ସଂକଟରେ ଭାତହାଣ୍ଡି, ପଦ୍ମପୁରର ଚାଷୀ କ୍ରମାଗତ ମରୁଡ଼ିର ଶୀକାର

ସଂପୂର୍ଣ୍ଣ କୃଷି ଋଣ ଛାଡ଼ ଦାବିରେ ଚାଷୀଙ୍କ ବିଶାଳ ଚାଷୀ ସମାବେଶ ପଦ୍ମପୁର/ନୀଳ ଦୀପ  -ଓଡ଼ିଶାର ଭାତହାଣ୍ଡି ଭାବରେ ପରିଚୟ ଲାଭ କରିଥିବା ବରଗଡ଼ ଜିଲ୍ଳାର ପଦ୍ମପୁର ଉପଖଣ୍ଡର ଚାଷୀମାନେ କ୍ରମାଗତ ଭାବରେ ମରୁଡ଼ିର ଶୀକାର ହୋଇ ଆସୁଛନ୍ତି । ସରକାରଙ୍କ ଇଚ୍ଛାଶକ୍ତିର ଅଭାବ କାରଣରୁ ଏହି…

ନୋଟବନ୍ଦୀ ଧକ୍କାରୁ ଦେଶ ଉଭୁରି ପାରୁନାହିଁ – ସମରେନ୍ଦ୍ର

ବିମୁଦ୍ରାୟନ ଦୁଇ ବର୍ଷ ପୁର୍ତ୍ତରେ କଂଗ୍ରେସର କଳା ଦିବସ ପାଳନ ବଲାଙ୍ଗିର,(ନିରୋଜ ମିଶ୍ର) - ଆଜିଠୁ ଠିକ୍ ଦୁଇ ବର୍ଷ ପୂର୍ବେ ଦେଶର ପ୍ରଧାନମନ୍ତ୍ରୀ ଏକତରଫା ଭାବେ ନୋଟବନ୍ଦୀ ଘୋଷଣା କରିଥିଲେ । ତାଙ୍କର ଏହି ଘୋଷଣା ସେହି ସମୟରେ ଦେଶ ଆବାଳ, ବୃଦ୍ଧ, ବନୀତା ଛୋଟ ରୁ ବଡ ବ୍ୟବସାୟୀ…

ଏ ନୁହେଁ କାହାଣୀ’- ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜଗୁରୁ ସାହି ସ୍ଥିତ ରସିକରାଜ ମନ୍ଦିର (ପରିଛା ମଠ) ପରିସରରେ ବାଲମୁକୁନ୍ଦ କେନ୍ଦ୍ର ତରଫରୁ ହରେ ରାମ କୃଷ୍ଣଚୌଧୁରୀଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ଏ ନୁହେଁ କାହାଣୀ' ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି…

ମାଇକ୍ରୋଫାଇନାନ୍‍ସ ଓ ଡି.ସି କାରବାର ବିରୋଧରେ ପ୍ରତିବାଦ

ବେଆଇନ ଘୋଷଣା ଓ ବନ୍ଦ କରିବା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ଗଣଧାରଣା ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ମାଇକ୍ରୋଫାଇନାନ୍‍ସ ଓ ଡି.ସି କାରବାରକୁ ସଂପୁର୍ଣ୍ଣ ଭାବେ ବେଆଇନ ଘୋଷଣା କରିବା ସହ ସେହି କାରବାର ବନ୍ଦ କରିବା ଦାବୀରେ ଗୁରୁବାର…

ମେକ୍ ଇନ୍ ଓଡ଼ିଶା ବିଶ୍ୱ ଦରବାରରେ ରାଜ୍ୟକୁ ସ୍ୱତନ୍ତ୍ର ପରିଚୟ ଦେବ : ଶିଳ୍ପ ମନ୍ତ୍ରୀ  

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ  ହେବାକୁ ଯାଉଥିବା ମେକ୍ଇନ୍ ଓଡିଶା  କେବଳ ଓଡିଶାରେ ପୁଞ୍ଜନିବେଶ ପାଇଁ ନୁହେଁ ବରଂ ଓଡିଶାକୁ ଦେଶ ବାହାରେ ଅର୍ଥତ ବିଶ୍ୱର ଅନ୍ୟ ପ୍ରମୁଖ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ  ରାଜ୍ୟ…

“କେନ୍ଦ୍ରସରକାରଙ୍କ ପିଏସୟୁ ସାମ୍ନାରେ ବିଜେଡ଼ିର ପ୍ରତିବାଦ କେବଳ ଡ୍ରାମା ବାଜି”

ନବୀନ ବାବୁ କହିବେ କି ରାଜ୍ୟସରକାରଙ୍କ ଅଧୀନରେ ଥିବା ପିଏସୟୁରେ କେତେ ପିଲା  ନିଯୁକ୍ତି ପାଇଛନ୍ତି - ପୃଥ୍ୱୀରାଜ ଭୁବନେଶ୍ୱର - ଶାସକ ବିଜେଡି କେନ୍ଦ୍ରସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ସାମ୍ନାରେ ବିରୋଧ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଏବଂ ଉଦେ୍ଧଶ୍ୟ ପ୍ରଣୋଦିତ । କେନ୍ଦ୍ର ସରକାରଙ୍କ…

“କେନ୍ଦ୍ର ସରକାରଙ୍କ ଓଡ଼ିଶା ଯୁବ ଶକ୍ତିକୁ ପ୍ରତାରଣା ଓ ବିଶ୍ୱାସଘାତ କରିଛନ୍ତି”

କେନ୍ଦ୍ରୀୟ ପିଏସ୍‍ୟୁ ସମ୍ମୁଖରେ ବିଜୁ ଯୁବ-ଛାତ୍ର ଜନତା ଦଳର ବିକ୍ଷୋଭ ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତୀୟ ଜନତା ପାର୍ଟି ୨୦୧୪ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ ଯେ, ପ୍ରତିବର୍ଷ ୨କୋଟି ଚାକିରି ଯୋଗାଇଦେବ । ଗତ ସାଢେ ଚାରିବର୍ଷ ମଧ୍ୟରେ ଭାରତବର୍ଷକୁ ବିଜେପି ଶାସିତ କେନ୍ଦ୍ର…

ବିମୁଦ୍ରାକରଣ କଳାଧନ ଫେରାଇ ଆଣିବାରେ ବିଫଳ ହୋଇଛି : ନିରଞ୍ଜନ 

ଭୁବନେଶ୍ୱର(ଶାସକ ପ୍ରଶାସକ)  - ରାତିଅଧିଆ ନିଷ୍ପତି ନେବାରେ ଓସ୍ତାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାକରଣକୁ ନଭେମ୍ବର ୮ ତାରିଖରେ ଦୁଇ ବର୍ଷ ପୂରଣ ହୋଇଛି । ୨୦୧୬ ନଭେମ୍ବର ୮ ତାରିଖ ରାତି ଅଧରେ ଏକଚାଟିଆ ନିଷ୍ପତି ନେଇ ମୋଦି ୫୦୦ ଓ ୧୦୦୦ ଟଙ୍କିଆ ନୋଟ ପ୍ରଚଳନକୁ ବନ୍ଦ…

ପୁରୁଷ ବିଶ୍ୱ କପ୍ ହକି : ଭାରତୀୟ ଟିମରେ ଓଡ଼ିଶାର ବୀରେନ୍ଦ୍ର ଓ ଅମିତ 

Rourkela/Sushanta Behera - ଆସନ୍ତା ୨୮ ତାରିଖରେ କଳିଙ୍ଗ ଷ୍ଟାଡିୟମଠାରେ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ବିଶ୍ୱ ହକି କପରେ ଖେଳିବା ପାଇଁ ମନୋନୀତ ହୋଇଥିବା ୧୮ ଜଣଙ୍କ ମଧ୍ୟରେ ଦୁଇଜଣ ଓଡ଼ିଆ ଖେଳାଳୀଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ।…

କି ନୃଶଂସ ଏଇ ସ୍ୱାମୀ, ଏଇଆ କଣ ମରଦ ପଣିଆ !

ବାରିପଦା(ଦିଲ୍ଲୀପ ମହାନ୍ତି)  ବାରିପଦା ଟାଉନଥାନା ଅନ୍ତର୍ଗତ ଶୁନଗଡିଆ ଅଂଚଳରେ ବୁଧବାର  ବିଳମ୍ବିତ ରାତ୍ରିରେ ଏକ ବିଭର୍ସ ହତ୍ୟାକାଣ୍ଡ ଘଟିଅଛି । ସ୍ୱାମୀ ପଥରରେ ଛେଚି ହତ୍ୟାକରିଛି  ସ୍ତ୍ରୀ କୁ । ମୃତ ମହିଳା ଜଣକ ହେଲେ ସଂଗୀତା ବୈଠା(୩୭) । ଘରୋଇ କଳିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ…