ହାତୀବନ୍ଧା ଠାରେ 108 କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

0

ସିନାପାଲିରୁ ନିରାକାର ମେହେର: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ  ହାତୀବନ୍ଧା ରେ ୧୦୮କୁଣ୍ଡୀୟ  ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ଏ ଥିରେ ଗାଁ ର ସବୁଲୋକ ଓ ଛତିଶଗଡ,କଳାହାଣ୍ଡିରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଯୋଗଦେଇଥିଲେ |ହାତୀବନ୍ଧା ଅନେକ ଯୁବକ, ମା, ଭଉଣୀ, ଗାୟତ୍ରୀ କର୍ମ କର୍ତ୍ତା ସହଯୋଗ କରିଥିଲେ | ଭଜନ, ସଂଗୀତ, ପ୍ରବଚନ, ପ୍ରଭୁତି ବେଶ ଆଡ଼ମ୍ବର ସହ ଗାୟତ୍ରୀ ମହାଯଜ୍ଞ ପୂଜା ଚାଲିଛି |

Leave A Reply

Your email address will not be published.