ଆଂକେ ଯାଉଛନ୍ତି, ତାଙ୍କେ ଆଉଛନ୍ତି : ମାନେ ପ୍ଲସ ମାଇନସ କ୍ୟାନସଲ

ଭୁବନେଶ୍ୱର: ଆଜି ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟ ଯାଉଛନ୍ତି | ଯିବା ପୂର୍ବରୁ କେନ୍ଦ୍ର ରେଳବାଇ, ବିମାନ ଚଳାଚଳ ମନ୍ତ୍ରାଳୟ ଓ ଖୋଦ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ତିନିଟା ଚିଠି ଲେଖି ଦେଇ ଯାଇଛନ୍ତି  | ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଓଡ଼ିଶା ମହୋତ୍ସବର ରୂପ ଦିଆଯାଇଥିବା…

“ସଡନ ଡେଥ”ରୁ ହେଲା ବିଶ୍ୱ ବିଜୟ ନିଷ୍ପତ୍ତି 

ସରିଲା ମହାମେଳା, ବାଜି ମାରିନେଲା ବେଲଜିୟମ  bhubaneswar/ girija dash ସରିଲା ହକିର ମହାକୁମ୍ଭ । ନଭେମ୍ବର ୨୭ତାରିଖରୁ ଆରମ୍ଭ ହୋଇଥିବା ୨୦ଦିନିଆ ରଙ୍ଗାରଙ୍ଗ ଚିତାକର୍ଷକ ଓ ରୋମାଞ୍ଚକର ଯାତ୍ରାର ଶେଷ ହୋଇଛି ପୁରୁଷ ହକି ବିଶ୍ୱକପ୍ ଫାଇନାଲ୍ ସହ । ଶକ୍ତିଶାଳୀ ନେଦରଲାଣ୍ଡକୁ ହରାଇ…

ଜିଲ୍ଲାସ୍ତରୀୟ ଆଥଲେଟିକ ମିଟ ଉଦଯାପିତ 

ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ) ଭଦ୍ରକ ଜିଲ୍ଲା ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ଆଥଲେଟିକ ମିଟ୍ ୧୫ ଓ ୧୬ ତାରିଖରେ ଦୁଇଦିନ ଧରି ଅନୁଷ୍ଠିତ  ହୋଇ ଯାଇଛି ।  ଏହି ଆଥଲେଟିକ ମିଟରେ ଉଦ୍ଯାପନୀ ଉତ୍ସବରେ ସଞ୍ଜିବ ହିରୋର ମ୍ୟାନେଜିଂ ଡାଇରେକ୍ଟର ସଞ୍ଜିବ…

ଜୀବନ ବିନ୍ଦୁ ଅଭିଯାନରେ ୬୫୨ ୟୁନିଟ୍‍ ରକ୍ତ ସଂଗ୍ରହ: ଛାତ୍ର ବିଜେଡିକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ବିଜୁ ଛାତ୍ର ଜନତା ଦଳ ମହାସଚିବ ହରିଶଙ୍କର ରାଉତଙ୍କ ନେତୃତ୍ୱରେ ନେତୃତ୍ୱରେ ଅନୁଷ୍ଠିତ ଜୀବନ ବିନ୍ଦୁ ଅଭିଯାନ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଗୋଟିଏ ଦିନରେ ୬୫୨ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିବାରୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ…

ସର୍ଗିବାହାଲ ରେ ୩୭ତମ ଆଞ୍ଚଳିକ କ୍ରିକେଟ ପ୍ରତିଯୋଗିତା 

ପଦ୍ମପୁର/ନିିିଳ ଦୀପ-ବୀଣାପାଣି କ୍ଳବ୍ ସର୍ଗିବାହାଲ ଓ ପିଙ୍କ ପ୍ୟାନଥର୍ କ୍ରିକେଟ ଦଳ ସର୍ଗିବାହାଲ ର ମିଳିତ ଆନୁକୁଲ୍ୟରେ ୩୭ ତମ ଆଞ୍ଚଳିକ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୩ଦିନ ରୁ ଚାଲିଥିବା ଏହି କ୍ରିକେଟ ପ୍ରତିଯୋଗିତା ରେ ୨୮ ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ…

ବିଜେପି ପକ୍ଷରୁ ମୟୂରଭଞ୍ଜ ବନ୍ଦ ୧୮ରେ

ବାରିପଦା(ଦିଲ୍ଲୀପ ମହାନ୍ତି ) ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ୟୁପିଏସସି କୋଚିଂ ସେଣ୍ଟାର ଖୋଲାଯିବା ଏବଂ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଚିକିତ୍ସାଳୟଗୁଡ଼ିକରେ ଖାଲିପଡ଼ିଥିବା ୨୨୦ ଡ଼ାକ୍ତର ପଦବୀର ପୂରଣ ଆଦି ଦାବୀ ନେଇ ବିଜେପି ପକ୍ଷରୁ ଡ଼ିସେମ୍ବର ୧୮ରେ ମୟୂରଭଞ୍ଜ ବନ୍ଦ ଡ଼ାକରା…

୧୭ ବର୍ଷରୁ କମ୍ ରାଜ୍ୟସ୍ତରୀୟ ରଗ୍ଦୀ ଫୁଟବଲ ପ୍ରତିଯୋଗିତା :  ମୟୂରଭଞ୍ଜରୁ ପ୍ରତିନିଧିତ୍ୱ କରିବେ ୨୪ ଖେଳାଳୀ 

  ବାରିପଦା(ଦିଲ୍ଲୀପ ମହାନ୍ତି)  ଚଳିତ ଡ଼ିସେମ୍ବର ୧୭ରୁ ଭୂବନେଶ୍ୱର, ୟୁନିଟ-୩ସ୍ଥିତ କ୍ୟାପିଟାଲ ହାଇ ସ୍କୁଲ ପଡ଼ିଆ ପରିସରରେ ଆୟୋଜିତ ହେବାକୁ ଥିବା ୧୭ ବର୍ଷରୁ କମ୍ ରାଜ୍ୟସ୍ତରୀୟ ବାଳିକା ଓ ବାଳକ ରଗ୍ବୀ ଫୁଟବଲ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାରୁ ବାଳକ ବିଭାଗରେ ଗୁଲସନ ରାମ, ରାଜ…

କେବେ ଏମାନେ ଚାଖିବେ ଉଜ୍ଜ୍ୱଳାର ସ୍ୱାଦ : ଜାଳେଣି ପାଇଁ ଖଣିଅଞ୍ଚଳରେ ଉଜୁଡୁଛି ସଂରକ୍ଷିତ ଜଙ୍ଗଲ 

 ଲୋକଙ୍କ ଘରୁ ୪ ଟ୍ରକ୍ ଶାଳ କାଠ ଜବତ କଟା ଗଛ ଗୁଡିକର ବୟସ ମାତ୍ର ୭/୮ବର୍ଷ  ନିଜ ଏରିଆରୁ ଚୋରୀ ହେଉଥିବା ବେଳେ ଓଏମସି ନୀରବଦ୍ରଷ୍ଟା ବଡ଼ବିଲ୍(ଚିତ୍ତରଞ୍ଜନ କର) ବଡବିଲ୍ ରେଞ୍ଜ ଭଦ୍ରାସାହି ପଞ୍ଚାୟତ ଅନ୍ତର୍ଗତ ଭୁସୁଗାଁ ବିଜୁ ହଟିଂରୁ ବ୍ୟାପକ ପରିମାଣର ଶାଳ କାଠ ଜବତ ହୋଇଛି । ରବିବାର…

ସମ୍ଭାବ୍ୟ ଝଡବର୍ଷା ପାଇଁ ଚାଷୀ, ଜନସାଧାରଣ ଓ ଆସନ୍ନ ପ୍ରସବ ମାଆ ମାନଙ୍କ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପଦକ୍ଷେପ  

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ ସମ୍ଭାବ୍ୟ ଝଡବର୍ଷା "ପେଥେଇ" ପ୍ରଭାବରେ ଗଜପତି ଜିଲ୍ଲାରେ ଆସନ୍ତା ଦୁଇ ଦିନ ଧରି ହେବାକୁ ଥିବା ସମ୍ଭାବ୍ୟ ଝଡବର୍ଷା ପାଇଁ ଚାଷୀ, ଜନସାଧାରଣ ଓ ଆସନ୍ନ ପ୍ରସବ ମାଆ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ…

 ମହିଳାଙ୍କ ପାଇଁ ସଂରକ୍ଷଣ ମାମଲା : ଏନସିପି , ଶିବସେନା ନେତାଙ୍କୁ ଭେଟି ସମର୍ଥନ ଲୋଡିଲେ ବିଜେଡି ପ୍ରତିନିଧି 

ଭୁବନେଶ୍ୱର -ସଂସଦ ଓ ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ି  ବିଜେଡିର ପ୍ରତିନିଧି ଦଳ ଶନିବାର ମହାରାଷ୍ଟ୍ରରେ ଏନସିପି ଓ ଶିବସେନାକୁ ଭେଟିଥିଲେ । ବିଜେଡି ତରଫରୁ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବଦ୍ରୀ ନାରାୟଣ ପାତ୍ର ଓ ବରିଷ୍ଠ …