ବିଜୁ ଜନତା ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା

0

ଭୁବନେଶ୍ୱର : ବିଜୁ ଜନତା ଦଳ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜି ତା’ର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି । ବିଜୁ ଜନତା ଦଳ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସ୍ୱାକ୍ଷରରେ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ଏହି ତାଲିକାରେ ବିଜେଡି ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଉପ-ସଭାପତି ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୂର୍ଯ୍ୟ ନାରାୟଣ ପାତ୍ର, ଶ୍ରୀମତୀ ପ୍ରମିଳା ମଲିକ, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଡ. ପ୍ରସନ୍ନ ପାଟ୍ଟଶାଣୀ, ଏନ୍‍. ଭାସ୍କର ରାଓ, ପ୍ରଶାନ୍ତ ନନ୍ଦ, ପ୍ରତାପ କେଶରୀ ଦେବ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ସାଧାରଣ ସଂପାଦକ ପଦ୍ମନାଭ ବେହେରା, ପ୍ରଣବ ପ୍ରକାଶ ଦାସ, ସଂଜୟ କୁମାର ଦାସବର୍ମା, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ରବି ନାରାୟଣ ପାଣି, ପ୍ରଫୁଲ୍ଲ କୁମାର ମଲ୍ଲିକ, କିଶୋର କୁମାର ମହାନ୍ତି, ନବକିଶୋର ଦାସ, ପ୍ରତାପ ଜେନା, ଚନ୍ଦ୍ର ସାରଥୀ ବେହେରା, ରମେଶ ଚନ୍ଦ୍ର ମାଝୀ, ଦିଲ୍ଲୀପ ତିର୍କୀ, ସୁବାସ ସିଂହ, ସୁଶାନ୍ତ ସିଂହ, ଅନନ୍ତ ନାରାୟଣ ଜେନା, ଆକାଶ ଦାସ ନାୟକ, ମୁଜିବୁଲ୍ଲା ଖାଁ (ମୁନ୍ନା), ଶ୍ରୀମତୀ ମିନତି ବେହେରା, ତେଜେଶ୍ୱର ପରିଡ଼ା, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମତୀ କସ୍ତୁରୀ ମହାପାତ୍ର, କୁନା ତ୍ରିପାଠୀ, ଅରିନ୍ଦମ ରାୟ, ଶ୍ରୀମତୀ ଶ୍ରୀମତୀ ସ୍ୱେତା ସ୍ନିଗ୍ଧା ମିଶ୍ର, ଅସିମ ଅମିତାଭ ଦାସ, ଅମରେଶ ପତ୍ରୀ ଓ ରାଣାପ୍ରତାପ ପାତ୍ରଙ୍କ ନାମ ରହିଛି ।

 

Leave A Reply

Your email address will not be published.