Sign in
Sign in
Recover your password.
A password will be e-mailed to you.
ଓଡିଶା ପୋଲିସର ପ୍ରଥମ ମହିଳା କବାଡି ଟିମ ଗଠିତ
ଓଡିଶା ପୋଲିସର ପ୍ରଥମ କବାଡି ଟିମ ଗଠିତ ପ୍ରଥମ ଥର ପାଇଁ ଗଠନକରାଯାଇଅଛି | ଏହି ଦଳ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁଥିବା ବରିଷ୍ଠ ବିଭାଗ ଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗୀତାରେ ଅଂଶ ଗ୍ରହଣ୍ କରିବ | ଏହି ନୂତନ ଭାବେ ଗଠିତ ଦଳ ସବ୍ଇନିିସ୍ପେକ୍ଟର ରଶ୍ମିତା ବେହେରା ଜଣେ…
ସାଧାରଣ ତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ଉପଖଣ୍ଡସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ଗୁରୁବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଉପଜିଲ୍ଲାପାଳ ବିଶି କେସନ ଦେହୁରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ…
ଜିଲ୍ଲା ପୋଲିସର ଜନସମ୍ପର୍କ ଶିବିର
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ:ସମ୍ବଲପୁର ଜିଲ୍ଲା ପୋଲିସ ଆନୁକୁଲ୍ୟରେ ରେଢ଼ଖୋଲ ଥାନା ଛତ୍ରପୁର ଗ୍ରାମଠାରେ ଗୁରୁବାର ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ସମ୍ବଲପୁର ଏସପି ସଞ୍ଜିବ ଆରୋରା ,ରେଢ଼ାଖୋଲ ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା ଡେପୁଟି କମାଣ୍ଡାଣ୍ଟ ବୁଦ୍ଧ…
କଦଳୀଗଡ଼ରେ ସୁନ୍ଦରା କାଣ୍ଡ ପାରାୟଣ ଉଦଯାପିତ
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ: ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀ ଗଡ଼ ଗ୍ରାମରେ ସୁନ୍ଦରା କାଣ୍ଡ ପାରାୟଣ ମହା ସମାରୋହରେ ପାଳିତ ହୋଇଯାଇଛି I ଉକ୍ତ ସୁନ୍ଦରା କାଣ୍ଡ ପାରାୟଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ହୋଇ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ଭଗବାନ ଙ୍କର…
ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ପ୍ରସଙ୍ଗ : ଦେବେଗୌଡ଼ା ଦେଲେ ସମର୍ଥନର ପ୍ରତିଶ୍ରୁତି
ଭୁବନେଶ୍ୱର : ବିଜେଡିର ପ୍ରତିନିଧି ଦଳ ଆଜି ଜନତା ଦଳ (ଏସ୍)ସଭାପତିଙ୍କୁ ଭେଟିଥିଲେ । ବିଜେଡି ତରଫରୁ ସାଂସଦ ଶ୍ରୀ ନଗେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ରବୀନ୍ଦ୍ର କୁମାର ଜେନା ଜନତା ଦଳ (ଏସ୍) ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ୍.ଡି. ଦେବେଗୌଡ଼ାଙ୍କୁ ବେଙ୍ଗାଲୁରୁସ୍ଥିତ ତାଙ୍କ…
ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର ।
ପଦ୍ମପୁର/ନୀଳ ଦୀପ - ଗୁରୁବାର ଅପରାହ୍ନ 4ଟା ସମୟରେ ସ୍ଥାନୀୟ ଦୁର୍ଗା ମନ୍ଦିର ନିକଟରେ ଥିବା ବଡ ବନ୍ଧ ପାଣି ଭିତରୁ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଲୋକେ ପୋଲିସ ଓ ଦମକଳ ବହିନୀକୁ ଖବର ଦେବା ପରେ ଦମକଳ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ଶବ ଉଦ୍ଧାର କରିଥିଲେ।…
୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଦ୍ୱିତୀୟ ଦିନର ଖେଳରେ ସେଲ ରାଂଚି ଓ ଜୁଭେନିଏଲ କଟକ ବିଜୟୀ
ଶୁକ୍ରବାର ଦିନ ପ୍ରଥମ ମ୍ୟାଚ ଜୋବ୍ରା ସୋଲାର କଟକ-ଜାମସେଦପୁର କିଙ୍ଗ ଜାମସେଦପୁର
ଏବଂ
ଦ୍ୱିତୀୟ ମ୍ୟାଚ ସେରସା ନାଗପୁର-ୟୁଥ କ୍ରିକେଟ କ୍ଳବ ରାଉରକେଲା
ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ…
ମାଟି ମା ମୟୁରଭଞ୍ଜ ର ସ୍ୱାର୍ଥ ରକ୍ଷା ପାଇଁ ସଂଗ୍ରାମ ଡାକରା ଦେଲା ଜେଏମଏମ ଯୁବ ଶାଖା
ବାରିପଦା/ଦିଲ୍ଲୀପ ମହାନ୍ତି : ଆଜି ବାଙ୍ଗିରିପୋଷି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ପଠୁରି ଠାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ,ଯୁବ ଶାଖା ଏକ ବିଶାଳ ଯୁବ ସମାବେଶ ଆୟୋଜନ କରି ଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମୟୁରଭଞ୍ଜ ପ୍ରତି ବୈମାତୃକ ମନୋଭାବ ବିରୋଧ ରେ ଏହି ବିଶାଳ…
ବରିଷ୍ଠ ସାମ୍ବାଦିକଙ୍କ ଦେହାନ୍ତ : ବଡ଼ବିଲ ପ୍ରେସ କ୍ଲବର ଶୋକସଭା
ବଡ଼ବିଲ (ଚିତ୍ତରଞ୍ଜନ କର) : ବରିଷ୍ଠ ସାମ୍ବାଦିକ ତଥା ଲେଖକ ଓ ପରିବେଶବିତ କଳାକାର ନାଏକଙ୍କ ଦେହାନ୍ତ ହୋଇଯାଇଛି । ମଙ୍ଗଳବାର ଦିନ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଯୋଡ଼ା ସ୍ଥିତ ଟିସ୍କୋ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । କଳାକାର ନାଏକ…
ଲୋକସମ୍ପର୍କ ଅଭିଯାନକୁ ବ୍ୟାପକ କଲେ ସ୍ୱାଧିନ ବିଧାୟକ ପ୍ରାର୍ଥୀ ରାଜୁ ଘିବେଲା
ପଦ୍ମପୁର/ନିଳ ଦୀପ- ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ପଦ୍ମପୁର ଅଂଚଳରେ ବିଭିନ୍ନ ରାଜନୈତିକ ଦଳ ମାନେ ନିଜର ସମର୍ଥକ ମାନଙ୍କୁ ନେଇ ନିର୍ବାଚନ ପାଇଁ ପ୍ରସ୍ତୁତ ବୈଠକ ଓ ପ୍ରଚାର ପ୍ରସାର କରିବାରେ ଲାଗିପଡିଛନ୍ତି । ଏଥିରୁ ବାଡ଼ ପଡ଼ିନାହାନ୍ତି ପଦ୍ମପୁର ଅଂଚଳର ଜଣାଶୁଣା ଯୁବ…