ଜଣାଶୁଣା ଯୁବନେତା ରାଜୁ ଘିବେଲାଙ୍କ ପିତୄ ବିୟୋଗ ।

0

ପଦ୍ମପୁର- ପଦ୍ମପୁର ବିଦ୍ୟୁତ ବିଭାଗର ଅବସରପ୍ରାପ୍ତ ଲାଇନମ୍ୟାନ ତଥା ପଦ୍ମୋଉର ଅଂଚଳର ଜଣାଶୁଣା ଯୁବନେତା ରାଜୁ ଘିବେଲାଙ୍କ ପିତା ଶୁକ୍ରୁ ଘିବେଲାଙ୍କ (୭୫) ଶନିବାର ପରଲୋକ ହୋଇଯାଇଛି ।ଖବର ପାଇ ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ କୁମରମଣି ନାଏକ,ଆଇନଜୀବୀ ପ୍ରଶାନ୍ତ ମାଝୀ, ଲାୟନ୍ସ କ୍ଳବ ସଦସ୍ୟ ବେଣୁମାଧବ ଦୋରା ତଥା ସହରର ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ । ବଡ଼ ପୁଅ ରାଜୁ ଘିବେଲା ମୁଖଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

 

Leave A Reply

Your email address will not be published.