ଶେଷ କୁମାର ମେହେର ବିଜେଡିରୁ ବହିସ୍କୃତ 

0

ଭୁବନେଶ୍ୱର : ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନମଣ୍ଡଳୀର ଶେଷ କୁମାର ମେହେରଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ବହିସ୍କୃତ କରିଛନ୍ତି ବୋଲି ଦଳର ନବ ନିଯୁକ୍ତ ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି | ସୂଚନାଯୋଗ୍ୟ ଯେ ଶ୍ରୀ ମେହେର ଦଳୀୟ ନିଷ୍ପତ୍ତିକୁ ବିରୋଧ କରି ଦଳୀୟ ମହୀଧର ରଣାଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଅବତୀର୍ଣ ହୋଇଛନ୍ତି | 

 

Leave A Reply

Your email address will not be published.