ପିଠାକୁ ନେଇ ଝେକେ ଝେକେ 

 ଝାରବନ୍ଧରୁ ସଦାନନ୍ଦ ବେହେରା  ବରଗଡ଼ ଜିଲ୍ଳା ଝାରବନ୍ଧ ବ୍ଲକ ଝାରବନ୍ଧ ପଞ୍ଚାୟତ ହସ୍ପିଟାଲ ପଡିଆ ରେ ଝାରବନ୍ଧ ବ୍ଲକ ବିଡିଓ ଟିକେଶ୍ଵର ପଟେଲ ଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ଦିନ ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ ଏବଂ ପଦ୍ମପୁର…

ଡ଼ିୟୁଜେ ନିର୍ବାଚନ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଲେ ସାମ୍ବାଦିକ 

ଟିଟିଲାଗଡ଼,(ସୁନୀଲ ବେହେରା) ଟିଟିଲାଗଡ଼ କଲ୍ୟାଣମଣ୍ଡପ ଠାରେ ଓୟୁଜେର ଜିଲ୍ଲା ଶାଖା ଡ଼ିୟୁଜେର ନୂତନ କର୍ମକର୍ତ୍ତା ନିର୍ବାଚନ ସମାପ୍ତ ହୋଇଯାଇଛି । ନିର୍ବାଚନ ନିୟମ ଅନୁଯାୟୀ ପ୍ରଥମେ ସାଧାରଣ ସଭାରେ ନିର୍ବାଚନ ଅଧିକାରୀ  ଚୟନ କରିବା କଥା  । ପ୍ରସ୍ତାବ ଅନୁଯାୟୀ ନାମାଙ୍କନ ପତ୍ର କେଉଁଠି…

ପୀଠା କାର୍ଯ୍ୟକ୍ରମରେ ମହିଳା ମାନେ ପ୍ରଦର୍ଶିତ କଲେ ପିଠା 

କାଳିଆପାଣିରୁ ଦୟାନିଧି ମହାନ୍ତ : ଆମ ଗାଁ ଆମ ବିକାଶ ଯୋଜନାକୁ ତ୍ଵରାନ୍ଵିତ୍ୱ କରିବା ପାଇଁ ପୀଠା କାର୍ଯ୍ୟକ୍ରମ ରଂlସୋଳ ଗ୍ରାମ ପଂଚାୟତ ରେ ଅନୁଷ୍ଠିତ ହୋଇ ଯାଇଅଛି l ସକାଳୁ କୋହୋଲା ପାଗ ଏବଂ ଦିନ ତମାମ ବର୍ଷା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କର ପୀଠା କାର୍ଯ୍ୟକ୍ରମ ରଂlସୋଳ ଗ୍ରାମ ପଂଚାୟତ ଅଫିସ…

ଯୁବନେତା ରାଜୁ ଘିବେଲାଙ୍କ ଦ୍ବାରା ଲକ୍ଷ୍ମୀମଣ୍ଡପ ଉଦଘାଟିତ ।

ପଦ୍ମପୁର/ନିଳ ଦୀପ ପଦ୍ମପୁର ଉପଖଣ୍ଡସ୍ଥ ଝାରବନ୍ଧ ବ୍ଳକ ବିଜାଢୋଲ ଗ୍ରାମରେ ନବନିର୍ମିତ ଲକ୍ଷ୍ମୀମଣ୍ଡପକୁ ଜଣାଶୁଣା ଯୁବ ସମାଜସେବୀ ତଥା ଯୁବ ନେତା  ରାଜୁ ଘିବେଲା ଶୁଭ ଉଦଘାଟିତ କରିଛନ୍ତି । ଶ୍ରୀ ଘିବେଲାଙ୍କୁ ଗ୍ରାମର ଅଧିବାସୀଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା | ଲକ୍ଷ୍ମୀ ମଣ୍ଡପ…

 ଧର୍ମ ପରାୟଣ ବ୍ୟକ୍ତି ଥବିର ସାହୁ ପରଲୋକ : ଗାଇସିଲାଟ ଅଂଚଳରେ ଶୋକର  ଛାୟା 

ପଦ୍ମପୁର /ନୀଳ ଦୀପ :  ଶାସକ ପ୍ରଶାସକ ଖବରକାଗଜର ସାମ୍ବାଦିକ କେଦାର ନାଥ ସାହୁଙ୍କର ଅଜା ତଥା ଜଣାଶୁଣା ବ୍ୟକ୍ତିତ୍ୱ ଗାଇସିଲାଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମର  ଥବିର ସାହୁଙ୍କର ୮୫ବର୍ଷ ବୟସରେ ଦେହାନ୍ତ ହୋଇଛି ।ସ୍ବର୍ଗତ ସାହୁ ଜଣେ ଧର୍ମ ପରାୟଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ । ସେ ଜଣେ…

ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ 

  ଗାଇସିଲାଟ/କେଦାର ନାଥ ସାହୁ ଅମ୍ବାଭନା ବ୍ଲକ ଜୁଙ୍ଗାପାଲି ପଞ୍ଚାୟତର କାର୍ଯ୍ୟରତ ପିଇଓ ନାରାୟଣ ଦେବତା (୫୯)ଙ୍କ ଦୁର୍ଘଟଣାରେ ଗତ ରାତିରେ ମୃତ୍ୟୁ ଘଟିଛି  । ଆଜି ଜୁଙ୍ଗାପାଲିରେ ହେବାକୁଥିବା ପିଠା କାର୍ଯ୍ୟକ୍ରମର ପ୍ରସ୍ତୁତି କାର୍ଯ୍ୟ ସାରି ସେ ବରଗଡପଟରୁ ବାଇକରେ ଯାଉଥିବା ବେଳେ…

ହାଲକୁ  ଅଣଦେଖା: ରାଫେଲ ନିର୍ମାଣ ପାଇଁ ହାଲକୁ ପ୍ରସ୍ତାବ ବି ଦିଆଯାଇନଥିଲା 

ବଲାଙ୍ଗିର/ନୀରୋଜ ମିଶ୍ର : ରାଫେଲ ଯୁଦ୍ଧ ବିମାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ମୋଦୀ ସରକାର ବିରୋଧରେ କଂଗ୍ରେସ ଅଭିଯୋଗ ଆଣି ନିଜ ସ୍ୱରକୁ ଶାଣିତ କରିଥିବା ବେଳେ ଦେଶର ସ୍ୱନାମଧନ୍ୟ ତଥା ପ୍ରଚୁର ଅଭିଜ୍ଞତା ସମ୍ପନ୍ନ (ହାଲ୍) ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡକୁ ରାଫେଲ ନିର୍ମାଣ…

 ରେଳବାଇ ଜି.ଏମ.ଙ୍କ ସହିତ ଆଲୋଚନା କଲେ ସାଂସଦ ସରୋଜିନୀ 

ବାରିପଦା ରେଳଷ୍ଟେସନ ଡି -ଶ୍ରେଣୀରୁ ବି- ଶ୍ରେଣୀକୁ ଉନ୍ନତି ଏବଂ ବାରିପଦାରୁ ପୁରୀକୁ ରାତ୍ରିକାଳୀନ ନିୟମିତ ଟ୍ରେନ ଚଳାଚଳ ଦାବି  ବାରିପଦା(ଅରବିନ୍ଦ ଦାସ ) ବାରିପଦାରୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସାପ୍ତାହିକ ଟ୍ରେନ ଚଳାଚଳକୁ କେନ୍ଦ୍ର ସରକାର ବନ୍ଦ କରାଇଦେବା ଫଳରେ ମୟୂରଭଞ୍ଜ…

ବିଜେପିର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ସଫଳ-ବିଜେପି 

ବାରିପଦା(ଅରବିନ୍ଦ ଦାସ )- ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ୟୁପିଏସସି  କୋଚିଂ ସେଣ୍ଟାର ଖୋଲାଯିବା ଏବଂ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଚିକିତ୍ସାଳୟଗୁଡ଼ିକରେ ଖାଲିପଡ଼ିଥିବା ୨୨୦ ଡ଼ାକ୍ତର ପଦବୀ ପୂରଣ ଆଦି ଦାବୀ ନେଇ ବିଜେପି ପକ୍ଷରୁ ଡ଼ିସେମ୍ବର ୧୮ ମୟୂରଭଞ୍ଜ ବନ୍ଦ ଡ଼ାକରା ଜିଲ୍ଲାରେ…

କାମାକ୍ଷାନଗର ଗସ୍ତରେ ଗଲା ମୟୂରଭଞ୍ଜ ଭଲିବଲ ଟିମ

ବାରିପଦା(ଅରବିନ୍ଦ ଦାସ ) ମୟୂରଭଞ୍ଜ ଆଥେଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ  ଭଲିବଲ ଚୟନ ଶିବିର ମାଧ୍ୟମରେ ନବଗଠିତ ୧୨ ଜଣିଆ ପୁରୁଷ ଓ ମହିଳା ଭଲିବଲ ଟିମ କାମାନଘରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାରୁ ପ୍ରତିନିଧିତ୍ୱ କରିବା ନିମନ୍ତେ ଆଜି ଯାତ୍ରା…