‘ଭଲ କବିତା ଖୋଜ’ର ୬୨ତମ ଆସର : ପାଠକଙ୍କ ଋଚି ସମ୍ବଳିତ ସାହିତ୍ୟକୁ ଗୁରୁତ୍ୱ

ବାଲେଶ୍ୱର(ଉଜ୍ଜ୍ୱଳ କର): ‘ଭଲ କବିତାର ଖୋଜ୍’ର ୬୨ତମ ଆସର ହୋଟେଲ ପଞ୍ଚଜନ୍ୟ ପରିସରରେ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପାଠକ ଓ ଲେଖକର ସମ୍ପର୍କ ଶୀର୍ଷକ ଆଲୋଚନା ପ୍ରସଙ୍ଗରେ ନିରୋଳା ପାଠକଙ୍କୁ ଏଥରେ ଅତିଥି ଭାବରେ ଆମନ୍ତ୍ରିତ କରାଯାଇଥିଲା । ନିରୋଳା ପାଠିକା ଭାବେ ଅନିମା ସାମଲ,…

“ଶିଶୁର ପୂର୍ଣ୍ଣ ଶରୀର ଗଠନରେ ମାଆ କ୍ଷୀରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି”

ଇନରହୁଇଲ ଶାଶ୍ୱତ କ୍ଲବ ପକ୍ଷରୁ ସ୍ତନ୍ୟପାନ ସମ୍ପର୍କିତ ସଚେତନତା  ବାଲେଶ୍ୱର,(ଉଜ୍ଜ୍ୱଳ କର ) ବାଲେଶ୍ୱର ରୋଟାରୀ ଇନରହୁଇଲ କ୍ଲବ ଶାଶ୍ୱତ ପକ୍ଷରୁ ସ୍ତନ୍ୟପାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ରେଲୱେ କଲୋନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ  ହୋଇଯାଇଛି ।…

“ଅଙ୍ଗଦାନ ପାଇଁ ଜନସାଧାରଣ ଆଗେଇ ଆସିବା ଉଚିତ”

ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ଅଙ୍ଗଦାନ ସଚେତନତା ବାଲେଶ୍ୱର,(ଉଜ୍ଜ୍ୱଳ କର ) : ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ବାଲେଶ୍ୱର ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ଅଙ୍ଗଦାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅନୁଷ୍ଠିତ  ହୋଇଯାଇଛି । ଲାୟନ୍ସ କ୍ଲବ ଉମଙ୍ଗର…

ଅଜଣା ରୋଗରେ ଏକାଧିକ ଯୁବକଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କଲେ ବାଲେଶ୍ୱର ସାଂସଦ ରବୀନ୍ଦ୍ର 

ସଦର ବିଧାୟକଙ୍କୁ ସାଙ୍ଗରେ ନେଇ ମେଡିକାଲ ଟିମ୍ ସହ ବଇଞ୍ଚାରେ ପହଞ୍ଚିଲେ ବାଲେଶ୍ୱର(ଉଜ୍ଜ୍ୱଳ କର ): ଚାକିରୀ ଆଶାରେ ବେଙ୍ଗ|ଲୁର ଯାଇ ଅଜଣା ରୋଗରେ ସଦର ବ୍ଲକ ଅନ୍ତର୍ଗତ ବଇଂଚା ପଂଚାୟତର ଏକାଧିକ ଯୁବକଙ୍କ ମୃତ୍ୟୁ ମୁଖରେ ପଡ଼ିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବାଲେଶ୍ୱର ଲୋକସଭା ସାଂସଦ…

ପୁଣି ଆରମ୍ଭ ହେବ ଅଣ୍ଡା ମାଡ଼ର ସିଲସିଲା 

 କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ , ପୋଲିସ୍ -ଛାତ୍ରଛାତ୍ରୀ ଧସ୍ତାଧସ୍ତି  ୭ ଦିନରେ ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ଅଣ୍ଡାମାଡ କରିବାକୁ ଚେତାବନୀ  ଭୁବନେଶ୍ୱର, - ଡିଏମଏଲଟି ଓ ଡିଏମଆରଟି ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦାବିରେ ସୋମବାର ଛାତ୍ର କଂଗ୍ରେସ ଭବନ ପକ୍ଷରୁ…

ମାନସିକ ରହିଗଲା ଅଧା : ପାଣି ଢ଼ାଳିବା ଆଗରୁ …….

  ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ର ପାନପୋଷ ବ୍ରାହ୍ମଣୀ ପୋଲ ଉପରେ  ଟ୍ରେନ୍ ଧକ୍କାରେ ୪ଜଣ କାଉଡିଆଙ୍କର ମୃତ୍ୟୁ ଘଟିଛି । ବୋଲବମ୍ ଯାତ୍ରା ସେମାନଙ୍କ ପାଇଁ ଶେଷ ଯାତ୍ରା ହୋଇଛି  । ମୃତକମାନେ ଛତିଶଗଡ ଭିଲାଇ ଅଂଚଳର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ…

ମାଗିଥିଲା ସିନ୍ଦୁର, ହେଲେ ମିଳିଲା ଧୋକା

ଭଦ୍ରକ :  ସେ ଯାହା ହେଉ, ନୀତି ହେଉ କି ଅନୀତି, ରାସ୍ତା ଭୁଲ କି ଠିକ, ପ୍ରେମ କରିଛି ଯେତେବେଳେ ତା ଅନ୍ଧ ଆଖିକୁ ତାର ସବୁ ଭୁଲ ଗୁଡିକ ଠିକ ଲାଗିବ | ଆଉ ଲାଗିଥିଲା ବି | ତେଣୁ ନିଜ ପ୍ରେମିକକୁ ସବୁଦିନ ପାଇଁ ନିଜର କରିବା ପାଇଁ ତାର ଜିଦ ଯେ ଦୁନିଆ ଠାରୁ ତାକୁ ପରା କରିଦେବା, ସିନ୍ଦୁର ତା…

ବିଜେଡ଼ି ଓ ବିଜେପି ଉପରକୁ ଯେତେ ପରସ୍ପର ବିରୋଧରେ କହିଲେ ମଧ୍ୟ ଦୁହେଁ ଦୁହିଁଙ୍କୁ ସହଯୋଗ କରୁଛନ୍ତି :  ଆନନ୍ଦ ଶର୍ମା

ମ୍ୟାଚ ଫିକସିଂରେ ବ୍ୟସ୍ତ ବିଜେପି ବିଜେଡି  ମୋଦିଙ୍କ ବିରୋଧରେ ଜନମତ ରହିଛି, ତାହାକୁ ଦୃଷ୍ଟିରେ ରଖି ବିଜେପି ପୂର୍ବ ଭାରତ ଉପରେ ଗୁରୁତ୍ୱ ଦେଉଛି ଏବଂ ଏହିସବୁ ରାଜ୍ୟରେ ଥିବା ଆଂଚଳିକ ଦଳଗୁଡ଼ିକୁ ନିଜ ଆଡ଼କୁ ଆକୃଷ୍ଟ କରୁଛି | ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଶର ସମସ୍ତ ବିରୋଧୀ ଦଳ…

ତେଲ୍ ଟ୍ୟାଙ୍କର-ସ୍କୁଟି ମୁହାଁମୁହିଁ , ଜଣେ ମୃତ ,ଜଣେ ଗୁରୁତର

କନ୍ଧମାଳ,(ଗଗନ କୁମାର ପ୍ରଧାନ)  ରବିବାର  ସଂନ୍ଧ୍ୟା ପ୍ରାୟ ୮ଟା ସମୟରେ କନ୍ଧମାଳ ଜିଲ୍ଲା ରାଇକିଆ ନିକଟରେ ଥିବା ମକାବାଲି ଛକ ନିକଟରେ ଏକ ପେଟୋ୍ରଲ ଟ୍ୟାଙ୍କର ସହ ଗୋଟିଏ ସ୍କୁଟିର ଧକ୍କା ହେବା ଫଳରେ ଜଣକର ମୃତୁୃ୍ୟ ଘଟଣା ସ୍ଥଳରେ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ…

ବର୍ଷା ଦିନରେ ମଧ୍ୟ ପଦ୍ମପୁରରେ ପାନୀୟ ଜଳସଙ୍କଟ

  ପଦ୍ମପୁର,(ନୀଳ ଦୀପ) - ବର୍ଷାଦିନରେ  ପାନୀୟ ଜଳ ସଙ୍କଟ !!! ହଁ ବିଶ୍ୱାସ ନହେଲେ ବି ସତ |  ବରଗଡ ଜିଲ୍ଲା ପଦ୍ମପୁର ସହରରେ ଖରା ସମୟରେ ପାନୀୟ ଜଳ ସମସ୍ୟା ଏକ ନିତିଦିନିଆ କଥା, କିନ୍ତୁ ଚଳିତ ବର୍ଷ ବର୍ଷା ଦିନରେ ମଧ୍ୟ ସହର ମଧ୍ୟରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି  ।  ସ୍ଥାନୀୟ…