Sign in
Sign in
Recover your password.
A password will be e-mailed to you.
ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍ର ନୂତନ କର୍ମକର୍ତ୍ତା
ଭୁବନେଶ୍ୱର- ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍ର ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଉପ-ସଭାପତି ଭାବେ ସେକ୍ ମୁସ୍ତଫା, ଏମ୍ଡି. ଖୁଦରତ୍, ରାଜ୍ୟ ସାଧାରଣ ସଂପାଦକ ଭାବେ ଅହମ୍ମଦ ଅଲ୍ଲୀ, ରାଜ୍ୟ ସଂପାଦକ ଭାବେ…
ଭରଦ୍ୱାଜ ମିଶ୍ର ବିଜୁ ଜନତା ଦଳର ମୁଖପାତ୍ର ନିଯୁକ୍ତ
ଭୁବନେଶ୍ୱର- ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ମୁଖପାତ୍ର ଭାବେ ଶ୍ରୀ ଭରଦ୍ୱାଜ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ସଭାପତି ଭାବେ ଶ୍ରୀ ନରେନ୍ଦ୍ର କୁମାର ପରିଡ଼ା ଓ କାର୍ଯ୍ୟକାରୀ ସଭାପତି ଭାବେ…
ପ୍ରେସ ୟୁନିୟନ ରାୟଗଡ଼ାର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ
ରାୟଗଡ଼ା(ସରୋଜ କୁମାର ସାହୁ) ପ୍ରେସ ୟୁନିୟନ ରାୟଗଡ଼ା ର ତୃତୀୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ନିରାଡମ୍ବର ଭାବେ ପାଳନ କରିଛି । ଏହି ଅବସରରେ ୟୁନିୟନର ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ସ୍ଥାନୀୟ ଶକ୍ତି ବୃଦ୍ଧାଶ୍ରମ ଓ ରାୟଗଡ଼ା ପ୍ରସିଦ୍ଧ ଠାକୁରାଣୀ…
ଖେଲୋ ଇଣ୍ଡିଆ ଖେଳରେ ଖୋ-ଖୋ ଯୁବା (୨୧ ବର୍ଷରୁ କମ୍) ଖେଳରେ ବଲାଙ୍ଗୀର ଝିଅର ସଫଳତା
ବଲାଙ୍ଗୀର/ନିରୋଜ ମିଶ୍ର : ସର୍ବଭାରତୀୟ ସ୍ତରରେ ଖେଲୋ ଇଣ୍ଡିଆ ଖେଳ ଜାନୁଆରି ୯ ତାରିଖରୁ ୨୦ ଜାନୁୟାରୀ ପର୍ଯ୍ୟନ୍ତ ଅନୁଷ୍ଠାନ ହୋଇଥିଲା । ଓଡିଶା ଯୁବା ଖୋ-ଖୋ ଦଳରେ ବଲାଙ୍ଗୀର ଜିଲ୍ଲା ଅଙ୍କରିଆ ପଦର ଗ୍ରାମର କୁମାରୀ ପ୍ରତିମା କୁମ୍ଭାର ଓଡିଶା ଦଳ ତରଫରୁ ଅଂଶ ଗ୍ରହଣ କରିଥିଲେ । ଓଡିଶାର…
କଂଗ୍ରେସକୁ ଝଟକା : ଦଳ ଛାଡିଲେ ପ୍ରଣୟ ସାହୁ
ଭୁବନେଶ୍ବର :ନବ, ଯୋଗେଶଙ୍କ ପରେ କଂଗ୍ରେସ ଛାଡିଲେ ବିଜେପୁର ନିର୍ବାଚନରେ କଂଗ୍ରେସ ପକ୍ଷରୁ ଲଢ଼ିଥିବା ପ୍ରଣୟ ସାହୁ | ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ସେ ସମସ୍ତ ପଦ ଓ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସରେ ତାଙ୍କୁ ଅଣଦେଖା ହୋଇ କରାଯାଉଥିବା ଅଭିଯୋଗ…
ସାଇଟ ୫୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ: ସାଇଟ ସ୍ପୋର୍ଟ ସୋସାଇଟି ବିଜୟୀ
ବଲାଙ୍ଗୀର(ନିରୋଜ ମିଶ୍ର)- ବଲାଙ୍ଗୀର ନିକଟସ୍ଥ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଳି ଠାରେ ୫୨ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ସାଇଟ୍ ପ୍ରତିଷ୍ଟାତା ତଥା ଫାଓ ଓଡିଶା ଓ ବଲାଙ୍ଗୀର ଜିଲ୍ଲା କ୍ରିଡାସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ତାତିଲେଣି ୫ ମୌଜାର ଗ୍ରାମବାସୀ : ପଟ୍ଟା ସଂଶୋଧନ ନହେଲେ ଆନ୍ଦୋଳନ
ଗୁଣୁପୁର(ସିଦ୍ଧାର୍ଥ ଦାଶ) : ରାୟଗଡ଼ା ଜିଲ୍ଲା ଗୁଣପୁର ସହର ପୁରୁଣା ବସତି ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଲାଗି ଦାବି ହୋଇଛି। ଏନେଇ କତୁରୁ, ନୂଆଗାଁ, ବିକ୍ରମପୁର, କାମ୍ପଗୁଡା, ବେବର୍ତ୍ତା ଢ଼େପ, ପୁରୁଣା ଗୁଣପୁର ଆଦି ମୌଜା ର ଗ୍ରାମବାସୀ ରବିବାର ଦିନ…
ଗୁଣପୁର ଠାରେ ଜାତୀୟ ଭୋଟର ଦିବସ ପ୍ରସ୍ତୁତି ବୈଠକ
ଗୁଣୁପୁର/ ସିଦ୍ଧାର୍ଥ ଦାଶ : ଗୁଣପୁର ଉପଜିଲ୍ଲାପାଳଙ୍କ ସଦ୍ଭାବନା ଗୃହଠାରେ ଭୋଟର ଦିବସ ଉପଲକ୍ଷେ ଉପ ଜିଲ୍ଲାପାଳ ବି.ସିଦ୍ଧେଶ୍ୱର ବଳିରାମଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ଭାରତ ନିର୍ବାଚନ ଆୟୋଗ ତରଫରୁ ଜାନୁୟାରୀ ୨୫…
ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ କର୍ମକର୍ତ୍ତାମାନଙ୍କ ବୈଠକ
ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆଇନଜୀବୀ ସାମ୍ମୁଖ୍ୟର ଜିଲ୍ଲା ଆବାହକ ଏବଂ ଜୋନାଲ୍ କମିଟି ଆବାହକମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଇନମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଯୋଗଦେଇ ଆଇନଜୀବୀମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ନେଇଥିବା…
କସ୍ତୁରୀ ଓ ସୁଲତା ବିଜେଡି ମୁଖପାତ୍ର
ବିଜୁ ଜନତା ଦଳ ଅପ୍ରବାସୀ ସାମ୍ମୁଖ୍ୟର ଆବାହକ ଭାବେ ଶ୍ରୀ ନନ୍ଦଲାଲ ସିଂହ
ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦୁଇଜଣ ମହିଳା ନେତ୍ରୀଙ୍କୁ ବିଜୁ ଜନତା ଦଳର ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି । ସେମାନେ ହେଲେ ବିଜୁ ମହିଳା ଜନତା ଦଳର…