ଶିକ୍ଷକ ଅଭାବ ନେଇ ଅଭିଵାଭାବକ ପକାଇଲେ ସ୍କୁଲରେ ତାଲା, ରାସ୍ତାରେ ପିଲା 

ଗୁଣୁପୁର/ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ଅମଡିଙ୍ଗ୍ ସରକାରି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକ ଓ ସ୍କୁଲ କମିଟି ବିଦ୍ୟାଳୟ ମୁଖ୍ୟ ଫାଟକ ରେ ତାଲା ପକାଇଲେ । ରାସ୍ତା ଉପରେ ଛାତ୍ର ଛାତ୍ରୀ ଓ କିଛି ଅଭିଭାବକ ବସି ରହିଥିବା ଦେଖିବାକୁ ମିଳିଥିଲା ।…

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଥ୍ରି-ଡି ପ୍ରିଣ୍ଟି ଲେବ୍‍ ଓ ଥ୍ରି-ଡି…

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଲୁରି ନଗର ଠାରେ ଥିବା ସେଞ୍ଚୁରିଆନ ୟୁନିଭରସିଟି କ୍ୟାମ୍ପସ ପରିସରରେ ୟୁନିଭରସିଟିର ଛାତ୍ର ଓଅଧ୍ୟାପକ ଗଣଙ୍କ ପ୍ରଚେଷ୍ଟାରେ ଆଧୁନିକଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଭାବେ ଥ୍ରିଡି ପ୍ରିଣ୍ଟିଂ ଲେବ ଓ ଥ୍ରିଡି ଏµପେରିଆନ ସେଣ୍ଟରର…

ପିଠା କାର୍ଯ୍ୟକ୍ରମରେ ଅବ୍ୟବସ୍ଥା : ଖାଇବାକୁ ନପାଇ ଫେରିଲେ ଶତାଧିକ ମହିଳା

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନ୍ଏସି ଓ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ପିଠା କାର୍ଯ୍ୟକ୍ରମ ଜାରି ରହିଛି l ହେଲେ ରେଢ଼ାଖୋଲ ଏନ୍ଏସି ର ୮ ନଂମ୍ବର ଓ୍ୱାଡ଼ ଅନ୍ତର୍ଗତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲାଲ ଚୁଡ଼ି ପଠାଇଲା ବିଜେପି 

 ବାଲେଶ୍ୱର(ଉଜ୍ଜ୍ୱଳ କର): ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ନବୀନ ସରକାର କଥା କେବଳ ପାଣିର ଗାର ସଦୃଶ । ଆଜିବି ସାଧାରଣ ଘରର ମହିଳା ଅସୁରକ୍ଷିତ ମନେ କରୁଛି । ଓଡିଶାରେ ୮ ବର୍ଷର କନ୍ୟା ଠାରୁ ୬୦ ବର୍ଷର ବୟଷ୍କ ମହିଳା ପର୍ଯ୍ୟନ୍ତ ସୁରକ୍ଷିତ ନାହାନ୍ତିି । ମାଧବୀଲତା ଠାରୁ ଆରମ୍ଭ କରି…

ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

 ବାଲେଶ୍ୱର(ଉଜ୍ଜ୍ୱଳ କର)): ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶ କ୍ରମେ ଦାରିଙ୍ଗି ବାଡିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ଓ ପରେ ପରେ ନବଜାତ ଶିଶୁର ମୃତ୍ୟୁ ଓଡିଶା ପାଇଁ ଏକ କଳଙ୍କିତ ଅଧ୍ୟାୟ ବୋଲି ପ୍ରକାଶ କରି ଆଦିବାସୀ କଲ୍ୟାଣ, ମହିଳା…

୧୭ତମ ଜିଲ୍ଲାସ୍ତରୀୟ ସ୍କାଉଟ ଏବଂ ଗାଇଡସ୍ କେମ୍ପୋରୀ ଉଦଯାପିତ 

 ବାଲେଶ୍ୱର(ଉଜ୍ଜ୍ୱଳ କର) : ସ୍ଥାନୀୟ ପବ୍ଲିକ ସ୍କୁଲ ପରିସରରେ ସ୍କାଉଟ ଏବଂ ଗାଇଡ୍ସ କେମ୍ପୋରୀ ପକ୍ଷରୁ ୧୭ତମ ଜିଲ୍ଲାସ୍ତରୀୟ ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ଏହି ଶିବିରରେ ସମଗ୍ର ଜିଲ୍ଲାରୁ ମୋଟ୍ ୨୮୧ଟି ବିଦ୍ୟାଳୟରୁ ୧୧୧୧ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଶିବିରଟି ୩ଦିନ…

ବାଲେଶ୍ୱର ସଦର ବ୍ଲକ ସିନ୍ଧିଆ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ 

 ବାଲେଶ୍ୱର(ଉଜ୍ଜ୍ୱଳ କର): ବାଲେଶ୍ୱର ସଦର ବ୍ଲକ ସିନ୍ଧିଆ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ   ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାଶ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୂଖି ଯୋଜନା ବିଷୟରେ ଆଲୋଚନା କରିଥିବା ବେଳେ…

ଚନ୍ଦନଭାଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବଲାଙ୍ଗିର/ନିରୋଜ ମିଶ୍ର :  ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଚନ୍ଦନଭାଟିର ବାର୍ଷିକ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ବିରୋଧିଦଳ ନେତା ନରସିଂହ ମିଶ୍ର   ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ରିଚପାଲ ସାଗର ଓ ବିଦ୍ୟାଳୟ ପରି·ଳନା ସମିତିର…

୮ମ ଶ୍ରେଣୀ ଛାତ୍ରୀର ସନ୍ତାନ ପ୍ରସବ ପ୍ରତିବାଦରେ ଦୁଇ ମନ୍ତ୍ରୀଙ୍କ  ଇସ୍ତଫା ଦାବି କଲା ମହିଳା କଂଗ୍ରେସ

ବାରିପଦା(ଦିଲ୍ଲୀପ ମହାନ୍ତି )- ଦାରିଙ୍ଗିବାଡ଼ି ଅଞ୍ଚଳରେ ଏକ ନାବାଳିକା ତଥା ଅବିବାହିତା ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଓ ପରବର୍ତ୍ତି ସମୟରେ ନବଜାତ ଶିଶୁର ମୃତୁ୍ୟ ଓଡ଼ିଶା ନିମନ୍ତେ ଏକ କଳଙ୍କିତ ଅଧ୍ୟାୟ ବୋଲି କହିଛି ମୟୂରଭଞ୍ଜ ଜିଲ୍ଲା ମହିଳା କଂଗ୍ରେସ । ଆଜି ଓଡ଼ିଶା ପ୍ରଦେଶ…