ଦେଶି ମଦ ଜବତ ଜଣେ ଗିରଫ

0

ଓଡଗାଁ(ଶ୍ରୀକାନ୍ତ ମିଶ୍ର) :  ସ୍ଥାନୀୟ କୁରାଳ ଗ୍ରାମ କଲେଜ ସାହିର ମୋହନ ଖଟେଇ(୫୨) ତାଙ୍କ କ୍ୟାବିନରେ  ଗତକାଲି ସନ୍ଧ୍ୟାରେ ବେଆଇନ ଭାବେ  ଆସ୍କାଫଟି ବିକ୍ରୀ କରୁଥିବା ବେଳେ ଓଡଗାଁ ପୋଲିସ ଅଧିକାରୀ ହରିବନ୍ଧୁ ଜଗଦେବ ଓ ସହକର୍ମୀମାନେ ମିସି ମଦ ଯବତ କରିବା ସହିତ ତାକୁ ଗିରଫ କରିବାରେ ସଫଳ ହୋଇଥିଲେ । ମାମଲା ରୁଜୁ କରି ଆଜି ତାକୁ କୋର୍ଟଚାଲାଣ କରିଥିଲେ । 

Leave A Reply

Your email address will not be published.