିକତା।ଏବେ ମଧ୍ୟ କଳିଯୁଗର ମଣିଷ ଭିତରେ ଅନ୍ୟର ଦୁଃଖରେ ଦୁଃଖୀ ହେଲାପରି ସମାଜସେବୀ ଥିବାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳୁଛି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ଠାରେ ।ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ…

ପୋଲିସ୍ – ଓକିଲ ବିବାଦ : ଶୁଣାଣୀ ସୋମବାରକୁ ଘୁଞ୍ଚିଲା

ଡିଜିଙ୍କ ସହ କଥା ହେବାକୁ ବାର ଆସୋସିଏସନ ରାଜି  ଭୁବନେଶ୍ୱର : ପୋଲିସ୍ - ଓକିଲ ବିବାଦ ମାମଲାର ଶୁଣାଣୀ ସୋମବାରକୁ ଘଞ୍ଚିଛି । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ସମ୍ପୂର୍ଣ୍ଣ ଚାର୍ଜସିଟ୍ ଦାଖଲ କରିପାରିନଥିବାରୁ ହାଇକୋର୍ଟ ସୋମବାରକୁ ଶୁଣାଣୀ ଘଞ୍ଚାଇଛନ୍ତି । ଅପରପକ୍ଷରେ ମାମଲାର…

ଧର୍ମଶାଳାରେ ଚାଷୀ ସମସ୍ୟା ନେଇ ଆନେ୍ଦାଳନ ଚେତାବନୀ : ଜଳକର ଦେଇ ଜମିକୁ ଜଳ ପାଉ ନାହାନ୍ତି ଚାଷୀ 

  ଯାଜପୁର,(ଜୟଶଙ୍କର ଦାଶ)  ଚାଷୀମାନେ ବର୍ଷ ବର୍ଷ ଧରି ଜଳକର ଦେଉଛନ୍ତି । ଚାଷୀଙ୍କ ଜମିକୁ ପାଣି ମାଡିବା ପାଇଁ କାଡା ନାଳ ନିର୍ମାଣ କରାଯାଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ହେଲେ ଚାଷୀମାନେ ଜମିକୁ ଜଳ ପାଉନାହାନ୍ତି । ଏହା ବିରୋଧରେ ଧର୍ମଶାଳାର ବ୍ଲକ ଅଂଚଳରେ ଚାଷୀମେଳି ଅନୁଷ୍ଠିତ …

ଯାଜପୁର ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଉଦ୍ଘାଟିତ ।

ଯାଜପୁର/ଜୟଶଙ୍କର ଦାଶ  : ଯୁବ ପ୍ରତିଭାର ଉନ୍ମେଷ ଓ ଉପଯୋଗ ଯେ କୈାଣସି ରାଷ୍ଟ୍ରକୁ ସମୃଦ୍ଧ କରିଥାଏ ବୋଲି ଜିଲ୍ଲା  ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ, କ୍ରୀଡା ବିଭାଗ…

ଗୋ ସୁରକ୍ଷା ପାଇଁ ଜେଲ ଯାଇଥିବା ରବିଙ୍କୁ ଜିଲ୍ଲା ପଶୁ କଲ୍ୟାଣ ଦାୟିତ୍ୱ 

ଗୁଣୁପୁରରୁ  ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ବ୍ରାହ୍ମଣ ସାହିର ରବି ଆଚାରି ଜିଲ୍ଲା ପଶୁ କଲ୍ୟାଣ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି । ଭାରତ ସରକାର ଙ୍କ ଜାତୀୟ ପଶୁ କଲ୍ୟାଣ ବୋର୍ଡ଼ ତରଫରୁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଜାତୀୟ ପଶୁ କଲ୍ୟାଣ ବୋର୍ଡ଼ ର ସମ୍ପାଦିକା ଡ଼.…

ଶିକ୍ଷା ଆଣିଛି ପରିବର୍ତନ, ବଲିପ୍ରଥାକୁ ବିରୋଧ କରୀ ଜୁଗାର ଯାତ୍ରା

ପଦ୍ମପୁର/ନୀଳ ଦୀପ  –ବୋଡାସମ୍ବର ଅଂଚଲ ଏକ ଆଦିବାସି ବହୁଲ ଅଂଚଲ ,ପୂର୍ବରୁ ଏହି ଅଂଚଲରେ ବଳୀ ପ୍ରଥାର ପ୍ରଚଲିତ ଥିଲା ହେଲେ ଶିକ୍ଷା ଆଣିଛି ପରିବର୍ତ୍ତନ  । ବଦଲିଛି ଯୁବ ପିଢ଼ି ଆଉ ଶିକ୍ଷିତ  ଲୋକଙ୍କ ମନ,ତାଙ୍କ ସହିତ ବଦଲିଛି ବୃଦ୍ଧ ବୃଦ୍ଧାଙ୍କ ପାରମ୍ପରିକ ରୀତିର ମନୋଭାବରେ ପରିବର୍ତ୍ତନ |…