Sign in
Sign in
Recover your password.
A password will be e-mailed to you.
Hockey India names 34 core probables for Indian Junior Men’s National Camp
~ The players will report to Coach Jude Felix at the Sports Authority of India, Bengaluru on 11 November 2018 ~
New Delhi : Hockey India on Friday named the 34-member core probable list for the upcoming Indian Junior Men’s Hockey…
କେ ଏନ ରାମ ଖଣିର ଜନ ଶୁଣାଣିକୁ ଗ୍ରାମବାସୀଙ୍କ ସମର୍ଥନ : ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସମସ୍ୟା ପ୍ରତି ବିଶେଷ…
ବଡ଼ବିଲ (CHITTA RANJAN KAR): ଯୋଡ଼ା ଖଣି ମଣ୍ଡଳ ଅଧୀନରେ ଥିବା ଭଦ୍ରାସାହି ପଂଚାୟତ ଅନ୍ତର୍ଗତ ଖଟାଉ ନର୍ଭେରାମ କମ୍ପାନୀର ରୋଇଡା ୨ ଲୁହାପଥର ଖଣିର ଉତ୍ପାଦନ ବୃଦ୍ଧି ନିମନ୍ତେ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଆୟୋଜିତ…
କ୍ରସର ମାଲିକ ଓ ପ୍ରଶାସନ ଉପରେ ଲୋକ କ୍ଷୁବ୍ଧ : କଲେ ରାସ୍ତା ଅବରୋଧ
ନୁଆପଡ଼ା /ପ୍ରିୟବ୍ରତ ପଣ୍ଡା, ସିନାପାଲି ବ୍ଲକ ବରଗାଁ ଲୋକ ମାନେ ପ୍ରଶାସନ ଏବଂ କ୍ରସର ମାଲିକଙ୍କ ମନମୁଖି କାର୍ଯ୍ୟକଳାପ ର ବିରୋଧ ରେ ଶୁକ୍ରବାରଦିନ ରାସ୍ତା ଅବରୋଧ କରିଛନ୍ତି ,ଖଡ଼ିଆଳ -ସିନାପାଲି ରାସ୍ତା ରେ ଗମନା ଗମନ ବାଧାପ୍ରାପ୍ତ ହୋଇଛି । ସୁଚନା ଅନୁସାରେ ଗାଁ କୁ ଲାଗି ପଥର ଖାଦାନ…
ଦିବ୍ୟାଙ୍ଗ ମାନଙ୍କୁ ସୁରକ୍ଷା ଦେବା ଆମ ମାନବିକ ଓ ନୈତିକ କର୍ତ୍ତବ୍ୟ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଦିବ୍ୟାଙ୍ଗ ମାନଙ୍କ ଶିକ୍ଷା ,ସୁରକ୍ଷା ଓ ତାଲିମ ନିତାନ୍ତ ଜରୁରୀ । ଏ'ସମାଜ ଏହି ମାନଙ୍କ ମଙ୍ଗଳ କାମନା କରେ।ସାମ୍ବିଧାନିକ ଅଧିକାର ସମ୍ପୂର୍ଣ ଏମାନଙ୍କର ରହିଛି। ଆସନ୍ତୁ ମାନବିକତାର, ନୈତିକ ଅସ୍ତ୍ର ଧରି ଆମେ ଦିବ୍ୟ।ଙ୍ଗ ମାନଙ୍କୁ…
ମା’ ଭଦ୍ରକାଳୀଙ୍କ ସିଂହବାହିନୀ ବେଶ
ଭଦ୍ରକ,/ ସତ୍ୟ ଭୂଷଣ ସ୍ୱାମୀ : ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଦିନ ତମାମ ମା’ଙ୍କର ସିଂହବାହିନୀ ବେଶକୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗି ରହିଥିଲା । ଭକ୍ତମାନେ ଧାଡି ବାନ୍ଧି ଧୂପ, ଦୀପ, ଭୋଗ ଲଗାଇ ମା’ଙ୍କର…
ବରଗଡ ଜିଲ୍ଲା ଯୁବ ମହୋତ୍ସବରେ ଏକାଙ୍କିକା ପ୍ରତିଯୋଗିତାରେ ପକ୍ଷପାତିତା ଅଭିଯୋଗ
ପଦ୍ମପୁର /NILA DEEP : ଦୁଇ ଦିନ ଧରି ବରଗଡ ଜିଲ୍ଲାର ବିଭିନ୍ନ ବ୍ଲକ ତଥା ଏନଏସିରୁ ଦଳ ଗୁଡିକ ମନୋନୀତ ହୋଇ ଜିଲ୍ଲା ସ୍ତରରେ ଯୋଗ ଦେଇଥିଲେ । ନିୟମ ଅନୁସାରେ ୧୩ ରୁ ୩୫ ବର୍ଷର କଳାକାର ପାଇଁ ଏହି ପ୍ରତିଯୋଗିତା ଉର୍ଦ୍ଧିଷ୍ଟ । ଏକାଙ୍କିକା ପରିପ୍ରେକ୍ଷୀରେ ସଚେତନ ହେମା ନାଟ୍ୟ ନାଟ୍ୟ…
ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରାକୁ ସ୍ୱାଗତ
ବାଲେଶ୍ୱର/ ujjwal kar : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବାର୍ଷିକ ଅବସରରେ ଗାନ୍ଧୀ ଦର୍ଶନର ପ୍ରଚାର ପାଇଁ ‘ଓଡ଼ିଶା ଗାନ୍ଧିବାଦୀ ଫୋରମ’ ପକ୍ଷରୁ ସମଗ୍ର ରାଜ୍ୟ ପରିକ୍ରମା କରୁଥିବା ‘ଗାନ୍ଧୀ ଶାନ୍ତି ସଦ୍ଭାବନା ଜ୍ୟୋତି ଯାତ୍ରା’କୁ ବାଲେଶ୍ୱରଠାରେ ଆଜି ଭବ୍ୟ ସମ୍ବର୍ଦ୍ଧନା…
ଶହୀଦ ଅଚୁ୍ତାନନ୍ଦ ସାହୁଙ୍କ ସ୍ମୃତିରେ ରକ୍ତଦାନ ଶିବିର
ବାଲେଶ୍ୱର/ Ujjwal Kar : ମାଓବାଦୀଙ୍କ ଆକ୍ରମଣରେ ଶହୀଦ ଦୂରଦର୍ଶନର କ୍ୟାମେରାମ୍ୟାନ ଅଚୁ୍ତାନନ୍ଦ ସାହୁଙ୍କ ଏକାଦଶାହ ଅବସରରେ ବାଲେଶ୍ୱରର ଗଣମାଧ୍ୟମ ପ୍ରତିନିଧିଙ୍କ ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ପରିସରରେ ଆଜି ଅନୁÂିତ ହୋଇଯାଇଛି ।…
ଆଇନସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନସେବା ଦିବସ
ବାଲେଶ୍ୱର/ଉଜ୍ଜ୍ୱଳ କର : ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୂକୁଲ୍ୟରେ ଜାତୀୟ ଆଇନସେବା ଦିବସ ପାଳିତ ହୋଇ ଯାଇଅଛି । ଏହି ଅବସରରେ ଜିଲ୍ଲା ସ୍କୁଲ ବାଲେଶ୍ୱରର ଷ୍ଟୁଡେଣ୍ଟ୍ ଲିଗାଲ ଲିଟେରେସୀ କ୍ଲବ୍ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଧାରଣରେ ଆଇନସଚେତା ସୃଷ୍ଟି କରିବା ପାଇଁ ଏକ ପ୍ରଭାତ…
ନିଶା ଓ ଏଚ.ଆଇ.ଭି ଏଡସ ଠାରୁ ଦୁରେଇ ରଖିବା ଦିଗରେ ସଚେତନତା
ଜିଲ୍ଲା ସ୍ତରୀୟ ରୋଲ ପ୍ଲେ ପ୍ରତିଯୋଗିତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ବିଦ୍ୟାଳୟ ସ୍ତରରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ମାଦକ ଦ୍ରବ୍ୟ ସେବନ ଓ ଏଚ.ଆଇ.ଭି ଏଡସ ଭଳି ମାରାତ୍ମକ ରାକ୍ଷାସ ଠାରୁ ଦୁରେଇ ରଖିବା ଦିଗରେ ସଚେତନତା କରାଇବା ଉଦ୍ଦେଶ୍ୟ…