ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଆନନ୍ଦପୁର (ମକରଧ୍ବଜ ଜେନା) :  ଭିଜିଲାନ୍ସ ଜାଲରେ ଫସିଛନ୍ତି ସହକାରୀ ଯନ୍ତ୍ରୀ |  ବୈତରଣୀ ବ୍ୟାରେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଆନନ୍ଦପୁରଙ୍କ  କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ନନ୍ଦ କିଶୋର ସାହୁଙ୍କ ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ୱାଟର ଓ ନିଜ ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ାଉ…

ଅସହାୟ ରଙ୍ଗଲତାଙ୍କ ଭାଗ୍ୟରେ ଅଛି ତ ନବୀନ ବାବୁଙ୍କ ପିଠା !!! 

ଯାଜପୁର(ଜୟଶଙ୍କର ଦାଶ)   ଆମ ଗାଁ ଆମ ବିକାଶ ଯୋଜନା ଜରିଆରେ ସରକାର ଗରୀବ ଲୋକଙ୍କ ନିକଟରେ ସରକାରୀ ସୁଯୋଗ ସୁବିଧା ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ଏହାକୁ ଆଉ ପାଦେ ଆଗେଇ ନେବାକୁ ସରକାର କରିଛନ୍ତି ପିଠା ଯୋଜନା । ପୀଠା ଜରିଆରେ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ବ୍ୟାପକ…

୨୪ ତମ ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଉଦ୍ଘାଟିତ

ବାରିପଦା(ଦିଲ୍ଲୀପ ମହାନ୍ତି) -ସ୍ଥାନୀୟ ଷ୍ଟେସନବଜାର ଆଥଲେଟିକ ପଡିଆଠାରେ ଷ୍ଟେସନ ଆଥଲେଟିକ ଏସୋସିଏସନ ଆନୁକୁଲ୍ୟରେ ୨୪ ତମ ଆନ୍ତରାଜ୍ୟ ସୋନା ଚାନ୍ଦି କପ -୨୦୧୮ ପାଞ୍ଚଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଉଦ୍ଘାଟିତ ହୋଇଯାଇଅଛି ।  ପ୍ରଥମ ଦିବସରେ ପ୍ରଥମ ମ୍ୟାଚରେ ଲକ୍ଷ୍ମୀପୋଷୀ ୩-୦ ଗୋଲରେ…

ନିଜ ସମର୍ଥକଙ୍କ ସହ ବିଚାର ବିମର୍ଷ କଲେ ଘିବେଲା,ଜଣ ହେବ ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ରଣନୀତି 

 ପଦ୍ମପୁର/ନିଳ ଦୀପ-ପଦ୍ମପୁର ସହରର ଘିବେଲା କମ୍ପ୍ଲେକ୍ସ ଠାରେ ଯାଦବ ସମାଜର ବ୍ଳକ ସଭାପତି ଶ୍ରୀଯୁକ୍ତ କେଶବ ଜାଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଗାମୀ ୨୦୧୯ ନିର୍ବାଚନରେ ଯାଦବ ସମାଜ କେଉଁ ରଣନୀତି ନେଇ ବିଧାୟକ ପ୍ରାର୍ଥୀ ତଥା ଯୁବନେତା ରାଜୁ ଘିବେଲାଙ୍କ…

ନେତା ଆତାପାତା : ହୁକୁମ ନେଇ ଆସିଛନ୍ତି କି ଅପରାଜିତା !!!!!

ନହେଲେ କୁହନ୍ତେ "ତମ ମୁହଁକୁ ଲାଜ ନାହିଁ" ସୁବାସ କହିଲେ "ନୂଆ ନୂଆ ଆସିଛନ୍ତି, ଶବ୍ଦକୁ ମଡେଲିଂ କରି କହୁଛନ୍ତି"   ଭୁବନେସ୍ୱର : ଏମିତି  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ କହିନଥିବେ କେବେ...କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି ଭାବି ନଥିବେ, ଦଳର ସଭାପତି ବସନ୍ତ ପଣ୍ଡା କଳ୍ପନା…

ଲୁଚିଛି ନା ଗୋଡ ଦିଟା ଦିଶୁଛି : କଂଗ୍ରେସ କନ୍ଦଳ, ଫାଟ ଜଳ ଜଳ 

ସ୍ୱାଭିମାନ ମିଛ, ପତିଆରା ଆଗ ଦଳ ପଛ    ଭଦ୍ରକ / ସତ୍ୟଭୂଷଣ ସ୍ୱାମୀ : ୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି ଜିଲ୍ଲାରେ ସମସ୍ତ ରାଜନୈତିକ ଦଳମାନଙ୍କର ପାଣିପାଗ ବଦଲୁଛି । ସମସ୍ତ ରାଜନୈତିକ ଦଳ ନିଜ ନିଜ  ଭିତରେ କାଦୁଅ ଫିଙ୍ଗା ରାଜନୀତି କରୁଥିବା ବେଳେ ଜିଲ୍ଲାର ସ୍ୱାର୍ଥ ପାଇଁ କାହାରି…

ସାଲାଇନ ଦେଉଛନ୍ତି ଏକସପାଏରି, ଧରା ପଡିଲେ ଡାକ୍ତରଙ୍କ ଦାଦାଗିରି 

 ହସପିଟାଲରେ ଖବର ସଂଗ୍ରହ କଲାବେଳେ ଡାକ୍ତର ଙ୍କ ଆକ୍ରମଣର ଶୀକାର  ହେଲେ  ସାମ୍ବାଦିକ ବାରିପଦା/Dillip Mohanty  - ବାରିପଦା ପଣ୍ଡିତ ରଘୁନାଥ  ମୁର୍ମୁ ସହପିଟାଲରେ ଘଟିଛି ଏକ ଚର୍ଚିତ ଘଟଣା । ଘଟଣାକ୍ରମେ ମୟୁରଭଞଜିଲା ବାଙ୍ଗିରିପୋଷି ଅଞ୍ଚଳର ଗନ୍ନାଥ ଗିରି ଙ୍କର ଦେହ ହଠାତ୍ ଅସୁସ୍ଥ…

ଗ୍ରାମ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମସଭା

 ନୂଆପଡା /ପ୍ରିୟବ୍ରତ ପଣ୍ଡା ,ବୋଡେ଼ନ ବ୍ଲକ କାର୍ଲାକୋଟ ପଞ୍ଚାୟତ ଠାରେ ସ୍ପ୍ରେଡ ଅନୁଷ୍ଠାନ ର ସହଯୋଗ ରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଗ୍ରାମ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ଉକ୍ତ ସଭା ର ସଭାପତି ସରପଞ୍ଚ ତିଲୋତ୍ତମା ନାଗ ଥିବା ବେଳେ…

କାର୍ଲାକୋଟ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ 

ନୂଆପଡା /ପ୍ରିୟବ୍ରତ ପଣ୍ଡା , ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ର କାର୍ଲାକୋଟ ପଞ୍ଚାୟତ ରେ ପିଠା କାର୍ଯ୍ୟକ୍ରମ ସରକାର ଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ।ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀମତୀ ତିଲୋତ୍ତମା ନାଗ ସଭାପତି ହୋଇଥିବା ବେଳେ ଏପିଓ ଜଇତେନ୍ଦ୍ର ସାହୁ ,ପି ଇ ଓ…

ଶ୍ରମବିଭାଗ ନିର୍ଦ୍ଦେଶ  ନମାନିବାରୁ ଫେରୋକ୍ରୋମ୍ ଠିକାଶ୍ରମିକ ଗେଟ୍ ବନ୍ଦ କରିଲେ

ବ୍ୟାସନଗର : ଆଜି ତା ୧୯/୧୨/୨୦୧୮ ରିଖ ସ୍ଥାନୀୟ ଫେରୋକ୍ରୋମ୍ କାରଖାନାରେ ୧୯ଦିନ ଧରି ଶ୍ରମିକ ଅଶାନ୍ତି ଯୋଗୁଁ ତ୍ରିପାକ୍ଷିକ ଆଲୋଚନା ତା ୧୪/୧୨/୨୦୧୮ ରିଖରେ ହୋଇଥିବା ଶ୍ରମ ବିଭାଗର ନିର୍ଦ୍ଦେଶ  ଓ ଚୁକ୍ତି ୬୮ଜଣ ଶ୍ରମିକଙ୍କୁ ଗେଟ୍ ପାସ୍ ଦେଇଥିବାବେଳେ ଶ୍ରମବିଭାଗର ନିଦେ୍ର୍ଧଶକୁ ଅବମାନନା…