କଳାହାଣ୍ଡି : ଗାଁ ରାସ୍ତାରେ ଗଣ ହତ୍ୟା

0 2

ଧର୍ମଗଡ଼ରୁ ସୁଶାନ୍ତ ରାଉତ: ଜୟପାଟଣା  ଥାନା ପଲସ ପିପଲଗୁଡା ଶନିବାର ରାତି  ରାସ୍ତାରୁ ଚାରି ଜଣଙ୍କ ମୃତ ଦେହ ଉଦ୍ଧାର । ମୃତକ ଗୋଟିଏ ପରିବାରର ତିନି ଜଣ ସୁଦର ନାଏକ, ଲିଗଂ ନାଏକ, ନକୁଳ ନାଏକ ଓ ଅନ୍ୟ ଜଣେ ଉପି ଶବର । ଚାରି ଜଣଙ୍କୁ ଟାଙ୍କୀଆରେ  ହାଣି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଚିଂ ତଦନ୍ତ ଆରମ୍ଭ କରିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏହାର ତଦନ୍ତ ଚଳାଇଛି |

 

Leave A Reply

Your email address will not be published.