Sign in
Sign in
Recover your password.
A password will be e-mailed to you.
ରାଫେଲ୍ ଯୁଦ୍ଧ ବିମାନକୁ ନେଇ ମୋଦିଙ୍କ ମିଛକୁ ଘୋଡାଉଛନ୍ତି ରୁପାନୀ : କଂଗ୍ରେସ
"ଅଦାଲତଙ୍କୁ ବିଭ୍ରାନ୍ତ କରି ଦେଶବାସୀଙ୍କୁ ଭୁଆଁ ବୁଲାଉଛନ୍ତି କେନ୍ଦ୍ର ସରକାର"
ଭୁବନେଶ୍ୱର(ଶାସକ ପ୍ରଶାସକ)
ରାଫେଲ୍ ଯୁଦ୍ଧ ବିମାନକୁ ନେଇ ମାନ୍ୟବର ଉଚ୍ଚତମ ନ୍ୟାୟଳୟଙ୍କ ରାୟ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜାଣିଶୁଣି ମିଥ୍ୟା ତଥ୍ୟ ପ୍ରଦାନ କରି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ…
ମହାନଦୀ ବିବାଦ ପ୍ରସଙ୍ଗ : ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ଏମବିଏ
"ବିଜେପି ସରକାର ଅଣଦେଖା କରି ଆସୁଥିଲା, ଏବେ କଂଗ୍ରେସ ସରକାର ଆସିବାପରେ ସମାଧାନର ସମ୍ଭାବନା ସୃଷ୍ଟି"
ଭୁବନେଶ୍ୱର(ଶାସକ ପ୍ରଶାସକ) : କିଛି ଦିନ ତଳେ ମହାନଦୀ ବଞ୍ଚାଅ ଆନ୍ଦୋଳନ( ଏମବିଏ)ର ନେତା ମାନେ କଂଗ୍ରେସରେ ଯୋଗ ଦେବା ପରେ ତାହାର ଭବିଷ୍ୟତକୁ ନେଇ ସଂଶୟ ଦେଖା ଦେଇଥିବା ବେଳେ ଆଜି…
ଆଦିତ୍ୟ ବାହିନୀ ନାମକ ଟ୍ରଷ୍ଟ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ଶୀତ ବସ୍ତ୍ର ଏବଂ ଆର୍ଥିକ ସହାୟତା
ଗୁଣପୁରରୁ ସିଦ୍ଧାର୍ଥ ଦାଶ
ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ର ୨୦୦୮ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ର ଯୁବ ଛାତ୍ର ମାନଙ୍କୁ ନେଇ ଏକ ଆଦିତ୍ୟ ବାହିନୀ ନାମକ ଟ୍ରଷ୍ଟ ଗଠନ କରାଯାଇଛି । ଉକ୍ତ ଟ୍ରଷ୍ଟ ର ସାଧାରଣ ସଭା ଓ ବଣଭୋଜି ଗୁଣପୁର ଠାରେ ଅନୁଷ୍ଠିତ…
ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ଦାବି: ଗୁଣୁପୁରରେ ଜୀବନଯାତ୍ରା ଠପ
ଗୁଣପୁରରୁ ସିଦ୍ଧାର୍ଥ ଦାଶ
ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ଦାବି ନେଇ ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ରେ ସମସ୍ତ ଦୋକାନ, ହୋଟେଲ, ବଜାର , ଶିକ୍ଷାନୁଷ୍ଠାନ , ବ୍ୟାଙ୍କ, ସରକାରୀ - ବେସରକାରୀ ବ୍ୟବସାୟ କେନ୍ଦ୍ର ,ବସ୍ , ଅଟୋ, ଟ୍ରେନ ତଥା ଚକା ବନ୍ଦର ଡାକରା…
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ରାୟଗଡ଼ାରେ ଓକିଲ ସଂଘ ତରଫରୁ ବନ୍ଦ ପାଳନ
ରାୟଗଡ଼ାରୁ ସରୋଜ କୁମାର ସାହୁ
ପଶ୍ଚିମ ଓଡିଶା ପରେ ଆଜି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଦକ୍ଷିଣ ଓଡ଼ିଶାର ଅଭିବକ୍ତ କୋରାପୁଟ ଜିଲ୍ଲାର ଓକିଲ ମାନଙ୍କ ବନ୍ଦ ଡାକରାରେ ରାୟଗଡ଼ା ଜିଲ୍ଲା ଓକିଲ ସଂଘ ବନ୍ଦ ପାଳନ କରିଛି । ଏହି ବନ୍ଦ ପାଳନରେ ସମ୍ପୂର୍ଣ୍ଣ ରାୟଗଡ଼ା ଜିଲ୍ଲା ଠପ୍…
ଧର୍ମେଦ୍ରଙ୍କ ବାସିପିଠା କଟାକ୍ଷର ଧାରୁଆ ଉତ୍ତର ଦେଲେ ସୁଶାନ୍ତ : “ପିଠା ଯେତେ ବାସୀ ହେବ ତାର ସୁଆଦ ସେତେ…
ବରଗଡ/ଭୁବନେଶ୍ୱର (ଶାସକ ପ୍ରଶାସକ)
ନିର୍ବାଚନ ଯେତିକି ପଖଉଛି ରାଜନୈତିକ ଆରୋପ ପ୍ରତ୍ୟାରୋପ ସେତିକି ତୀବ୍ର ହେଉଛି | ଯିଏ ଯେଉଁଠି ମଉକା ପାଇଲା ପ୍ରତିପକ୍ଷକୁ ସମାଲୋଚନା କଲା | ଆଉ ପ୍ରତିପକ୍ଷ କି ଛାଡିବ, ସେ ବି ତାର ପାଲଟା ଜବାବ ସାଙ୍ଗେ ସଂଗେ | ଏବେ ଚାଲିଛି ପିଠା ରାଜନୀତି |…
ଯୁବରେଡକ୍ରସ ଉପଦେଷ୍ଟା ସମ୍ବର୍ଦ୍ଧିତ
ଯାଜପୁର (ବ୍ୟୁରୋ ଚିଫ୍ ଜୟଶଙ୍କର ଦାଶ): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ଯୁବରେଡକ୍ରସର ଉପଦେଷ୍ଟା ସୁବାସ ଚନ୍ଦ୍ର ସ୍ୱାଇଁ ଯାଜପୁର ଜିଲ୍ଲାର ସାଧୁ ଗୌଡେ଼ଶ୍ୱର ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବରେଡକ୍ରସ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଜିଲ୍ଲାର ଶ୍ରେଷ୍ଠ ଉପଦେଷ୍ଟା ଭାବେ…
ଓମ୍ ସାଇ ନେହା ଟେଲରିଙ୍ଗ ଟ୍ରେନିଙ୍ଗ ସେଣ୍ଟର ପକ୍ଷରୁ ଫ୍ୟାସନ ଡିଜାଇନ ଟ୍ୟାଲେଣ୍ଟ ପ୍ରତିଯୋଗିତା
ଗୁଣପୁରରୁ ସିଦ୍ଧାର୍ଥ ଦାଶ
ଓମ୍ ସାଇ ନେହା ଟେଲରିଙ୍ଗ ଟ୍ରେନିଙ୍ଗ ସେଣ୍ଟର. କଟିକା ସାହି ,ଗୁଣୁପୁର ଆନୁକୂଲ୍ୟରେ ସହ ୨୦୧୮ ମସିହା ର ପ୍ରଥମ ଫ୍ୟାସନ ଡିଜାଇନ ଟ୍ୟାଲେଣ୍ଟ ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗୁଣୁପୁର ମ୍ୟୁନିସିପାଲଟି ସିଇଓ ଶ୍ରୀମତି…
ପେଥାଇର ସମ୍ଭାବ୍ୟ ଝଡବାତ୍ୟାକୁ ନେଇ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ବ୍ୟାପକ ସୁରକ୍ଷିତ କାର୍ଯ୍ୟକ୍ରମ
୧୭୪ଟି ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ୧୩ ହଜାର ୫୬୭ ଜଣଙ୍କୁ ରଖାଯାଇ ମାଗଣା ରନ୍ଧାଖାଦ୍ୟ ଯୋଗାଣ
ଆପତ୍ତି କାଳୀନ ଫୋନ ସେବା ନମ୍ବର ୯୪୩୭୬୧୮୭୦୩ ଓ ୯୪୩୭୭୪୭୯୩୦
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମୁଦ୍ରିକ ଝଡ ପେଥାଇର ପ୍ରଭାବରେ ଗଜପତି ଜିଲ୍ଲା ବ୍ୟାପି ହେବାକୁ ଥିବା…
ଶ୍ରୀ ଅଗ୍ରସେନ ଜୟନ୍ତୀ ଉତ୍ସବ ପାଳିତ
ବାଲେଶ୍ୱର,(Ujjwal kar): ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପଠାରେ ଅଗ୍ରୱାଲ ସମାଜ ପକ୍ଷରୁ ଏକ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଗ୍ରୱାଲ ସମାଜର ଏକତା ଓ ଅଗ୍ରୱାଲ ସମାଜର ମହା ପୁରୁଷ ଅଗ୍ରସେନ ମହାରାଜଙ୍କ ଜନ୍ମଦିନ ଉପଲକ୍ଷେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ବୋଲି ଉସ୍ତବର ଆୟୋଜକ…