Sign in
Sign in
Recover your password.
A password will be e-mailed to you.
ବିଜେପି ନାରୀ ନିର୍ଯାତନାକୁ ଆଳ କରିଛି : ବିଜେଡି
ଭୁବନେଶ୍ୱର, ୨୧ ଜାନୁଆରୀ - ବିଜେପି ପାଖରେ କୌଣସି ପ୍ରସଂଗ ନାହିଁ ଏବଂ ସେଥିଯୋଗୁ ନାରୀ ନିର୍ଯାତନାକୁ ଆଳ କରିଛି, ଯାହା ଏକ ହାସ୍ୟାସ୍ପଦ ଓ ନିନ୍ଦନୀୟ ଘଟଣା । ଚୁଡ଼ି କ’ଣ ଦୁର୍ବଳତାର ଲକ୍ଷଣ? ଯଦି ଚୁଡ଼ି ଦୁର୍ବଳତାର ସନ୍ତକ, ତେବେ ନିଜର ଓ ନିଜ ଦଳର ଦୁର୍ବଳତା ଏବଂ ହୀନମନ୍ୟତାକୁ ମହିଳା…
ପ୍ରସ୍ତାବିତ ଜଳେଶ୍ୱର- ଦୀଘା ବ୍ରଡଗଜ ରେଳଲାଇନ୍ ନିର୍ମାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର - ଜଳେଶ୍ୱର ଓ ଦୀଘା ମଧ୍ୟରେ ୪୧ କିମି ବ୍ରଡଗଜ ରେଳଲାଇନ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୨୦୧୧-୧୨ରେ ଜଳେଶ୍ୱର-ଦୀଘା…
ମହିଳା ମୋର୍ଚ୍ଚାର ଚୁଡି ଭେଟି ରାଲି :ନବୀନ ନିବାସ ନଯାଇ ସଚିବାଳୟ ଗେଟରେ ଚୁଡି ବାନ୍ଧିଲେ, ପୋଲିସ୍ ଉପରକୁ ଚୁଡି ମାଡ…
ଭୁବନେଶ୍ୱର - ରାଜ୍ୟରେ ନାରୀ ନିର୍ଯାତନା ଓ ନାବାଳିକା ଦୁଷ୍କର୍ମ ଓ ହତ୍ୟା ବୃଦ୍ଧି ପାଇବା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଲ୍ ଚୁଡି ଭେଟି ଦେବାପାଇଁ ନବୀନ ନିବାସ ନଯାଇ ସଚିବାଳୟ ଆଡକୁ ଗଲାବେଳେ ଲୋୟର ପିଏମ୍ଜି ଠାରେ ପୋଲିସ୍…
“ବିଜେଡିରୁ ଅଫର ଆସିଥିଲା”
ଭୁବନେଶ୍ୱର : ବିଜେଡିରୁ ଅଫର ଅ।ସିଥିଲା । ଦଳରେ ମିଶିବାକୁ ଅନୁରୋଧ କରାଯାଇଥିଲା । ୧୫ ଦିନ ତଳେ ବି ଏନେଇ କଥାବାର୍ତା ହୋଇଥିଲେ ବୋଲି କଂଗ୍ରେସ ଛାଡିବା ପରେ କହିଛନ୍ତି ବିଜେପୁରର ବିଧାୟକ ପ୍ରାର୍ଥୀ ପ୍ରଣୟ ସାହୁ |
ଇସ୍ତଫା ଦେବା ପରେ ଇସ୍ତଫାର କାରଣ ସମ୍ପର୍କରେ ସେ କହିଛନ୍ତି ଗତ…
“ବିଲକୁ ପାଣି ନାଇଁ, କାଳିଆ କାହା ପାଇଁ”
ଭୁବନେଶ୍ୱର - କୃଷକମାନଙ୍କ ପାଇଁ ବିଜେଡ଼ି ସରକାର କାଳିଆ ଯୋଜନା ପ୍ରଣୟନ କରି ଭଣ୍ଡେଇବାକୁ ବସିଛନ୍ତି । ଚାଷୀମାନଙ୍କ ଜମିକୁ ପାଣି ଯୋଗାଇବା ପାଇଁ ସରକାର ୧୮ ବର୍ଷ ଭିତରେ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଚାଷଜମିକୁ ପାଣି ନାହିଁ,…
ହାତୀ ମାତିଛି : ରାହାଣ ଗ୍ରାମରେ ଦନ୍ତା ହାତୀର ଉପଦ୍ରବ
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି l ବନଖଣ୍ଡର ବଡ଼ବାହାଳ ରେଞ୍ଜ୍ ତ୍ରିବଣପୁର ପଞ୍ଚାୟତ ଅନ୍ତର୍ଗତ ରାହାଣ ଗ୍ରାମର ବନ୍ଧଲୀ ସାହିରେ ଏକ ଦନ୍ତା ହାତୀର ଉପଦ୍ରବ ରେ ଘରଦ୍ୱାର ଭାଙ୍ଗି ବା ସହ…
ସିପଲା୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ସିପଲା୍ ନାମକ ସଂସ୍ଥା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ବେହେରା ମେଡ଼ିକାଲ ପକ୍ଷରୁ ଆୟୋଜିତ ଶିବିରକୁ ସହକାରୀ ପ୍ରଫେସର ଡ଼ା.ସୁଦର୍ଶନ ପୋଥାଇ ଯୋଗ ଦେଇ ଶ୍ୱାସ,କଫର…
ଜିଲ୍ଲା ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଦୈବିଦୁର୍ବିପାକ ମୁକାବିଲା ସଚେତନତା କାର୍ଯ୍ୟକ୍ରମ
ଛାତ୍ରଛାତ୍ରୀମାନଙ୍କୁ ମକଡ୍ରିଲ ପ୍ରଦର୍ଶନ ମାଧ୍ୟମରେ କରାଗଲା ସଚେତନ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସେଣ୍ଟଜୋସେଫ ଇଂରାଜୀ ମିଡିୟମ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଅଗ୍ନିଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ ଦୈବିଦୁର୍ବିପାକ ଘଟଣା , ଘଟିବା ବେଳେ ନିଜେ…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସିପିଆଇ(ଏମ) ପକ୍ଷରୁ ବିରାଟ ଗଣ ବିକ୍ଷୋଭ
ତିତଲି ବାତ୍ୟା କ୍ଷତିଗ୍ରସ୍ତ , ଚାଷୀ , ମୁଲିଆ, ଶ୍ରମିକ ପ୍ରଭୁତିଙ୍କ ୨୦ ଦଫା ଦାବୀ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ତିତିଲି ବାତ୍ୟାର କ୍ଷତିପୁରଣ , ଧାନ କ୍ୱିଣ୍ଟାଲ୨୯୩୦ଟଙ୍କା , ମକା କ୍ୱିଣ୍ଟାଲ ୨୫୦୦ଟଙ୍କା ପଞ୍ଚାୟତ ସ୍ତରରେ ଧାନ ଓ ମକାମଣ୍ଡି ଖୋଲିବା, କୃଷିରୁଣ ଛାଡ,…
ବିଜେଡି ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମୋ ଭବିଷ୍ୟତ ସୁରକ୍ଷା – ସ୍ୱାକ୍ଷର ଅଭିଯାନ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଅଭିଯୋଗ ସମେତ ଅନୁସୂଚୀତ ଜାତି ଛାତ୍ରଛାତ୍ରୀଙ୍କ ପ୍ରତି ଷ୍ଟାଇପେଣ୍ଡ ପାଣ୍ଠି ଦେବା ବନ୍ଦ କରିଦେଇଥିବା ପ୍ରତିବାଦରେ ବିଜେଡି ଯୁବ ମୋର୍ଚ୍ଚା ଓ ଛାତ୍ର ଜନତା ଦଳ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ସମେତ…