Sign in
Sign in
Recover your password.
A password will be e-mailed to you.
୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଉଦଯାପିତ :ୟୁଥ କ୍ରିକେଟ କ୍ଲବ ରାଉଲକେଲା ଚମ୍ପିୟାନ ।
ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଉଦଯାପିତ ହୋଇଯାଇଛି ।ଉଦଯାପନୀ ମ୍ୟାଚ ଇକୋ ରେଲୱେ ଖୋର୍ଦ୍ଧା ଓ ୟୁଥ କ୍ରିକେଟ କ୍ଲବ ରାଉଲକେଲା ମଧ୍ୟରେ ଅନୁଷ୍ଠିତ…
ଆକ୍ସନ ମୋଡ଼ରେ ପାଇକମାଲ ପୋଲିସ ।
ପାଇକମାଲ/ଗୌରାଙ୍ଗ ଦାଶ:-ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜାମସେଥ ନିକଟସ୍ଥ ଏକ ଧାନ ଖଳାରେ ଅବୈଧ ଭାବରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଜୁଆ ଖେଳୁଥିବା ଅବସ୍ଥାରେ 6 ଜଣ…
ଗଣମାଧ୍ୟମ ପ୍ରତିନିଧିଙ୍କ ସାମାଜିକ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହୁଅନ୍ତୁ
ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଏକ ସସ୍ଥ ସମାଜ ଗଠନ ଓ ଗଣତାନ୍ତ୍ରୀକ ମୂଲ୍ୟବୋଧର ପ୍ରତିଷ୍ଠା ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାର ପ୍ରତିନିଧିମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ନିଜର ସାମାଜିକ ଦାୟିତ୍ୱ ନିର୍ବାହ…
“ବେବିନାକୁ ନ୍ୟାୟ ଦେବା ପାଇଁ : ଚୁଡ଼ି ପଠାଉଛୁ ପିନ୍ଧିବ “
ନବୀନ ପଟ୍ଟନାୟକଙ୍କ ପାଖକୁ ଡାକ ଯୋଗେ ଚୁଡି ପଠେଇଲେ ବିଜେପିି ମହିଳା ମୋର୍ଚ୍ଚା
ଭଦ୍ରକ/SATYABHUSAN SWAMI : ବେବିନା ଗଣ ବଳାତ୍କାର ମାମଲାର ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବେବିନାକୁ ନ୍ୟାୟ ଦେବା ଦାବୀ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚୁଡି…
୧୧ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ,ସନ୍ଦେହରେ ୪ଅଟକ
ବାରିପଦା(ଦିଲ୍ଲୀପ ମହାନ୍ତି) : ବାରିପଦା ସଦର ଥାନା ଅଧୀନ ବାଉରା ଗ୍ରାମର ଜଣେ ୧୧ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଶନିବାର ପିଡିତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି । ସଦର ପୁଲିସ ଏହି ଅଭିଯୋଗକୁ ଭିତି କରି ୫/୧୯ନମ୍ବରରେ ଏକ ମାମଲାଚଢ଼ାଉ କରି ସନେ୍ଦହରେ ୪ ଜଣଙ୍କୁ…
ବରିଷ୍ଠ ବିଜେଡି ନେତା ବାଲା ରାଜୁଙ୍କ ବିୟୋଗରେ ଜିଲ୍ଲାସ୍ତରୀୟ ଶୋକସଭା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କାଣ୍ଟ୍ରାଗଡ ଗ୍ରାମର ବରିଷ୍ଠ ବିଜେଡି ନେତା ଏ.ବାଲାରାଜୁଙ୍କ ବିୟୋଗରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜୁ ଜନତାଦଳ କାର୍ଯ୍ୟାଳୟ ଠାରେ ବିଜେଡି ଦଳ ପକ୍ଷରୁ ଜିଲ୍ଲାସ୍ତରୀୟ ଶୋକ ସଭା କାର୍ଯ୍ୟକ୍ରମ…
ଉତ୍ତମ ଚରିତ୍ର ଗଠନ ସହ ଶୃଙ୍ଖଳିତ ହେବା ଏବଂ ମୋବାଇଲ ଫୋନ ବ୍ୟବହାରର ସଦ୍ବିନିଯୋଗ କରିବା ଉପରେ ଗୁରୁତ୍ୱ
ମହିଳା ସ୍ନାତକ ମହାବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଉତ୍ତମ ଚରିତ୍ର ସହ ଶୃଙ୍ଖଳିତ ହୋଇ ନିଷ୍ଠାର ସହ ପାଠପଢାପ୍ରତି ଅଧିକ ଧ୍ୟାନ ଦେଲେ ଛାତ୍ରୀମାନଙ୍କ ଆଗାମୀ ଭବିଷ୍ୟତ ଉଜ୍ୱଳମୟ ହୋଇପାରିବ ବୋଲି ପାରଳାଖେମୁଣ୍ଡି ଠାରେ ମହିଳା ସ୍ନାତକ…
ନିକୋ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଇବାରେ ଉପବାଚସ୍ପତି ସାନନ୍ଦ ସଫଳ
ବାରିପଦା(ଦିଲ୍ଲୀପ ମହାନ୍ତି )- ଇପିକଲ ଓ କୋଲକାତାସ୍ଥିତ ନିକୋ କେବୁଲ ଡ଼ିଭିଜନର ମିଳିତ ସହଯୋଗରେ ବାରିପଦା ପୌରପରିଷଦର ପାଲବଣି ତଥା ୧୮ ନଂମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ତାଲା ଝୁଲିଥିବା ନିକୋ କେବୁଲ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାବାରେ ଉପବାଚସ୍ପତି ସାନନ୍ଦଙ୍କ ପ୍ରୟାସ ଶେଷରେ …
ସୁନାରାମ ସୋରେନ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତକୁ ନେଇ ବିବାଦ : ପ୍ରଶାସନ ପକ୍ଷରୁ ବିବାଦୀୟ ସ୍ଥାନରେ ୧୪୪ ଧାରା ଜାରି
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ଭଞ୍ଜପୁର ଛକ ନିକଟରେ ଥିବା ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତକୁ ନେଇ ସୋନାରାମ ସୋରେନ ଫାଉଣ୍ଡେସନ କମିଟି ଓ ଆସେକା ମଧ୍ୟରେ ଦେଖା ଦେଇଛି ବିବାଦ । ଫଳରେ ଲ ଆଣ୍ଡ ଅଡର୍ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି…
କାକତାଳୀୟ ହେଲେ ବି କାରଣ ସୌମ୍ୟରଂଜନ, ନିଷ୍କଣ୍ଟକ ନିରଞ୍ଜନ
ପୁରୁଣା ହିସାଵ କଲେ ଦଫା ରଫା, ଶ୍ରୀକାନ୍ତ-କୃଷ୍ଣଚନ୍ଦ୍ର ସଫା
ପ୍ରଥମେ ନବ ଦାସ, ତାପରେ ଯୋଗେଶ, ଆଉ ତାପରେ ପଡ଼ିଲା ଡବଲ ଉଇକେଟ | ନିରଞ୍ଜନ ପଟ୍ଟନାୟକଙ୍କ ପରମ ବିରୋଧୀ ଓ ସମାଲୋଚକ ଭାବେ ଜଣାଶୁଣା ଶ୍ରୀକାନ୍ତ ଓ କୃଷ୍ଣ ସାଗରିଆ କଂଗ୍ରେସରୁ ହେଲେ ବହିସ୍କୃତ | ନିରଞ୍ଜନଙ୍କ ପରୋକ୍ଷ ପ୍ରସାଦ…