Sign in
Sign in
Recover your password.
A password will be e-mailed to you.
କୃଷ୍ଣ ସାଗରିଆ ପିସିସି ସାଧାରଣ ସମ୍ପାଦକ ନିଯୁକ୍ତ, ବିଭୁ ତରାଇ ଏସସି ସେଲ ଅଧ୍ୟକ୍ଷ
ଭୁବନେଶ୍ୱର : ଜଣାଶୁଣା ଟାଣୁଆ କଂଗ୍ରେସ ଯୁବନେତା ତଥା ପୂର୍ବତନ ଏସସି ସେଲ ଅଧ୍ୟକ୍ଷ ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆଙ୍କୁ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି | ତାଙ୍କ ପଦବୀରେ ପୂର୍ବତନ ସଂସଦ ବିଭୁ ତରାଇଙ୍କୁ ରାଜ୍ୟ ଜନଜାତି କଂଗ୍ରେସ ସେଲ ଅଧ୍ୟକ୍ଷ ଭାବେ…
ସୁମିତ୍ରା ଜେନା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ | ଅଖିଳ ଭାରତ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଆଦେଶ କ୍ରମେ ଜାତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଆଜି ସୁମିତ୍ରା ଜେନାଙ୍କୁ ଏହି ପାଦରେ ଅବସ୍ଥାପିତ କରିଛନ୍ତି | ଜଣେ ଲୋକପ୍ରିୟ ଆମୟିକ ନେତ୍ରୀ…
ନବୀନ ପଟ୍ଟନାୟକ ଯେ ବିକଳ୍ପହୀନ ଏବଂ ତାଙ୍କର ସମକକ୍ଷ ନେତୃତ୍ୱ ଓଡ଼ିଶାରେ ନାହିଁ, ତାହା ବାରମ୍ବାର ସେ ପ୍ରମାଣିତ…
ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସମଗ୍ର ଭାରତବର୍ଷରେ ଏକ ଆଦର୍ଶ ରାଜ୍ୟରେ ପରିଗଣିତ ହେବ
ବିକାଶର ସମସ୍ତ ମାନଦଣ୍ଡରେ ଓଡ଼ିଶା ଆଜି କୃତିତ୍ୱ ହାସଲ କରିବା ସହିତ ଅନେକ କ୍ଷେତ୍ରରେ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି
ଓଡ଼ିଶାର ସ୍ୱାର୍ଥ, ସ୍ୱାଭିମାନ ଓ ସମୃଦ୍ଧି ପାଇଁ ବର୍ତ୍ତମାନ…
ହାଇକୋର୍ଟ ବେଞ୍ଚ ଦାବିକୁ ରେଢ଼ାଖୋଲରେ ନାଗରିକ ମଞ୍ଚ ସମର୍ଥନ ତୃତୀୟ ଦିନରେ
ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ସ୍ଥାପନ କୁ ନେଇ ଓକିଲ ସଂଘ ମିଳିତ କ୍ରିୟାନୁଷ୍ଠାନ ପଖ୍ୟରୁ ଚାଲୁଥିବା ଅାନ୍ଦୋଳନ କୁ ରେଢ଼ାଖୋଲରେ ନାଗରିକ ମଞ୍ଚ ସମର୍ଥନ କରିଛି l ଓକିଲ ସଂଘ ଏବଂ ନାଗରିକ ମଞ୍ଚ ପଖ୍ୟରୁ ଆଜି ପିକେଟିଂ କରି କୋର୍ଟ କାର୍ଯ୍ୟ…
୨୬ ତମ ସିସିକ୍ୟୁସିରେ ଆରଏସପିର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ
ରାଉରକେଲା/ ସୁଶାନ୍ତ ବେହେରା : ଭାରତୀୟ ଗୁଣବତ୍ତା ମଣ୍ଡଳୀ ଫୋରମ, ରାଉରକେଲା ଶାଖା ଦ୍ଵାରା ସେପ୍ଟେମ୍ବର ୨୨ ଓ ୨୩ ତାରିଖରେ ରିମ୍ସ ଠାରେ ଆୟୋଜିତ ୨୬ ତମ ଚାପ୍ଟର କନଭେନ୍ସନ ଅନ କ୍ଵାଲିଟି କନସେପ୍ଟସରେ ରାଉରକେଲା ଇସ୍ପାତ କାରଖାନାର ୧୬ ଟି ଗୁଣବତ୍ତା ମଣ୍ଡଳୀ ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି।…
ପଞ୍ଚାୟତ ପରିବର୍ତ୍ତନ ଦାବୀ କରି ୬ଖଣ୍ଡ ଗ୍ରାମର ଅଧିବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
୧୨ ମାସ ହେଲା ସାଧାରଣ ବଣ୍ଟନ ବ୍ୟବସ୍ଥାର ଚାଉଳ- କିରୋସିନି ସହ ଭତ୍ତା ଗ୍ରହଣ କରିପାରୁନାହାନ୍ତି ।
ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ) ପଞ୍ଚାୟତ ପରିବର୍ତ୍ତନ ତଥା ପୂର୍ବ ପଞ୍ଚାୟତ କିରାମାରେ ରହିବା ସହ ୮ଦଫା ଦାବୀରେ ଗଜପତି ଜିଲ୍ଲା ନୁଆଗଡ ବ୍ଲକର ୬ଖଣ୍ଡ ଗ୍ରାମର ଶତାଧିକ ଗ୍ରାମବାସୀ…
ଅଖିଳଭାରତ ଯୁବ ଓ ଛାତ୍ରସଂଘ ପକ୍ଷରୁ ୧୦ ଦଫା ଦାବୀରେ ରାସ୍ତାରୋକ, ପ୍ରତିବାଦ ଶୋଭାଯାତ୍ରା ବିକ୍ଷୋଭ ପ୍ରଦର୍ଶନ ଆଇନ…
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଅଖିଳଭାରତ ଯୁବ ଓ ଛାତ୍ରସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ କେନ୍ଦ୍ରର ମୋଦି ସରକାରଙ୍କ ବର୍ଷକୁ ଦୁଇକୋଟି ଯୁବକକୁ ନିଯୁକ୍ତିର ମିଥ୍ୟାପ୍ରତିଶ୍ରୁତି ପ୍ରତିବାଦରେ ଏବଂ ସମସ୍ତ ବିଭାଗରେ ଖାଲି ଥିବା ପଦବୀ ପୁରଣ କରିବା ନହେଲେ…
ବେଆଇନ ଚାନ୍ଦା ଆଦାୟ ବେଳେ ,3 ଗିରଫ
ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : 55 ନମ୍ବର ଜାତୀୟ ରଜପଥ ରେ ଚାରମାଳ ଥାନା ଅନ୍ତର୍ଗତ ମୋଚିବାହାଳ ଚେକଗେଟରେ ଟ୍ରକ ଅଟକାଇ ବେଆଇନ ଭାବେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଦିଲିପ ଖିଲେଇ,ଅଜିତ ସାହୁ ଓ ପୁରୁଷତ୍ତମ ପ୍ରଧାନଙ୍କୁ ଗିରଫ କରିଛି l ସେମାନଙ୍କ ପାଖରୁ 940 ଟଙ୍କା ଜବତ ହୋଇଥିବା ବେଳ…
ଗଞ୍ଜେଇ ଚାଲାଣ, ଜଣେ ଗିରଫ
ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : ଶୁକ୍ରବାର ସନ୍ଧ୍ୟା ରେ ରେଢ଼ାଖୋଲ ପୋଲିସ ଗାଡ଼ି ଯାଞ୍ଚ କରୁଥିବା ବେଳେ କେଳାକଟା ଗ୍ରାମ ନିକଟ ତାରିଣୀ ମନ୍ଦିର ନିକଟରେ ସିଜି13ଜେ5355 ନମ୍ବର ବାଇକ୍ ସହ 8 କେଜି ଗଞ୍ଜେଇ ଜବତ କରିଛନ୍ତି l ପୋଲିସ ସୁତ୍ର ରୁ ପ୍ରକାଶ ଯେ ଫୁଲବାଣୀ ରୁ ଛତିଶଗଡ଼କୁ ଗଞ୍ଜେଇ…
ନିର୍ବାଚନରେ ନୁହେଁ, ପେଟ୍ରୋଲ-ଡିଜେଲ୍ ଦର ୧୨୦ରେ ପହଞ୍ଚାଇ ଓଡ଼ିଶାରେ ବିଜେପି ତା’ର ମିଶନ ପୂରା କରିବ
ଭୁବନେଶ୍ୱର,୨୮/୯/୨୦୧୮: ଭାରତବର୍ଷର ଇତିହାସରେ ଆଜି ପର୍ଯ୍ୟନ୍ତ ଏ ପ୍ରକାରର ସ୍ଥାଣୁ ଏବଂ ଅପାରଗ ସରକାର କେନ୍ଦ୍ରରେ ବୋଧେ ଆସୀନ ହୋଇନଥିଲେ, ଯାହାକି ଏବେ କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧୀନ ସରକାରଙ୍କ ଠାରେ ଦେଖାଯାଉଛି । ସାଢେ଼ ୪ବର୍ଷ ମଧ୍ୟରେ ତୈଳ ଦର ୯୦ ଟଙ୍କାରୁ ଊଦ୍ଧ୍ୱର୍ ପ୍ରତି…