Sign in
Sign in
Recover your password.
A password will be e-mailed to you.
ବଡ଼ବିଲରେ ଆରମ୍ଭ ହେଲା ପୁରୁଷ ଡ଼ବଲସ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଂଟ
ବଡ଼ବିଲ (ଚିତ୍ତରଞ୍ଜନ କର )
ବଡ଼ବିଲର ଅଗ୍ରଣୀ ସ୍ପୋର୍ଟସ କ୍ଲବ ବଏଜ କ୍ଲବ ଆନୁକୂଲ୍ୟରେ ଆରମ୍ବ ହୋଇଛି ଦୁଇ ଦିବସୀୟ ପୁରୁଷ ଡବଲସ ଵ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଂଟ । ଏହି ଟୁର୍ଣ୍ଣାମେଂଟରେ କେନ୍ଦୁଝର, ବଲାଣି, କିରିବୁରୁ, ନୂଆମୁଣ୍ଡି ଆଦି ଅଞ୍ଚଳରୁ ୪୮ଟି ଟିମ ଭାଗ ନେଇଥିବା ବଏଜ କ୍ଲବର…
ବଡ଼ବିଲ ପୋଲିସକୁ ବଡ ସଫଳତା : ୪୮ ଘଣ୍ଟା ମଧ୍ୟରେ ପଞ୍ଚବଟି ଆପାର୍ଟମେଂଟ ଲୁଟର କଲା ପର୍ଦାଫାଶ
ବଡ଼ବିଲ(ଚିତ୍ତରଞ୍ଜନ କର)
ବଡ଼ବିଲ ପୋଲିସକୁ ମିଳିଛି ଏକ ବଡ ସଫଳତା | ଗତ ଜାନୁଆରୀ ମାସ ୩୧ ତାରିଖରେ ବଡ଼ବିଲ ସ୍ଥିତ ପଞ୍ଚବଟି ଆପାର୍ଟମେଂଟରେ ରହୁଥିବା ବିନୀତ ବଂସଲଙ୍କ ବାସଭବନରୁ ହୋଇଥିବା ଲୁଟ ଘଟଣାର ପର୍ଦାଫାଶ କରି ୪ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ ମାତ୍ର ୪୮ ଘଣ୍ଟା ଭିତରେ ।…
ଶିଶୁ ସୁରକ୍ଷା ଅଧିକାର ଆଇନ- ଶିଶୁଙ୍କ ଉଦ୍ଧାର ଥଇଥାନ ଓ ସୁରକ୍ଷା ଏବଂ ଶିଶୁ ଚାଲାଣ ରୋକିବା ସମ୍ପର୍କିତ ପ୍ରଶିକ୍ଷଣ…
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ
ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହଯୋଗରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ଗୋଷ୍ଠି ଶିକ୍ଷା ଅଧିକାରୀ ମାନଙ୍କ…
ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଖେଳ ପଡିଆଠାରେ ୮ମ ଆନ୍ଧ୍ର – ଓଡିଶା ବାସ୍କେଟବଲ ଓ କ୍ରିକେଟ ଖେଳ ପ୍ରତିଯୋଗିତା
୬ଟି ବିଶ୍ୱ ବିଦ୍ୟାଳୟ ଓ ୧୧ଟି ମହାବିଦ୍ୟାଳୟର ୩୦୦ଜଣ ଖେଳାଳୀ ସାମିଲ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ରାଜସୀତାପୁର ସ୍ଥିତ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ନିକଟରେ ବିଶ୍ୱ ବିଦ୍ୟାଳୟର ବାର୍ଷିକ ଗଜଜ୍ୟୋତି -୨୦୧୯ଅବସରରେ ୮ମ…
ଆନ୍ତଃ ଜିଲ୍ଲା ଜେଏମ୍ବିସିସି କପ କ୍ରିକେଟ ଉଦ୍ୟାପିତ : ପେଠିଆପାଲିକୁ ହରାଇ ଲର୍କି ଚାମ୍ପିଅନ
ନୂଆପଡ଼ା/ଅମିତ କୁମାର ପୁରୋହିତ
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଠିକପାଲି ଖେଳ ପଡିଆ ଠାରେ ଜୟ ମାଁ ବସ୍ତ୍ରାଣୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ୮ମ ଆନ୍ତଃ ଜିଲ୍ଲା ଜେଏମବିବିସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଲର୍କି ଓ ପେଠିଆପାଲି ଦଳ…
ଆହାର ନାଁରେ ନିମ୍ନ ମାନର ଖାଦ୍ୟ! : ଡାଲମା ଢଙ୍କ ପାଣି, ପରିବା ଖୋଜିଲେ ମିଳୁନି
ନୂଆପଡ଼ାରୁ ଜିଲ୍ଲା ପ୍ରତିନିଧି ଅମିତ କୁମାର ପୁରୋହିତ
ଦୁଇ ବର୍ଷ ତଳେ ଲୋକଙ୍କୁ ୫ ଟଙ୍କାରେ ଖାଦ୍ୟ ଯୋଗାଇ ଦେବାକୁ ପ୍ରତି ଜିଲ୍ଲାରେ ରାଜ୍ୟ ସରକାର ଆହାର କେନ୍ଦ୍ର ଖୋଳିଛନ୍ତି । ହେଲେ ପ୍ରଶାସନିକ ଅଧିକାରୀଙ୍କ ତଦାରଖ ଅଭାବରୁ ଜିଲ୍ଲାର ଆହାର କେନ୍ଦ୍ରରେ ଗ୍ରାହକଙ୍କୁ ନିମ୍ନ ମାନର ଖାଦ୍ୟ…
ଅନୁସୂଚିତ ଜାତି ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି କାଟର ପ୍ରତିବାଦ : ବିଜୁ ଯୁବ ଓ ଛାତ୍ର ଜନତା ଦଳର ଦସ୍ତଖତ ଅଭିଜାନ…
ନୂଆପଡ଼ାରୁ ଜିଲ୍ଲା ପ୍ରତିନିଧି ଅମିତ କୁମାର ପୁରୋହିତ
କେନ୍ଦ୍ର ସରକାର ରାଜ୍ୟର ଅନୁସୂଚିତ ଜାତିରେ ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି ଅନୁଦାନ ଅଂଶଧନ କାଟ୍ ପ୍ରତିବାଦରେ ଆଜି ଜିଲ୍ଲାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଦସ୍ତଖତ ସଂଗ୍ରହ ଅଭିଜାନ ଆରମ୍ଭ ହୋଇ ଯାଇଛି । କେନ୍ଦ୍ର…
ଘୁ ଉଦୟଗିରି ବ୍ଲକର ପର୍ଯ୍ୟଟନ ବିଭବ ପ୍ରତି ସରକାରଙ୍କ ନଜର ପଡିବ କେବେ ??
(ଘୁ ଉଦୟଗିରି)/ଗଗନ କୁମାର ପ୍ରଧାନ .: କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ ଘୁ ଉଦୟଗିରି ବ୍ଲକରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଅଛି | ଘୁ ଉଦୟଗିରି ଠାରେ ପାଣିପାଗ ମାପକ ଯନ୍ତ୍ର ଅଚଳ ହୋଇ ପୋଡିଥିବାରୁ ଅଂଚଳର ପାଣି ପାଗ ସରକାରୀ ଭାବରେ ପ୍ରକାଶ ପାଉନାହିଁ | ଯାହାପାଇଁ ବର୍ଷାର ପରିମାଣ ଥଣ୍ଡାର…
ପଦ୍ମପୁରରେ ଉଜ୍ୱଳା ସ୍ୱାଭିମାନ ଉତ୍ସବ ପାଳିତ
ପଦ୍ମପୁର/Nila Deep - ପଦ୍ମପୁର ସହରର ରାଜବୋଡାସମ୍ବର ହାଇସ୍କୁଲ ଖେଳ ପଡିଆ ଠାରେ ଓଡିଶା ଓ ଝାରଖଣ୍ଡ ଏଲପିଜି ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଓ ସମ୍ମାନିତ ଅତିଥି ଭାବରେ ବରଗଡ ଜିଲ୍ଲା ପରିିଷଦ…
ମୋଦିଜୀଙ୍କ ପରଫର୍ମାନସକୁ ଫେଲ ମାର୍କ !!!!
ଭୁବନେଶ୍ୱର : ପ୍ରଥମ ଥର ପାଇଁ ନବୀନ ବାବୁ ଖାତାପତ୍ର ହିସାବ କରି ମାର୍କ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ | ଆଗରୁ ଜେନେରାଲଇଜ କରି କହୁଥିବା ନବୀନ ବାବୁ ମୋଦିଜୀଙ୍କ ବଜେଟକୁ ଏଥର ଫେଲ ମାର୍କ ଦେଇଛନ୍ତି | ମାନେ ୧୦ ମାର୍କରୁ ଅଢେଇ ମାର୍କ | ମାନେ ଆମେ ଜାଣିଛେ ପାସ ହେବାପାଇଁ କୌଣସି…