ଅଗ୍ନିକାଣ୍ତ ରେ ଘରୋଇ ସାମଗ୍ରୀ ସହ ଟଙ୍କା ଧାନ ନଷ୍ଟ। 

0

ସିନାପାଲି :ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କସିପାନି ଗ୍ରାମ ର ଟଙ୍କଧର ନାଗ ଭାଇ ମନୋଆ ବାପା କୁଷ୍ନ ନାଗ ରାତି ୧ଟା ରେ ଅଜାନକ ବିଦ୍ୟୁତ୍ ତାର ଛିଡିଯାଇ ଥିବା ବେଳେ ତାଙ୍କ ଘରେ ନିଆଁ ଲାଗିଯାଇଥିଲା। ସୁଚନା ଅନୁସାରେ ରାତ୍ରି ୧ଟାସମୟ ରେ ନିଆଁ ଲାଗିବା ପରେ ଗ୍ରାମ ବାସି ନିଆଁ ଲିଭାଇବା ପାଇଁ ଚେ଼ଷ୍ଟା କରିଥିଲେ ପରେ ସରପଂଚ ଅଗ୍ନି ସମ ବିଭାଗ କୁ ଫୋନ କରି ଲା ପରେ ଦମକଲ ବାହୀନି ଯାଇ ନିଆଁ ଲିଭାଇଥିଲେ। ଏଥିରେ ୪୦,୦୦୦(ଚାଲିଶ ହଜାର)ରୁ ଉର୍ଧ ଟଙ୍କା ୪୫ କୁଇଣ୍ଟାଲ ଧାନ ନଷ୍ଟ ହେବା ସହ ଘରୋଇ ସାମଗ୍ରୀ ନଷ୍ଟ ହୋଇଛି। ସରପଂଚ ଉଦିତ୍ ପ୍ରତାପ୍ NJ ସିଂ ଜୌତି ତାଙ୍କ ଘରଯାଇ ପରିବାର ର ସୁବିଧା ଅସୁବିଧା ସୁଧାରି ବୁଝିବା ସହ ସମସ୍ୟା କେମିତି ଦୁର ହେବ ତାହା ପ୍ରତିସ୍ରୁତି ଦେଇଥିଲେ।

Leave A Reply

Your email address will not be published.