ରାଉରକେଲାରେ ନୂତନ ହଟ ଷ୍ଟ୍ରିପ ମିଲର କମିଶନିଙ୍ଗ ଖୁବ ଶୀଘ୍ର: ସେଲ ଅଧ୍ୟକ୍ଷ 

ପ୍ରତିରକ୍ଷା କ୍ଷେତ୍ରକୁ ଯୋଗାଣ ସୁଦୃଢ କରିବା ନିମନ୍ତେ ଆରଏସପି ସ୍ପେଶାଲ ପ୍ଳେଟ ପ୍ଳାଣ୍ଟରେ ନୂତନ ଅତିରିକ୍ତ ହିଟ ଟ୍ରିଟମେଣ୍ଟ ଲାଇନ ଉଦଘାଟିତ  ରାଉରକେଲା/ ସୁଶାନ୍ତ ବେହେରା : ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ)ର ଅଧ୍ୟକ୍ଷ, ଶ୍ରୀ ଅନିଲ କୁମାର ଚୌଧରୀ ନଭେମ୍ବର ୧୦ ତାରିଖରେ…

ଗୋପବନ୍ଧୁ ଜ୍ୟୋତିକୁ ବିଜେଡି କାର୍ଯ୍ୟାଳୟ ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଉତ୍କଳମଣି  ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୧ତମ ପୁଣ୍ୟ ଜନ୍ମତିଥି ଅବସରରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ’ ସମ୍ମାନ ପ୍ରଦାନ ନିମନ୍ତେ “ଗୋପବନ୍ଧୁ ଜ୍ୟୋତିଯାତ୍ରା”ର ଭୁବନେଶ୍ୱର ପରିକ୍ରମା ଦ୍ୱିତୀୟ ଦିନରେ ବିଜୁ…

ଅବପାତର ରୂପ ନେଲା ଲଘୁଚାପ, ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ନଭେମ୍ବର ୧୦ : ଆଣ୍ଡାମାନ ସାଗରରେ ଘନୀଭୂତ ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଦକ୍ଷିଣ-ପୂର୍ବ ବଂଗୋପସାଗରରେ ଏହା ଘନୀଭୂତ ହୋଇଥିବା ବେଳେ ଗୋପାଳପୁର ଠାରୁ ୧୦୫୦ କିଲୋମିଟର ଦକ୍ଷିଣପୂର୍ବରେ ରହିଥିବା ସୂଚନା ଦେଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର…

ଭାରତ ସ୍କାଉଟ ଓ ଗାଇଡ଼ ଡ଼ଭା ଶାଖା ପକ୍ଷରୁ ରକ୍ତ ବର୍ଗ ଚିହ୍ନଟ ଶିବିର 

ଝାରବନ୍ଧ/ଶାସକପ୍ରଶାସକ- ଝାରବନ୍ଧ ବ୍ଳକ ଡ଼ଭା ଜୁନିଅର କଲେଜ ପରିସରରେ ଭାରତ ସ୍କାଉଟ ଓ ଗାଇଡ଼ ଡ଼ଭା ଶାଖାର ରୋଭର ସ୍କାଉଟ ଲିଡ଼ର ତଥା ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସରୋଜ କୁମାର ସାହୁ ଙ୍କ ନେତୄତ୍ବରେ ରକ୍ତ ବର୍ଗ ଚିହ୍ନଟ ଓ ଏଚ.ଆଇ.ଭି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ…

 କହିଁପେ ନୀଗାହେ କହିଁପେ ନିଶାନା : ମେକ୍ ଇନ୍ ଓଡିଶା ନାଁରେ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ ଅସଲ ଉଦ୍ଦେଶ୍ୟ :…

ଭୁବନେଶ୍ୱର  – ମେକ୍ ଇନ୍ ଓଡିଶା କନକ୍ଳେଭ ନାଁରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମଟି ହେଲା ବିଗତ ସାଢେ ଅଠର ବର୍ଷରେ ଶିଳ୍ପାୟନରେ ବିଫଳତାକୁ ଲୁଚାଇବା, ଦ୍ୱିତୀୟରେ ନିର୍ବାଚନ ପୂର୍ବରୁ ଏହି ଉତ୍ସବ ଆଳରେ ଶିଳ୍ପପତିଙ୍କ ଠାରୁ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ତମ ବାର୍ଷିକ କ୍ରୀଡା  ଉତ୍ସବ ଉଦଘାଟିତ ।

ପଦ୍ମପୁର/Nila Deep -ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଖେଲପଡିଆ ଠାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ତମ ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ରାଜବୋଡାସମ୍ବର ବ୍ଳକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଏଲିଜା ମିଶ୍ର ମୁଖ୍ୟ ଅତିଥି…

ମଧ୍ୟ ଆଣ୍ଡାମାନ ସାଗରରେ ଲଘୁଚାପ :  ବର୍ଷା ସମ୍ଭାବନା

ଭୁବନେଶ୍ୱର: ମଧ୍ୟ ଆଣ୍ଡାମାନ୍ ସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ମିଡ ଟ୍ରପୋସ୍ପେରିକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟ କେନ୍ଦ୍ର…