ରାଗରେ ଉଠି ଆସିଲେ ନରସିଂହ

ବଲାଙ୍ଗୀର/ନିରୋଜ ମିଶ୍ର :  "ନବୀନ ସରକାର ଶାସରକାରୀ କାର୍ଯ୍ୟକ୍ରମରେ ଚାଲିଛି ବିଜୁ ଜନତା ଦଳର ବେଧଡକ ପ୍ରଚାର ପ୍ରସାର । ସମ୍ମିଳନୀ କକ୍ଷରେ ଦିଆ ଯାଉଛି ବିଜେଡି ସପକ୍ଷରେ ନାରା ।" ଏଭଳି ଅଭିଯୋଗ କରିବା ସହ ତାକୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ପରିସ୍ଥିତି ଅସହ୍ୟ…

ସକାଳୁ ସକାଳୁ ଜନଗହଳି ଜାଗାରୁ ଛିନତାଇ, ଲୁଟିନେଲେ ୨.୧ ଲକ୍ଷ

ବାରିପଦା/ଦିଲ୍ଲୀପ ମହାନ୍ତି  ପୂର୍ବାହ୍ନ ପ୍ରାୟ 8ଟା । ଜନଗହଳିପୂର୍ଣ୍ଣ ଓ ବ୍ୟସ୍ତ ବହୁଳ ବାରିପଦା ପୌରପରିଷଦର ଟ୍ରାଫିକ ଛକ ନିକଟରେ ଥିବା ମେସର୍ସ ଅଲେଖ ଚନ୍ଦ୍ର ସାହୁଙ୍କ ଦୋକାନରୁ ଛିନତାଇ ହୋଇଗଲା 2.10 ଲକ୍ଷ ଟଙ୍କା ଥିବା ବ୍ୟାଗ । ଦୋକାନର ମାଲିକ ପ୍ରଶାନ୍ତ କୁମାର ସାହୁ ଆଜି…

 ଟ୍ରକ ତଳେ ଚାପି ହେଇ ବାହାଦୂର ମୃତ 

ପାଇକମାଲ :- ଆଜି  ସନ୍ଧ୍ୟା  ପ୍ରାୟ 6 ଘଣ୍ଟା ସମୟ ରେ ପାଇକମାଲ ସ୍ଥିତ ବୈଷ୍ଣବ ଦେବୀ ରାଇସ ମିଲରେ ଏକ ଦୁର୍ଘଟଣା ରେ ମିଲର ବାହାଦୂର ଶ୍ରୀ ଜଙ୍ଗ ବାହାଦୂର ଥାପା ଙ୍କର ମୃତ୍ୟୁ ହେଇଯାଇଛି । ବିଶେଷ ସୂତ୍ରରୁ ଜଣା ପଡ଼ିଛି ଯେ ବାହାଦୂର ଗାଡି ଗୁଡିକ ସାଇଡ କରାଉଥିବା ସମୟରେ ଗୋଟେ ଟ୍ରକ ତାଙ୍କର…

କାଣ୍ଡେତରା ଗ୍ରାମ ପଂଚାୟତଠାରେ ଜାତୀୟ ଖାଦ୍ୟସୁରକ୍ଷା ଆଇନ 2013 କୁ ନେଇ  ସାମାଜିକ ସମୀକ୍ଷା

ନୂଆପଡା/ ପ୍ରିୟବ୍ରତ ପଣ୍ଡା : ନୂଆପଡା/ପ୍ରିୟବ୍ରତ ପଣ୍ଡା ,ଅଦ୍ୟ ତା 11.01.2019 ରିଖ ଦିନ  କାଣ୍ଡେତରା ଗ୍ରାମ ପଂଚାୟତ ଠାରେ ଜାତୀୟ ଖାଦ୍ୟସୁରକ୍ଷା ଆଇନ 2013 କୁ ନେଇ  ସାମାଜିକ ସମୀକ୍ଷା ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମ ପଂଚାୟତ ର ସରପଂଚ ଶ୍ରୀଯୁକ୍ତ ସନ୍ତରାମ ସାହୁ  ଉକ୍ତ…

ସରକାରୀ ଓକିଲ ଶରଦ ଚନ୍ଦ୍ର ସାମନ୍ତ ସମ୍ବର୍ଦ୍ଧିତ 

ବାରିପଦା,(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ କାର୍ଯ୍ୟରତ ଥିବା ସରକାରୀ ଓକିଲ ଶରଦ ଚନ୍ଦ୍ର ସାମନ୍ତ ଶୁକ୍ରବାର କଟକ ଡିଜି ପୁଲିସ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ  ଏକ ସମ୍ମିଳନୀରେ ସମ୍ବର୍ଦ୍ଧିିତ    ହୋଇଛନ୍ତି । ଜିଲ୍ଲା ଦୌରାଜଜଙ୍କ କୋର୍ଟରେ କାର୍ଯ୍ୟରତ…

 ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ : ୧୦ ପଞ୍ଚାୟତରେ ୪୭ଟି ପ୍ରକଳ୍ପ ପାଇଁ ୨କୋଟି ୭୫ଲକ୍ଷ ଟଙ୍କା ମଞ୍ଜୁର 

ବାରିପଦା,(ଦିଲ୍ଲୀପ ମହାନ୍ତି) ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଷ୍ଟେସନ ଖେଳପଡ଼ିଆରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବାରିପଦା ପଞ୍ଚାୟତ ସମିତିର ଜନପ୍ରତିନିଧି, ଜନସାଧାରଣ ସହିତ ଜିଲ୍ଲାପ୍ରଶାସନଷ୍ପଦାଧିକାରୀ, ଅଧିକାରୀ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

 ମୟୂରଭଞ୍ଜର ଗଣପର୍ବ ଟୁସୁ ; ସତ୍ୟ, ଧର୍ମ ଓ ଆତ୍ମବିସର୍ଜନର ପ୍ରତୀକ

ବାରିପଦା/ଅରବିନ୍ଦ ଦାସ ମକର ସଂକ୍ରାନ୍ତି ଓ କୁଡ଼ୁମୀ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇଆସୁଥିବା ଟୁସୁ ପର୍ବ ମୟୂରଭଞ୍ଜ ଜିଲାରେ ଏକ ଗଣପର୍ବ ଭାବେ ପାଳିତ ହୋଇଆସୁଛି । ପର୍ବଟି ମାଘ ମାସର ପ୍ରଥମ ଦିବସରୁ ଆରମ୍ଭ ହୋଇ ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ । ଏହି ଅବସରରେ ମକର ଚାଉଳ ପୂଜା କରାଯାଇ…

 “ଆରୋପି ଘନଶ୍ୟାମ ଖମାରୀଙ୍କୁ ଗିରଫ କରାଯାଉ” 

ବଲାଙ୍ଗିର(ନିରୋଜ ମିଶ୍ର) -  ଆରୋପି ଘନଶ୍ୟାମ ଖମାରୀଙ୍କୁ ଗିରଫ କରାଯିବା ଦାବି କରିବା ପାଇଁ  ଭିଲେଜର୍ସ ଇଣ୍ଡିଆପାର୍ଟି, ଆଦିବାସୀ ଅଧିକାର ମହାସଂଘ/ ଆଦିବାସୀ/ ଦଳିତ/ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଏକତା ପରିଷଦ/ ପଶ୍ଚିମ ଓଡିଶା ଲକ୍ଷେ ଘର ଗଣ୍ଡା ସମାଜ ବିକାଶ ମହାସଂଘ/ପ୍ରାଉଟିଷ୍ଟ ବ୍ଲକ ଅଫ୍…

ଦିଶାହୀନ ପି. ଏମ. ଜି. ଦିସା  !!!

ବଲାଙ୍ଗୀର/ ନିରୋଜ ମିଶ୍ର : ରକ୍ଷକ ଜଦି ଭକ୍ଷକ ହୁଏ ତେବେ ଲୋକେ କାହାକୁ ବିଶ୍ୱାସ କରିବେ । ବଲାଙ୍ଗୀର ଜିଲ୍ଲାରେ ପି. ଏମ. ଜି. ଦିସା ନାରେ ଲୋକଙ୍କ ଠାରୁ ଲୁଟୁଛନ୍ତି  କମନ ସର୍ଭିସ୍ ସେଣ୍ଟର ର ଭି.ଏଲ. ଇ ! ଭାରତର ପ୍ରଧାନମନ୍ତ୍ରୀ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ ମାଧ୍ୟମରେ  ପ୍ରତ୍ୟେକ…

ସରକାରୀ ଚାକିରୀରେ ମ୍ୟାଚ୍ ଫିକ୍ସିଂ କରିଛନ୍ତି ସରକାର, ଚାକିରୀ ଆଶାୟୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ସରକାର

ଭୁବନେଶ୍ୱର – ସରକାରୀ ଚାକିରୀକୁ ନେଇ ଓଡିଶା ସରକାରଙ୍କର ପ୍ରୀୟା, ପ୍ରୀତି, ତୋଷଣ ନୀତିକୁ ସମାଲୋଚନା କରିଛି କଂଗ୍ରେସ । ଆଜିର ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ସରକାରୀ ଚାକିରୀକୁ ନେଇ ଓଡିଶା ସରକାର ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ…