Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ଯୁବ ସମାବେଶ ଉଦଯାପିତ: ହକିର ରଙ୍ଗରେ ରଙ୍ଗୀନ ହେଲା ସାରା ପରିବେଶ
ବାଲେଶ୍ୱର,(ଉଜ୍ଜ୍ୱଳ କର) : ବାଲେଶ୍ୱରଠାରେ ଜିଲ୍ଲା ଯୁବ ସମାବେଶ ଉଦଯାପିତ ହୋଇଯାଇଛି । ରବିବାର ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ…
ଝୁଲେନ ପୋଲ ନିକଟରେ ଦୁର୍ଘଟଣା: ଜଣେ ମୃତ
କୁଚିଣ୍ଡା/ ଶାନ୍ତନୁ ବେହେରା : କୁଚିଣ୍ଡା ଝୁଲେନ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣକର ଜୀବନ ଯାଇଛି । ଏକ ଘରୋଇ ଯାତ୍ରୀ ବହି ବସ ଗୋଟିଏ ବାଇକ ଚାଳକ ମଧ୍ୟରେ ଦୁର୍ଘଟଣା ବାଇକ ଚାଳକ ଉପରେ ବସ ମାଡି ଯିବାରୁ ବାଇକ ଚାଳକ ଘଟଣା ସ୍ଥାନ ରେ ମୃତ୍ୟୁ ହୋଇଛି l
ଓଡ଼ିଆ କଥା-ସାହିତ୍ୟକୁ ଭଦ୍ରକର ଦାନ ଅତୁଳନୀୟ
୫ମ ସାଳନ୍ଦୀ ବହିମେଳାର ଷଷ୍ଠ ସୃଜନ ସନ୍ଧ୍ୟା
ଭଦ୍ରକ, (ସତ୍ୟ ଭୂଷଣ ସ୍ୱାମୀ ) - ଓଡ଼ିଆ କଥା-ସାହିତ୍ୟର ରସସିକ୍ତ ପଲ୍ଲବିତ ପରମ୍ପରାରେ ଭଦ୍ରକ ମାଟିର କଥାଶିଳ୍ପୀଙ୍କ ଯୋଗଦାନ ପ୍ରଣିଧାନଯୋଗ୍ୟ । ଚିନ୍ତାମଣି, ଲକ୍ଷ୍ମୀକାନ୍ତ, ଭାଗିରଥି ମହାପାତ୍ର, ଉଦୟନାଥ ମହାନ୍ତି, ବୈଷ୍ଣବ ଚରଣ ଦାସ…
ରାଜଧାନୀରେ କୋଶଳ ମହାବନ୍ଦ , ଗର୍ଜିଲା ପଶ୍ଚିମ ଓଡିଶା ଯୁବା ମଞ୍ଚ
ବରଗଡ/ ଭୁବନେଶ୍ୱର :- ଅଲଗା କୋଶଳ ରାଜ୍ୟ ଗଠନ ପାଇଁ ଆଜି ପୁରା ପଶ୍ଚିମ ଓଡିଶା ରେ ବନ୍ଦ ଡାକରା ଦିଆଯାଇଥିଲା । ଏହି ମହାବନ୍ଦ ର ପ୍ରଭାବ ଏକ ପ୍ରକାର ପୁରାପୁରି ଦେଖିବାକୁ ମିଳିଛି । କୋଶଳ ବନ୍ଦ କୁ ସମର୍ଥନ ଜଣାଇ ଆଜି ଭୁବନେଶ୍ୱର ରେ ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ ଏକ ବିରାଟ ରେଲି…
ସ୍ଵର୍ଗତ ସେଠ ବଲଭଦୁଆଜୀ କାୟଲ ଜାତୀୟ ହକି ଟୁର୍ଣ୍ଣାମେଣ୍ଟରେ ସେଲ ହକି ଏକାଡେମି ଚମ୍ପିୟାନ
ରାଉରକେଲା :ରାଉରକେଲା ଇସ୍ପାତ କାରଖାନାର ସେଲ ହକି ଏକାଡେମି ଅନ୍ୟ ଏକ ସମ୍ମାନଜନକ ଜାତୀୟ ପ୍ରତିଯୋଗିତାରେ ଚମ୍ପିୟାନ ଆଖ୍ୟା ଲାଭ କରିବା ସହିତ ଏହାର ବିଜୟ ଧାରା ଜାରି ରଖିଛି। ସେଲ ହକି ଏକାଡେମି ଦଳ ମହାରାଷ୍ଟ୍ରର ହିଙ୍ଗୋଲି ଠାରେ ଡିସେମ୍ବର ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସ୍ଵର୍ଗତ…
ଏଇଠୁ ଦାବି କଲେ ଶୁଭୁନି, ତେଣୁ ଦିଲ୍ଲୀରେ ଗର୍ଜିବ ବିଜେଡି
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଜାନୁଆରୀ ୮ରେ ସଂସଦ ସମ୍ମୁଖରେ ଧାରଣା
ଭୁବନେଶ୍ୱର : ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଦେଢ଼ଗୁଣା ମୂଲ୍ୟ ପ୍ରଦାନ ଓ ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିନାହାନ୍ତି, ସେ ପର୍ଯ୍ୟନ୍ତ ଓଡ଼ିଶାରେ…
ଶପଥ ନେଉ ନେଉ କଥା ରଖିଲେ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲ ନାଥ: କୃଷକଙ୍କର ଦୁଇ ଲକ୍ଷ ଟଙ୍କା ଯାଏଁ ହେବ ଋଣ ଛାଡ
ଭୋପାଲ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କମଲ ନାଥ | ଶପଥ ନେବାର ମାତ୍ର କେଇ ଘଣ୍ଟା ଭିତରେ ସେ ସେଇଛନ୍ତି ଗୁରୁତ୍ୱପୂର୍ଣ ନିଷ୍ପତ୍ତି | କୃଷକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ମଧ୍ୟପ୍ରଦେଶ ସରକାର…
‘ପେଥାଇ’ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା : ଉପକୂଳ ଓଡିଶାକୁ ବି ଭିଜାଇବ
ଭୁବନେଶ୍ୱର : ଭୟଙ୍କର ଘୂର୍ଣ୍ଣିଝଡ ‘ପେଥାଇ’ ଘୂର୍ଣ୍ଣିଝଡରେ ପରିଣତ ହେବା ପରେ ଦୁର୍ବଳ ହୋଇ ସୋମବାର ଅପରାହ୍ଣ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ବିଶାଖାପାଟଣାର ଦକ୍ଷିଣରେ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ୟୁନିଭର୍ସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି…
କୋଶଳ ରାଜ୍ୟ ଦାବୀ ମହାବନ୍ଦକୁ ବେଙ୍ଗାଲୋରରେ ସମର୍ଥନ ।
ବେଙ୍ଗାଲୋର/ଶାସକପ୍ରଶାସକ-ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ କୋଶଳ କ୍ରିୟାନୁଷ୍ଠାନ କମିଟି ଦ୍ବାରା ଦିଆଯାଇଥିବା ମହାବନ୍ଦ ଡାକରା କେବଳ ପଶ୍ଚିମ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ମଧ୍ୟ ଦେଖିବାକୁ ମିଲିଛି । ବେଙ୍ଗାଲୋରରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ଆଜି ସକାଳୁ ବେଲେନଦୁର ଶିବମନ୍ଦିର ଠାରେ…