Sign in
Sign in
Recover your password.
A password will be e-mailed to you.
ସରିଲା ୧୬ ଦିନିଆ ମସ୍ତି ଡଟ ଫେଷ୍ଟ : ସଭିଏ ଝୁମିଲେ, କିଏ ଠିଆରେ ଆଉ କିଏ ବସିକି
ଦୀର୍ଘ ୧୬ ଦିନ ଧରି ପ୍ରଦର୍ଶନୀ ଫାଟି ପଡୁଥିଲା । ହେଲେ ହକି ସହ ତାଳ ଦେଇ ସରିଛି ଡଟ ଫେଷ୍ଟ | ଇଏ ଡଟ ଫେଷ୍ଟ ଫେଷ୍ଟିଭାଲ ତ ନଥିଲା, ଥିଲା ନବାବି ଆଦବ କାଇଦାର ଗୋଟେ ପ୍ରତିଫଳନ | ମାନେ ଖାସ ବାବୁ ଭୈୟା ଆଉ ନେତାଙ୍କ ପାଇଁ ଖାସ ଉଦ୍ଦିଷ୍ଟ ଥିଲା | ବଡ଼ବଡ଼ କଲାକାର ଆସି ସେମାନଙ୍କ କଳାର…
ଜିଲ୍ଲା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ଗଣଧାରଣାରେ ସାମିଲ ହେଲା କିନ୍ନର ସମାଜ
ଟିଟିଲାଗଡ଼(ସୁନୀଲ ବେହେରା ) ଟିଟିଲାଗଡ଼କୁ ଜିଲ୍ଲା ଆମର ଦାବି, ସରକାର ତୁମେ ମାନିନିଅ, ନବୀନ ବାବୁ ହାଏ ହାଏ ଆଦି କିନ୍ନରଙ୍କ ସ୍ଲୋଗାନରେ କମ୍ପି ଉଠିଛି ଟିଟିଲାଗଡ଼ । ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସରକାରୀ…
୧୯୯୪ ମାଟ୍ରିକ ବେଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ
ବଲାଙ୍ଗୀର/ନିରୋଜ ମିଶ୍ର : ବଲାଗିଂରରେ ଆୟୋଜିତ ହୋଇଯାଇଛି ୧୯୯୪ ମେଟ୍ରିକ ବ୍ୟାଚର ବନ୍ଧୁମିଲନ କାର୍ଯ୍ୟକ୍ରମ । ବଲାଗିଂର ସ୍ଥାନୀୟ କଦଲି ମୁଣ୍ଡା ନର୍ସରୀରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଲେ ଏଥିରେ ୬୦ ରୁ ଉଦ୍ଧ୍ୱର୍ ବନ୍ଧୁଙ୍କ ସମାବେସ ହୋଇଥିଲା । ବଲାଗିଂରରେ ୧୯୯୪…
କଳିଙ୍ଗନଗର ପୁସ୍ତକମେଳାରେ ଶିଶୁ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର
(ବ୍ୟାସନଗରରୁ ବିଶ୍ୱଜିତ୍ ମାଝି)
ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକମେଳାରେ "ବଉଳଫୁଲ' ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ଏକ ଶିଶୁ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତି୍ୟକ ମାୟାଧର ନାୟକ ଏହାକୁ ଉଦ୍ଘାଟନ କରିଥିଲେ । "ବଉଳଫୁଲ'ର ସମ୍ପାଦିକା ଶ୍ରୀମତୀ…
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆହ୍ୱାନ : ସୁରଟ ଯିବାକୁ ମନା ନାହିଁ, ହେଲେ ଭୋଟ ଲାଳସା ଛାଡି…
"ସୁରଟରେ ରହିଥିବା ଲକ୍ଷ୍ୟ ଲକ୍ଷ୍ୟ କର୍ମଜୀବି ଓଡ଼ିଆମାନଙ୍କ ପ୍ରତି ସାମାନ୍ୟତମ ସମ୍ବେଦନଶୀଳତା ଅଛି ତାହାହେଲେ ସୁରଟ ଗସ୍ତରେ ଯିବା ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ନୀତିଗତ ନିଷ୍ପତି ନେବା ସହ ଏହାର ବିଧିବଦ୍ଧ ଘୋଷଣା କରିବାକୁ ମୁ ବିନମ୍ର ଅନୁରୋଧ କରୁଛି"
ଭୁବନେଶ୍ୱର…
ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ମହାବନ୍ଦ ଡାକରା
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗିରରେ ବନ୍ଦକୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି ବିଭିନ୍ନ ସଂଗଠନ । ଡାକବାଜି ଯନ୍ତ୍ର ସାହାଯ୍ୟରେ ବଲାଙ୍ଗିର ସହରରେ ପଡ଼ାରୁ ପଡ଼ାକୁ ବୁଲି ଲୋକଙ୍କୁ ବନ୍ଦରେ ସାମିଲ ହେବା ଲାଗି ଆହ୍ୱାନ ଦେଇଛନ୍ତି ଆନ୍ଦୋଳନକାରୀ। ଜରୁରୀକାଳୀନ ସେବାକୁ ଏହି ବନ୍ଦରୁ ବାଦ…
ହାଇଓ୍ୱା ଧକ୍କାରେ ପାନ ଦୋକାନୀ ମୃତ, 3 ଘଣ୍ଟା ଧରି ରାସ୍ତାରୋକ
ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ
ରବିବାର ସଂନ୍ଧ୍ୟା 6 ସମୟରେ ସମ୍ବଲପୁର ଜିଲ୍ଲା ଚାରମାଳ ନିକଟରେ ଏକ ହାଇଓ୍ୱା ଧକ୍କାରେ ସ୍ଥାନିୟ ଅଞ୍ଚଳର ପାନ ଦୋକାନୀ ସୁବାଷ ଦେଓ (35)ଙ୍କ ମୃତ୍ୟୁ ଘଟିଛି l ଏହି ଘଟଣା ପରେ ସୁବାଷ ଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଶବ ରଖି ଲୋକେ ରାସ୍ତାରୋକ କରିଥିଲେ…
ପ୍ରଥମ ରାଜବୋଡାସମ୍ବର ରାଜ୍ୟସ୍ତରୀୟ ଭଳିବଲ ପ୍ରତିଯୋଗିତା ଉଦଯାପିତ, ଓଡ଼ିଶା ପୋଲିସ ଦଳ ଚମ୍ପିୟାନ ।
ବରଗଡ଼(ଗୌରାଙ୍ଗ ଦାଶ/ନିଳ ଦୀପ)-ପଦ୍ମପୁର ଉପଖଣ୍ଡସ୍ଥ ଦିପ୍ତିପୁର ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ଖେଳପଡିଆଠାରେ ଚାଲିଥିବା ପ୍ରଥମ ରାଜବୋଡାସମ୍ବର ରାଜ୍ୟସ୍ତରୀୟ ଭଳିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂ…
ମହାବନ୍ଦର ମହା ପ୍ରଭାବ : ପଦ୍ମପୁର -ପାଇକମାଲରେ ଜୀବନଯାତ୍ରା ବ୍ୟାହତ
ପଦ୍ମପୁରରୁ ନୀଳ ଦୀପ
ବରଗଡ଼ ଜିଲ୍ଲା ପଦ୍ମପୁରରେ ମଧ୍ୟ କୋଶଳ ସମନ୍ୱୟ ସମିତି ତରଫରୁ ଡାକରା ଦିଆଯାଇଥିବା କୋଶଳ ମହାବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ନେଇ କରାଯାଇଥିବା ଏହି ମହା ବନ୍ଦକୁ ବିଭିନ୍ନ ଅନୁଷ୍ଠାନ ମାନେ ମଧ୍ୟ ସମର୍ଥନ କରିଛନ୍ତି । ଏ ନେଇ…